ପ୍ରଥମ ଦେଖାରେ ଶାହିଦଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…
ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ…
ଏହି ଅଭିନେତ୍ରୀଙ୍କ ଆଉଟ୍ଫିଟ୍ ଦେଖି ପ୍ରଶଂସକ କହିଲେ…
ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି। ପ୍ରତିଦିନ ମୌନୀ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି। ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ…
ପାୟଲଙ୍କ ସଙ୍କଟ ବଢ଼ିଲା, ମହାତ୍ମା-ନେହେରୁଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ…
ମୁମ୍ବାଇ,୧।୯: ବଲିଉଡ ଅଭିନେତ୍ରୀ ପାୟଲ ରୋହତଗି ବିବାଦୀୟ ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡ଼ିଛନ୍ତି। ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ…
ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗିଥିଲା ଏସବୁ ଫିଲ୍ମ: ଦୁର୍ଭାଗ୍ୟବଶତଃ ସବୁକୁ ପ୍ରତ୍ୟାଖ୍ୟାନ କରିଥିଲେ କିଙ୍ଗ ଖାନ୍
ବଲିଉଡର କିଙ୍ଗ ଖାନ ଶାହାରୁଖ ତିନି ଦଶନ୍ଧି ଧରି ଦିଲ୍ ବାଲେ ଦୁଲହନିଆ ଲେ ଯାଏଙ୍ଗେ, କୁଛ କୁଛ ହୋତା ହୈ ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିଆସୁଛନ୍ତି। ଆଜି ବି ସମସ୍ତେ ଶାହାରୁଖଙ୍କ…
ଅମିତାଭଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର; ବି ଗ୍ରେଡ୍ ଫିଲ୍ମରେ କାମ କରିଛନ୍ତି ଏହି ସୁପରଷ୍ଟାର
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନ ହୁଅନ୍ତୁ ଅବା ସୁପରଷ୍ଟାର ଅକ୍ଷୟ କୁମାର, ଆଜିକାଲି ସେମାନେ ବଲିଉଡ୍ର ଆଗଧାଡ଼ିର ନାୟକ। ହେଲେ ଏକ ସମୟରେ ସେମାନେ ବି-ଗ୍ରେଡ୍ ଫିଲ୍ମରେ କାମ କରୁଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ମହାନାୟକ ଅମିତାଭ…
‘ରିସ୍ତେ ମେଁ ହମ୍ ଉନ୍କେ ବାପ୍ ଲଗ୍ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ
ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍ସିଟ୍ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍ ଭାବେ ପରିଚିତ ବିରେନ୍ଦ୍ର ସେହ୍ବାଗ ବିଗ୍ ବି ଅମିତାଭଙ୍କ ସହ ଏହି ଖେଳ ଖେଳିବେ। ଏହି ସ୍ପେଶାଲ…
ଭାଇ ବୋହୂଙ୍କ ସହ ରୋମାଣ୍ଟିକ୍ ସିନ୍ କରି ଚର୍ଚ୍ଚାରେ ଥିଲେ ଏହି ଅଭିନେତା
ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ ସିନ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର…
କିମିଆ କରୁଛି ଶେହନାଜଙ୍କ ବୋଲ୍ଡ ଲୁକ୍
ବମ୍ବେ: ବିଗ୍ବସ୍ର ୧୩ତମ ସିଜିନରେ ନଜର ଆସିଥିଲେ ଶେହନାଜ ଗିଲ। ଶୋ’ରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କର ଥଟ୍ଟାମଜା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ନିଜର ଚୁଲବୁଲି ସ୍ବଭାବ ଯୋଗୁ ଉଭୟ ଫାଇନାଲରେ ପହଞ୍ଚିଥିଲେ। ଶୋ’ ସିଦ୍ଧାର୍ଥ ଜିତିଥିଲେ ହେଁ ଶେହନାଜଙ୍କ…
ଭଗ୍ ମାଗାଜିନ ପାଇଁ ପୁଣି ଫଟୋ ଶୁଟ୍ କଲେ ପ୍ରିୟଙ୍କା
ମୁମ୍ବାଇ: ମନୋରଞ୍ଜନ ଜଗତର ନାମୀ ନାୟିକା ପ୍ରିୟଙ୍କା ଚୋପ୍ରା ଜଣେ ଫ୍ୟାଶନ ଆଇକନ ଭାବେ ବି ବେଶ ଜଣାଶୁଣା । ସେ ତାଙ୍କର ଗ୍ଲାମରସ ଅନ୍ଦାଜ ପାଇଁ ରଚିଛନ୍ତି ନିଜର ଭିନ୍ନ ପରିଚୟ । ବଲିଉଡ୍ଠାରୁ ହଲିଉଡ୍ ପର୍ଯ୍ୟନ୍ତ ତାଙ୍କର ଅଭିନୟରେ…
ଶିଳ୍ପାଙ୍କ ବଡ଼ ନିଷ୍ପତ୍ତି; ସ୍ବାମୀଙ୍କଠାରୁ ରହିବେ ଅଲଗା! ପିଲାମାନଙ୍କ ଉପରେ ଯେପରି…
ବମ୍ବେ: ଯାହା ଉପରେ ବିଶ୍ୱାସ କରି ସାରା ଜୀବନ କାଟିଦେବାର ସ୍ବପ୍ନ ଦେଖିଥିଲେ, ସେ ହିଁ ବିଶ୍ୱାସଘାତକତା କରିବାକୁ ପଛାଇଲେ ନାହିଁ। ଏପରି କିଛି ଘଟିଛି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ। ସ୍ବାମୀ ରାଜ କୁନ୍ଦ୍ରା ପର୍ନ…
ଅଳିଆ ଗଦାରେ କ୍ୟାଟ୍ଓ୍ବାର୍କ କଲେ ମଡେଲ…
ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀଙ୍କ ଧ୍ୟାନ ଆକୃଷ୍ଟ କରିବା ଲାଗି ସେ ରାଞ୍ଚିର ଝିିରିଠାରେ ଥିବା…
ଜଣେ ଝିଅ ପାଇଁ ୨୫ ପୁଅଙ୍କଠାରୁ ମାଡ ଖାଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ଅଭିନେତା ରାଜକୁମାର ରାଓ ଆଜି ବଲିଉଡରେ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। ରାଜକୁମାର ରାଓ ନିଜର କଠିନ ପରିଶ୍ରମ ସହିତ ଇଣ୍ଡଷ୍ଟ୍ରିରେ ଉଚ୍ଚ ସ୍ଥାନ ହାସଲ କରିଛନ୍ତ। ଆଜି ରାଜକୁମାର ରାଓଙ୍କ ଜନ୍ମଦିନ। ସେ ୩୧ ଅଗଷ୍ଟ ୧୯୮୪ ରେ ହରିୟାଣାର…
Archives


