ଏହି ଅଭିନେତ୍ରୀଙ୍କ ଆଉଟ୍‌ଫିଟ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ପ୍ରତିଦିନ ମୌନୀ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି। ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ଖୁବ୍‌ ହଟ୍‌ ଦିଶୁଛନ୍ତି।

ମୌନୀ ଏକ ଧଳା ରଙ୍ଗର ଷ୍ଟାଇଲସ ବ୍ଲାଉଜ ଏବଂ ମ୍ୟାଚିଂ କରି ଟ୍ରାନ୍ସପାରେଣ୍ଟ ଷ୍ଟଲରେ ନଜର ଆସିଛନ୍ତି। ଲମ୍ବା ଏବଂ ଓଜନିଆ ଇୟରିଙ୍ଗ୍‌ ବି ପିନ୍ଧିଛନ୍ତି। ତାଙ୍କର ଏହି ଲୁକ୍‌ ଏବେ ପ୍ରଶଂସକଙ୍କ ହୃଦୟରେ ନିଆଁ ଲଗାଇ ଦେଇଛି।

ଫଟୋ ଶେୟାର କରି ମୌନୀ ଲେଖିଛନ୍ତି, କୌଣସି କାହାଣୀର ଶେଷ ସବୁଠୁ ଭଲ ହୋଇଥାଏ। କିନ୍ତୁ ଏହାର ଯାତ୍ରା…। ପ୍ରଶଂସକମାନେ ତାଙ୍କର ଲୁକ୍‌କୁ ନେଇ ବେଶ୍‌ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବହୁତ ସୁନ୍ଦର। ଖାଲି ୟୁଜର ନୁହନ୍ତି, ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ କମେଣ୍ଟ କରିଛନ୍ତି। ଅର୍ଜୁନ ବିଜଲାନି ବି ମୌନୀଙ୍କର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସ୍ଥାନରେ ଶୁଟିଂ ହେବ ସଲମାନଙ୍କ ‘ଟାଇଗର-୩’, ଯେଉଁଠି ଆଜିପର୍ଯ୍ୟନ୍ତ କୌଣସି ବଲିଉଡ୍‌ ଫିଲ୍ମ ହୋଇନାହିଁ

ମୁମ୍ବାଇ: ଗୋଟିଏ ଥିଲା ସୁପରହିଟ୍‌ ‘ଟାଇଗର’। ପରେ ସଲମାନଙ୍କ ଆଉ ଏକ ‘ଟାଇଗର’ ଜୀବନ୍ତ ହୋଇ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଲଗାତର ଦୁଇ ଦୁଇଟି ଫିଲ୍ମ...

ପଖାଳ ଖାଇବା ଅଭ୍ୟାସରେ ପଡ଼ିଯାଇଥିଲି

ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା । ୨୦୧୪ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଆଇପିଏସ୍‌ ଅଫିସର। ଉତ୍ତରପ୍ରଦେଶର ଆମେଠିର ଜଙ୍ଗଲଟୋକ୍ରୀ ଗ୍ରାମର ସୌମ୍ୟା ଭାରତୀୟ ପୋଲିସ ପ୍ରଶାସନିକ...

ଦିନ ଥିଲା ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିଲେ, ଏବେ କୋଟିପତି ଅଭିନେତ୍ରୀ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଲୋକପ୍ରିୟ ତଥା ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନୁଷ୍କା ସେଟ୍ଟୀ ଜଣେ। ତାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ‘ରୁଦ୍ରମାଦେବୀ, ମିର୍ଚ୍ଚି ଏବଂ...

‘ଗୁଡବାୟ’ର ରିଲିଜ ତାରିଖ ଘୋଷଣା

ମୁମ୍ବାଇ: ବିଗ୍‌-ବି ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଗୁଡବାୟ’ର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି। ନିର୍ମାତା ଫିଲ୍ମର ଏକ ପୋଷ୍ଟର ରିଲିଜ କରି ଫିଲ୍ମର ସମସ୍ତ...

ହାପି ବାର୍ଥ ଡେ’ ହିମେଶ

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ...

କୃତିଙ୍କ ତୁଳନା ନାହିଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦା ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଗତ କିଛିଦିନ ତଳେ ସେ ତାଙ୍କ ବୟଫ୍ରେଣ୍ଡ ପୁଲକିତ ସମ୍ରାଟଙ୍କ...

ହସ୍ପିଟାଲରେ ସଞ୍ଜୟ ଦତ୍ତ

ମୁମ୍ବାଇ, ୯। ୮: ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବା...

ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ ସିଦ୍ଧାର୍ଥ; ସକାଳେ ଉଠି ନ ଥିଲେ

ବମ୍ବେ: ଆଉ ନାହାନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପ୍ରଶଂସକ। ଟେଲିଭିଜନଠାରୁ ଆରମ୍ଭ କରି...

Advertisement
Archives

Model This Week