ମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ସହ ସଲମାନଙ୍କ ବାହାଘର କାର୍ଡ ଛପା ସରିଥିଲା: ଏବେ କେମିତି ଅଛି ଦୁହିଁଙ୍କ ସମ୍ପର୍କ

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଟ୍ରିନା କୈଫଙ୍କ ସହ ଯୋଡା ଯାଇଛି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ସଙ୍ଗୀତା ବିଜଲାନୀ। ସଲମାନ…

ଟ୍ୟାକ୍ସ ଚୋରି ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ, କହିଲେ..

ରିଲ୍‌ରୁ ରିଅଲ ହିରୋ ସାଜିଥିବା ସୋନୁ ସୁଦ ନିକଟରେ ଆୟକର ରାଡାର୍‌ରେ ଆସିଥିଲେ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି…

ମାଲାମାଲ୍‌ ହେବେ ସଲ୍‌ମାନ ଖାନ୍‌: ବିଗ୍‌ବସ୍‌ରୁ ମିଳିବ ଏତିକି ଟଙ୍କା

ଟେଲିଭିଜନ ଜଗତର ବିବାଦୀୟ ଶୋ’ ବିଗ ବସ ୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଶୋ’ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବଲିଉଡର ସୁପରଷ୍ଟାର ସଲମାନ ଖାନ ପୁଣି ଥରେ ଏହି ଶୋ’ର ହୋଷ୍ଟ ଷ୍‌କରୁଥିବା ନଜର ଆସିବେ। ସଲମାନ…

ଦୟା କରନାହିଁ ଅନନ୍ୟା

ମୁମ୍ବ।ଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ସ୍ଲିମ ଫିଗର ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ତାଙ୍କ ଷ୍ଟାଇଲିସ୍ ଅନ୍ଦାଜକୁ ନେଇ । ଏବେ ମାଲଦ୍ୱିପରେ ସେଲିବ୍ରିଟିଙ୍କ ଭିଡ ଲାଗିଥିବା…

ଏକାଠି ନଜର ଆସିବେ ପ୍ରଭାସ ଓ ଦୀପିକା

ମୁମ୍ବାଇ: ଫିଲ୍ମ ‘କେ’କୁ ନେଇ ଷ୍ଟାର୍‌ମାନଙ୍କ ନାମ ଆଗୁଆ ଘୋଷଣା କରାଯାଇଛି। ଏଥିରେ ଅମିତାଭ ବଚ୍ଚନ, ପ୍ରଭାସ-ଦୀପିକା ପ୍ରମୁଖ ନଜର ଆସିବେ। ତେବେ ମଲ୍ଟି ଷ୍ଟାରର ଫିଲ୍ମରେ ପ୍ରଥମଥର ପାଇଁ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି ପ୍ରଭାସ ଓ ଦୀପିକା। ଏହାର…

ଏହି ସର୍ତ୍ତରେ ରାଜ୍‌ଙ୍କୁ ବିବାହ ପାଇଁ ରାଜି ହୋଇଥିଲେ ଶିଳ୍ପା

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଝଡ଼ ସୃଷ୍ଟି ହୋଇଛି। ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜେଲ ଯିବା ପରେ ନିଜକୁ ସଜାଡିବାକୁ ଚେଷ୍ଟା କରୁଛନ୍ତି ଏବଂ ପରିବାରର ବିଶେଷ ଯତ୍ନ ନେଉଛନ୍ତି। ଏଭଳି ପରିସ୍ଥିତିରେ ଶିଳ୍ପାଙ୍କ…

୨୧ ଦିନ ପାଣି ପିଇ ରହିବେ ନର୍ଗିସ୍‌

ମୁମ୍ବାଇ: ଅଭିନେତ୍ରୀ ନର୍ଗିସ୍‌ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପୁଣି ଠିକ୍‌ ସେମତି ଏକ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ୨୧ଦିନ କିଛି ନ ଖାଇ କେବଳ ପାଣି ପିଇକି ରହିବେ ନର୍ଗିସ୍‌। ଏ…

ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ। ଏଥର ବିଗ୍‌ବସ୍‌-୧୫ରେ କିଛି ନୂଆ ଟୁଇଷ୍ଟ୍‌ ଦେଖିବାକୁ ମିଳିବ। ପ୍ରତିଯୋଗୀମାନଙ୍କୁ ବିନା ସୁବିଧାରେ ରହିବାକୁ…

ଏହି ଅଭିନେତାଙ୍କ ସ୍ତ୍ରୀ ଜାଣିଥିଲେ ସ୍ବାମୀଙ୍କ ପ୍ରେମ ସମ୍ପର୍କ ବିଷୟରେ ସବୁ, ଆଉ ତା’ ପରେ

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି କିଛି ଷ୍ଟାର ଅଛନ୍ତି, ଯାହାଙ୍କ ବିବାହ ପରେ ସେମାନଙ୍କ ପୂର୍ବ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ…

ଘରକୁ କେବେ ଆସିବ? ଉତ୍ତରରେ ଦୀପିକାଙ୍କୁ ରଣବୀର କହିଲେ…

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବଲିଉଡ୍‌ର ମୋଷ୍ଟ ସେଲିବ୍ରିଟି କପଲ ଭାବେ ଜଣାଶୁଣା। ଜଣେ ଜଣଙ୍କୁ ବହୁତ ଭଲପାଆନ୍ତି। ଏବେ ରଣବୀର ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ରେ ଆସି ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ଏଥିରେ ରଣବୀର ଏବଂ…

ବିଗ୍‌ ବସ୍‌ ଓଟିଟି ଜିତିଲେ ଦିବ୍ୟା ଅଗ୍ରଓ୍ବାଲ

ମୁମ୍ବାଇ, ୧୯ା୯: ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ ରିୟଲିଟି ଶୋ’ ବିଗ୍‌ ବସ୍‌ ଓଟିଟି ବିଜୟୀ ହୋଇଛନ୍ତି। ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରିଥିବା ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଶନିବାର ସନ୍ଧ୍ୟା ୭ଟାରେ ଅନ୍‌ଲାଇନ ପ୍ଲାଟଫର୍ମ ‘ଭୁଟ୍‌’ରେ…

ପୁରସ୍କାର ନେଲାବେଳେ ଅମରିଶ ପୁରୀଙ୍କ ସହ ହାତ ମିଳାଇବାକୁ ଭୁଲି ଯାଇଥିଲେ ଅଭିନେତ୍ରୀ, ବଢ଼ିଥିବା ହାତକୁ ଦେଖି…

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ପ୍ରାୟତଃ ତାଙ୍କ ସାଙ୍ଗ ଏବଂ ପରିବାର ସହିତ ମଜାଳିଆ ଢଙ୍ଗରେ ନଜରକୁ ଆସିଥାନ୍ତି। ଅନ୍‌ସ୍କ୍ରିନ ହେଉ କିମ୍ବା ଅଫ୍‌ ସ୍କ୍ରିନ ନୀନାଙ୍କ ଶୈଳୀ ସବୁବେଳେ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ନୀନାଙ୍କ ଝିଅ ତଥା ଫ୍ୟାଶନ ଡିଜାଇନର୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri