ଏହି ସର୍ତ୍ତରେ ରାଜ୍‌ଙ୍କୁ ବିବାହ ପାଇଁ ରାଜି ହୋଇଥିଲେ ଶିଳ୍ପା

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଝଡ଼ ସୃଷ୍ଟି ହୋଇଛି। ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜେଲ ଯିବା ପରେ ନିଜକୁ ସଜାଡିବାକୁ ଚେଷ୍ଟା କରୁଛନ୍ତି ଏବଂ ପରିବାରର ବିଶେଷ ଯତ୍ନ ନେଉଛନ୍ତି। ଏଭଳି ପରିସ୍ଥିତିରେ ଶିଳ୍ପାଙ୍କ ଏକ ପୁରୁଣା ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିନେତ୍ରୀ ରାଜ କୁନ୍ଦ୍ରା ତାଙ୍କୁ କିପରି ବିବାହ ପ୍ରସ୍ତାବ ଦେଇଥିଲେ ତାହା ଦେଖିବାକୁ ମିଳୁଛି। ଶିଳ୍ପାଙ୍କୁ କହିଥିଲେ ରାଜ ତାଙ୍କୁ ପାଞ୍ଚ କ୍ୟାରେଟ ହୀରା ମୁଦି ସହିତ ମିଠା ଖୁଆଇ ବିବାହ ପ୍ରସ୍ତାବ ଦେଇଥିଲେ। ମୁଦି ଦେଖି ଶିଳ୍ପା ଆଶ୍ଚର୍ଯ୍ୟ ହୋଇ ରାଜ୍‌ଙ୍କୁ ପଚାରିଥିଲେ ଏହା ପାଞ୍ଚ କ୍ୟାରେଟ୍‌। ରାଜ କୁନ୍ଦ୍ରାଙ୍କୁ ହଁ କହିବା ପାଇଁ ସେ ଦୁଇ ସେକେଣ୍ଡ ସମୟ ନେଇଥିଲେ, ରାଜ ତାଙ୍କୁ କହିଥିଲେ ଯେ ବିବାହ ରିଙ୍ଗ ଏହାଠାରୁ ବଡ ହେବ। ସେ ସେଠାରେ ବିବାହ ପାଇଁ ମଧ୍ୟ ରାଜି ହୋଇଥିଲେ।
ନିକଟରେ ପର୍ଣ୍ଣ ଭିଡିଓ ପ୍ରସ୍ତୁତ ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଏନେଇ କିଛି ଜାଣି ନ ଥିବା ଶିଳ୍ପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍‌!

ମୁମ୍ବାଇ, ୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍‌ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍‌ ୩...

ପୂଜାଙ୍କ ପ୍ରେମରେ ପ୍ରଭାସ !

ବମ୍ବେ: ପୂଜାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରଭାସ। କିଛି ଏଭଳି ଦୃଶ୍ୟ ଅଭିନେତାଙ୍କ ଅପକମିଂ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ। ଶୁକ୍ରବାର ଏହାର ଏକ...

ଲୁଚାଇଥିଲେ ଜୁହି

ଜୁହି ଚାଓ୍ବଲାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍‌ ସେ କୟାମତ ତକ୍‌’ରୁ। କେବଳ ସେତିକି ନୁହେଁ, ଏହି ଫିଲ୍ମରୁ ଆମୀର ଖଁ। ପ୍ରଥମ ଥର...

‘ଅନୁପମା’ରେ ନୂଆ ଏଣ୍ଟ୍ରି

ବମ୍ବେ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଅନୁପମା’ରେ ହେବାକୁ ଯାଉଛି ନୂଆ ଏଣ୍ଟ୍ରି। ଆଗାମୀ ଏପିସୋଡରେ ଅନୁପମାଙ୍କ ସହ ଅନୁଜ ହନିମୁନ୍‌ରେ ଯିବେ। ଏହାପରେ ଅନୁଜଙ୍କ...

ମା’ହେଲେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କ୍ରତିକା ସେଙ୍ଗର ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ...

ସୋନୁ ସୁଦଙ୍କୁ ବିୟର ମାଗିଲେ ଜଣେ ବ୍ୟକ୍ତି, ଜବାବରେ ମିଳିଲା…

ବଲିଉଡ୍‌ ଅଭିନେତା ସୋନୁ ସୁଦ ତାଙ୍କର ଉଦାରତା ପାଇଁ ସାରା ଦେଶରେ ପ୍ରସିଦ୍ଧ। ସେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଅନେକ ଲୋକଙ୍କୁ ସାହାଯ୍ୟ...

ଅଭିନେତ୍ରୀ ମୋହନାଙ୍କୁ କରୋନା: ପରିବାର ସମେତ ଘରେ କାମ କରୁଥିବା ୨୩ଜଣ ସଂକ୍ରମିତ

ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ କାମ କରିଥିବା ଅଭିନେତ୍ରୀ ମୋହନା କୁମାରୀ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ପରିବାର...

ଅଭିନେତା ସୈଫ ଅଲି ଖାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଅଭିନେତା ସୈଫ ଅଲି ଖାନ ବଲିଉଡରେ ଛୋଟେ ନବାବ ଭାବରେ ଜଣାଶୁଣା। ଫିଲ୍ମ ବ୍ୟତୀତ ସୈଫ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାନ୍ତି। ତାଙ୍କୁ...

Advertisement
Archives

Model This Week