ଦୟା କରନାହିଁ ଅନନ୍ୟା

ମୁମ୍ବ।ଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ସ୍ଲିମ ଫିଗର ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ତାଙ୍କ ଷ୍ଟାଇଲିସ୍ ଅନ୍ଦାଜକୁ ନେଇ । ଏବେ ମାଲଦ୍ୱିପରେ ସେଲିବ୍ରିଟିଙ୍କ ଭିଡ ଲାଗିଥିବା ବେଳେ ଅନନ୍ୟା ବି ସେଠାକୁ ଯାଇଛନ୍ତି । ନିକଟରେ ସେ ମାଲଦ୍ୱୀପରେ ଛୁଟି କାଟୁଥିବା ବେଳେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ବ୍ଲାକ ବିକିନିରେ ବେଶ୍ ହଟ୍ ଲାଗୁଥିଲେ ନାୟିକା ଅନନ୍ୟା । ଏବେ କିନ୍ତୁ ସେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ସୋସିଆଲ ମିଡିୟା ୟୁଜର୍ସ କହିଛନ୍ତି ଦୟା କରନି ଅନନ୍ୟା । ଅର୍ଥାତ୍ ଅନନ୍ୟା ଏତେ ଛୋଟ ଡ୍ରେସ୍ ପିନ୍ଧିଛନ୍ତି ଯେ ଯାହାକୁ ସହଜରେ ଦର୍ଶକେ ଗ୍ରହଣ କରିପାରୁ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧ ନେବାକୁ ଆସୁଛି ‘ଦୁର୍ଗାମତି’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଶଦ ଓ୍ବାରସି ଓ ଭୂମି ପେଡନେକରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦୁର୍ଗାମତି’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଏହାକୁ ଅମାଜନ ପ୍ରାଇମ୍‌...

ଶାହିଦଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା !

ବମ୍ବେ: କଥାରେ ଅଛି ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ସେଭଳି କିଛି ଘଟିଛି ଚୁଲବୁଲି ଅନନ୍ୟା ପାଣ୍ଡେଙ୍କ କ୍ଷେତ୍ରରେ। ଏବେ ସେ ବଲିଉଡ୍‌ ଅଭିନେତା...

କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍‌ମାନ

ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ...

କାଟ୍ରିନା-ଭିକିଙ୍କୁ ଓମିକ୍ରନ ଭୟ

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ବିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଡିସେମ୍ବର ୯ରେ ଉଭୟ ବିବାହ ବନ୍ଧନରେ ଆବଦ୍ଦ ହେବେ...

ବିବାହ ପାଇଁ ଟ୍ବିଙ୍କିଲଙ୍କ ସାମ୍ନାରେ ଅକ୍ଷୟ କୁମାର ରଖିଥିଲେ ଏଭଳି ସର୍ତ୍ତ

ମୁମ୍ବାଇ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ ଖାନ୍ନାଙ୍କ ଯୋଡ଼ି ବଲିଉଡ୍‌ରେ ସର୍ବୋତ୍ତମ ଯୋଡ଼ି ଭାବରେ ଗଣନା କରାଯାଏ। ୨୦୦୧ ଜାନୁୟାରୀ ୧୭ରେ ଏହି...

ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗଦେଲ ସୋନୁ

ହାଇଦ୍ରାବାଦ,୨୯ ।୯: ବଲିଉଡ୍ ଅଭିନେତା ସୋନୁ ସୁଦ ଆଜି ପ୍ରବାସୀ ଶ୍ରମିକଙ୍କ ଈଶ୍ୱର ଭାବେ ବେଶ୍ ପରିଚିତ । ଏବେ ଦେଖଇବାକୁ ମିଳିଛି ସେ ଗ୍ରୀନ୍...

ସୋନୁ ସୁଦ୍‌ଙ୍କୁ ମିଳିଲା ଏହି ସମ୍ମାନଜନକ ପୁରସ୍କାର

ବଲିଉଡରେ ଖଳନାୟକ ଭାବରେ ବିଖ୍ୟାତ ସୋନୁ ସୁଦ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଅପେକ୍ଷା ସାମାଜିକ କାର୍ଯ୍ୟ ପାଇଁ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଲକ୍‌ଡାଉନ୍‌ରେ ପ୍ରବାସୀ...

ଭାରତରେ ପୁଣିଥରେ ରିଲିଜ୍‌ ହେବ ବାହୁବଳୀ, ବାହୁବଳୀ-୨

ଇତିମଧ୍ୟରେ ଲକ୍‌ଡାଉନ୍‌ ଶେଷ ହୋଇଯାଇଛି। ଲୋକମାନେ ପୁଣିଥରେ ନିଜ ନିଜ କାମରେ ଯୋଗ ଦେଲେଣି। ଦେଶର ଅନେକ ସହରରେ ସିନେମା ହଲ୍‌ ମଧ୍ୟ ଖୋଲିଗଲାଣି। ବଲିଉଡ୍‌...

Advertisement
Archives

Model This Week