ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ। ଏଥର ବିଗ୍‌ବସ୍‌-୧୫ରେ କିଛି ନୂଆ ଟୁଇଷ୍ଟ୍‌ ଦେଖିବାକୁ ମିଳିବ। ପ୍ରତିଯୋଗୀମାନଙ୍କୁ ବିନା ସୁବିଧାରେ ରହିବାକୁ ହେବ। ଯାହାକି ପ୍ରତିଯୋଗୀଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ହେବ।

ବିଗ୍‌ବସ୍‌-୧୫ର ପ୍ରିମିୟର ଗାନ୍ଧୀଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ରେ ହେବ। କଲର୍ସ ଚ୍ୟାନେଲ ପ୍ରୋମୋ ଶେୟାର କରି ଏହା କହିଛି। ସୋମବାରରୁ ଶୁକ୍ରବାର ରାତି ସାଢ଼େ ୧୦ରେ ଏବଂ ଶନିବାର, ରବିବାର ରାତି ୯ଟାରେ ଏହା ଅନ୍‌ ଏୟାର ହେବ। ଏହି ଶୋ’ର ହୋଷ୍ଟ କରିବେ ଦବଙ୍ଗ ଖାନ୍‌ ସଲମାନ। ବିଗ୍‌ବସ୍‌ ୧୫କୁ ନେଇ ପ୍ରତିଯୋଗୀମାନେ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହି ଶୋ’ ପାଇଁ ଆଜିଠୁ ପ୍ରସ୍ତୁତ ହୁଅ ବୋଲି ସଲମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କୁ ଐଶ୍ୱର୍ଯ୍ୟାଙ୍କ ଝିଅ ଜାବୁଡ଼ି ଧରିବାରୁ ଏମିତି ଥିଲା ଅଭିଷେକଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରଣବୀର କପୁର ଦୀର୍ଘଦନ ଦିନ ଧରି ଭଲ ବନ୍ଧୁ ଥିଲେ। ଦୁଇଜଣ ମିଶି କରଣ ଜୋହରଙ୍କ...

ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ବଢ଼ୁଛି ତାତି : ନିର୍ମାତାଙ୍କୁ ଗିରଫ ଦାବି

ଡକ୍ୟୁମେଣ୍ଟାରି ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ବଢ଼ୁଛି । ନିର୍ମାତା ଲିନା ମଣିମେକଲଇ ଜୁଲାଇ ୨ରେ ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ । ଏହି...

ଜ୍ୟାକଲିନଙ୍କୁ ଜାମିନ

ମୁମ୍ବାଇ,୧୫ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ମିଳିଛି ଆଶ୍ୱସ୍ତି । କୋର୍ଟ ପକ୍ଷରୁ ତାଙ୍କୁ...

ପୁଣି ରାମ ଚରିତ୍ରରେ ଆସିବେ ଅରୁଣ ଗୋଭିଲ

ମୁମ୍ବାଇ,୧୮।୧୦: ପୁଣି ରାମ ଚରିତ୍ରରେ ନଜର ଆଲିବେ ଲୋକପ୍ରିୟ କଳାକାର ଅରୁଣ ଗୋଭିଲ। ରାମଙ୍କ ଭୂମିକାରେ ଅଭିନୟ କରି ସେ ଅନେକ ସଫଳତା ପାଇଲେ। ବଲିଉଡ୍‌ର...

ବ୍ୟସ୍ତ ରହିଲେ ବି ମା’ଙ୍କ ସହ ସମୟ ବିତାଇବାକୁ ଭୁଲନ୍ତିନି ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ବୁଧବାର ନିଧନ ହୋଇଛି। ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଖିଲାଡି ବୟ। ଅକ୍ଷୟ ତାଙ୍କ...

ଫଟୋ ଡିଲିଟ୍‌ କରୁଛନ୍ତି ସାମନ୍ଥା

ମୁମ୍ବାଇ: ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍‌ ଅଲଗା ହୋଇଛନ୍ତି। ଉଭୟଙ୍କ ସମର୍ଥନରେ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଲଗା ହେବା...

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ...

କ୍ଷମା ମାଗିଲେ ରିଚା

ଅଭିନେତ୍ରୀ ରିଚା ଚଢା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଛନ୍ତି। ସେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରନ୍ତି। ଏଥିପାଇଁ ସେ ଅଧିକାଂଶ ସମୟରେ...

Advertisement
Archives

Model This Week