ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ। ଏଥର ବିଗ୍‌ବସ୍‌-୧୫ରେ କିଛି ନୂଆ ଟୁଇଷ୍ଟ୍‌ ଦେଖିବାକୁ ମିଳିବ। ପ୍ରତିଯୋଗୀମାନଙ୍କୁ ବିନା ସୁବିଧାରେ ରହିବାକୁ ହେବ। ଯାହାକି ପ୍ରତିଯୋଗୀଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ହେବ।

ବିଗ୍‌ବସ୍‌-୧୫ର ପ୍ରିମିୟର ଗାନ୍ଧୀଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ରେ ହେବ। କଲର୍ସ ଚ୍ୟାନେଲ ପ୍ରୋମୋ ଶେୟାର କରି ଏହା କହିଛି। ସୋମବାରରୁ ଶୁକ୍ରବାର ରାତି ସାଢ଼େ ୧୦ରେ ଏବଂ ଶନିବାର, ରବିବାର ରାତି ୯ଟାରେ ଏହା ଅନ୍‌ ଏୟାର ହେବ। ଏହି ଶୋ’ର ହୋଷ୍ଟ କରିବେ ଦବଙ୍ଗ ଖାନ୍‌ ସଲମାନ। ବିଗ୍‌ବସ୍‌ ୧୫କୁ ନେଇ ପ୍ରତିଯୋଗୀମାନେ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହି ଶୋ’ ପାଇଁ ଆଜିଠୁ ପ୍ରସ୍ତୁତ ହୁଅ ବୋଲି ସଲମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଭ୍‌ ପାର୍ଟନରଙ୍କୁ ଦେଇଛନ୍ତି ଧୋକା

ବମ୍ବେ: ପ୍ରେମିକାଙ୍କୁ ଧୋକା ଦେବାରେ ଆଗରେ ଅଛନ୍ତି ବଲିଉଡ୍‌ର ଅନେକ ଅଭିନେତା। ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରଣବିର କପୁର ପର୍ଯ୍ୟନ୍ତ, ସମସ୍ତେ...

ମାନହାନି କେସ୍‌ ଜିତିଲେ ଅଭିନେତା ଜନି ଡେପ୍‌, ପୂର୍ବତନ ସ୍ତ୍ରୀ ଦେବେ କ୍ଷତିପୂରଣ

ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ତାଙ୍କ ପୂର୍ବତନ ସ୍ତ୍ରୀ ତଥା ଅଭିନେତ୍ରୀ ଅମ୍ବର ହେର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଶେଷରେ ସମାପ୍ତ ହୋଇଛି।...

ଦୀପିକାଙ୍କୁ ଜଣେ ୟୁଜର ଦେଲେ ଏପରି ଅଶ୍ଳୀଳ ମେସେଜ, ବୁଦ୍ଧି ଶିଖାଇଲେ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି କୌଣସି କାରଣକୁ ନେଇ ବଲିଉଡ୍‌ ଷ୍ଟାରମାନେ ଟ୍ରୋଲ ହେଉଛନ୍ତି। ମାତ୍ର କିଛି ଷ୍ଟାର ଟ୍ରୋଲର କଡ଼ା ଜବାବ ରଖି ୟୁଜରମାନଙ୍କୁ ଉଚିତ୍‌ ଶିକ୍ଷା...

ମନୋଜ ବାଜପେୟୀ ଜଣେ ଅଶାଳୀନ, ଅଭଦ୍ର ବ୍ୟକ୍ତି; ମୁଁ ତାଙ୍କୁ ଘୃଣା କରେ: ସୁନୀଲ ପାଲ୍‌

ବମ୍ବେ: ଅଶ୍ଳିଳ ଭିଡିଓ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏହି ଖବର ଜଣାପଡ଼ିବା ପରେ...

ଝିଅର ଭିଡିଓରେ ପ୍ରତିକ୍ରିୟା ଦେଲେ ଅଭିଷେକ

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଅନ୍ୟତମ। ଫଟୋଗ୍ରାଫରମାନେ ସବୁବେଳେ ବଚ୍ଚନ ପରିବାର ସଦସ୍ୟଙ୍କ...

ଛାତ୍ରୀ ଥିବା ବେଳେ କମେଡିଆନ୍‌ଙ୍କ ପ୍ରେମରେ ପଡ଼ିଥିଲେ ଗିନ୍ନି, ଏଭଳି କିଛି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: ଜଣେ କମେଡିଆନ୍‌ ଭାବେ ପ୍ରତିଟି କଳାପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କପିଲ ଶର୍ମା। ନିଜ ପ୍ରଚେଷ୍ଟାରେ ସେ ଏଭଳି ସୋପାନ ହାସଲ...

ମୁହଁ ଖୋଲିଲେ ହିନା: ଫିଲ୍ମରେ କାମ ନ କରିବାର କାରଣ ଜଣାଇଲେ

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୪’ କିଛି ନା କିଛି ଥକୁ ନେଇ ଚର୍ଚ୍ଚାରେ ରହିଥାଏ। ଏବେ ଏହି ଶୋ’ରେ ୩ଜଣ ସିନିୟର୍ସ ଏଣ୍ଟ୍ରି...

ପରଦାରେ ‘ଦ ସ୍କାଏ ଇଜ୍‌ ପିଙ୍କ’: କନ୍ଦାଉଛି ପ୍ରିୟଙ୍କା-ଫରହାନଙ୍କ କାହାଣୀ

ମୁମ୍ବାଇ: ପରଦାରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ୍‌ ଅଖତର ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’। ଫିଲ୍ମ ଜରିଆରେ ପିସି ଅନେକ ଦିନ ପରେ...

Advertisement
Archives

Model This Week