ପୁରସ୍କାର ନେଲାବେଳେ ଅମରିଶ ପୁରୀଙ୍କ ସହ ହାତ ମିଳାଇବାକୁ ଭୁଲି ଯାଇଥିଲେ ଅଭିନେତ୍ରୀ, ବଢ଼ିଥିବା ହାତକୁ ଦେଖି…

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ପ୍ରାୟତଃ ତାଙ୍କ ସାଙ୍ଗ ଏବଂ ପରିବାର ସହିତ ମଜାଳିଆ ଢଙ୍ଗରେ ନଜରକୁ ଆସିଥାନ୍ତି। ଅନ୍‌ସ୍କ୍ରିନ ହେଉ କିମ୍ବା ଅଫ୍‌ ସ୍କ୍ରିନ ନୀନାଙ୍କ ଶୈଳୀ ସବୁବେଳେ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ନୀନାଙ୍କ ଝିଅ ତଥା ଫ୍ୟାଶନ ଡିଜାଇନର୍‌ ମାସାବା ଗୁପ୍ତା ତାଙ୍କ ମା’ଙ୍କ ଏପରି ଏକ ମଜାଳିଆ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଯୁବାବସ୍ଥାରେ ମଞ୍ଚରେ ପୁରସ୍କାର ପାଇବା ପରେ ଏକ ଭାଷଣ ଦେଉଥିବାର ନଜରକୁ ଆସିଛନ୍ତି। ଭେଟେରାନ୍‌ ଅଭିନେତା ଅମରିଶ ପୁରୀ ଏହି ଭିଡିଓରେ ନୀନାଙ୍କୁ ପୁରସ୍କାର ପ୍ରଦାନ କରୁଛନ୍ତି।
ଏହି ଭିଡିଓ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁତ ମଜାଦାର। ବାସ୍ତବରେ, ମଞ୍ଚ ଉପରେ ନୀନାଙ୍କୁ ଅମରିଶ ପୁରସ୍କାର ପ୍ରଦାନ କରନ୍ତି। ପରେ ତାଙ୍କ ସହ ହାତ ମିଳାଇବାକୁ ହାତ ଦେଖାନ୍ତି। ମାତ୍ର ପୁରସ୍କାର ପାଇବାମାତ୍ରେ ନୀନା ଆଗକୁ ଯାଇ ହାତ ମିଳାଇବାକୁ ଭୁଲିଯାଆନ୍ତି। ପରେ ହଠାତ୍‌ ଅମରିଶ ଉଠାଯାଇଥିବା ହାତକୁ ଦେଖି ହାତମିଳାନ୍ତି। ଏହି ଦୃଶ୍ୟ ଦେଖି ଦର୍ଶକମାନେ ମଧ୍ୟ ହସିବାକୁ ଲାଗନ୍ତି।
ଏହା ପରେ ନୀନା ମାଇକ୍‌ ଆଡ଼କୁ ଅଗ୍ରସର ହୁଅନ୍ତି ଏବଂ ତାଙ୍କ ସଂଳାପ କୁହନ୍ତି। ମାସାବାଙ୍କ ପରେ ନୀନା ନିଜେ ମଧ୍ୟ ଏହି ଭିଡିଓ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ସଂଳାପ ‘ବୁନିୟାଦ’ ସିରିୟଲର, ଯାହା ଦର୍ଶକ ଶୁଣିବାକୁ ଚାହୁଁଥିଲେ।

 

https://www.instagram.com/p/CT7DNUSIwTt/?utm_source=ig_embed&utm_campaign=embed_video_watch_again


Enter your email to get our daily news in your inbox.

All Right Reserved By Dharitri.Com

ଶାହିଦ୍‌ କପୁରଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତା

ନିକଟରେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଅଭିନେତା ଅପରାଶକ୍ତି ଖୁରାନା ଏବେ ଶାହିଦ କପୁରଙ୍କୁ ଡେଟ୍‌ କରିବାକୁ...

ଟିଆର୍‌ପିରେ ଇତିହାସ ରଚିଲା ରାମାୟଣ

ନୂଆଦିଲ୍ଲୀ,୨।୫: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ। ଏହି ସମୟରେ ଘରେ ବସି ରହିଥିବା ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ପ୍ରସାରିତ...

ଅଭିନୟ ପୂର୍ବରୁ ଶିକ୍ଷକତା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଫିଲ୍ମ ‘ଛଲାଙ୍ଗ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ହଂସଲ ମେହତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍‌ଶୀଘ୍ର ଆମାଜନ ପ୍ରାଇମ...

ଚାଇନା ଉପରେ ରାଗିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ର ଅଗାଧାଡିର ଗାୟକ ସୋନୁ ନିଗମ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ସେ ଭାରତ-ଚାଇନା ସୀମା ବିବାଦକୁ ନେଇ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି।...

ସ୍କୁଲ ପାଠ୍ୟକ୍ରମରେ କପିଲ ଶର୍ମାଙ୍କ ବିଷୟ, ପଢ଼ିବେ ଏହି ଶ୍ରେଣୀର ପିଲା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ଛୋଟଠୁ ବଡ଼ ଯାଏ ସମସ୍ତେ ଜାଣିଛନ୍ତି। ଏକ କମେଡି ଶୋ’ରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜି...

ଲସ୍ ଆଞ୍ଜେଲସରେ ଜାହ୍ନବୀ

ମୁମ୍ବାଇ: ନିକଟରେ ପିତାଙ୍କ ଜନ୍ମଦିନ ପାଳନ କରିବାକୁ ଦୁବଇ ବୁଲି ଯାଇଥିବା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । କିଛିଦିନ ତଳେ...

ବିଗ୍‌ ବସ୍‌-୧୩: ଶୋ’ରୁ ବାହାର ହେଲେ ସିଦ୍ଧାର୍ଥ ଦେ

ଟେଲିଭିଜନ ଚ୍ୟାନେଲ୍‌ରେ ପ୍ରସାରିତ ରିଆଲିଟି ଶୋ’ଗୁଡ଼ିକ ମଧ୍ୟରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ ‘ବିଗ୍‌ ବସ’। ଚଳିତ ବର୍ଷ ଏହାର ୧୩ତମ ସିଜନ୍‌ ପ୍ରସାରିତ ହେଉଛି।...

ପ୍ରେମିକାଙ୍କ ଲାଗି ପୁଣେରୁ ମୁମ୍ବାଇ ଆସିଲେ ରାକେଶ

ବମ୍ବେ: ସ୍ବପ୍ନର ସହର ମୁମ୍ବାଇରେ ଘର କିଣିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅଭିନେତା ରାକେଶ ବାପଟ। ପୂର୍ବପତ୍ନୀ ରିଧି ଡୋଗରାଙ୍କଠାରୁ ଅଲଗା ହେବା ପରଠାରୁ ରାକେଶ...

Advertisement
Archives

Model This Week