ମନୋରଞ୍ଜନ

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତ୍ରୀ; ଚାରି ପୃଷ୍ଠାର ସୁଇସାଇଡ ନୋଟ୍‌ରେ ଲେଖିଲେ…

ବମ୍ବେ: କଳାକାରଙ୍କ ଜୀବନ ସୋସିଆଲ ମିଡିଆରେ ବହୁତ ସୁନ୍ଦର ଲାଗେ। ତାଙ୍କ ଚାକଚକ୍ୟ ଭରା ଜୀବନକୁ ଦେଖି ଅନେକ ଇର୍ଷା ମଧ୍ୟ କରନ୍ତି। ଉପରକୁ ଦେଖିବାକୁ ସୁନ୍ଦର ହେଲେ ହେଁ ବାସ୍ତବତା ଭିନ୍ନ ଥାଏ। ଅନେକ କଳାକାର ବିଗତ ଦିନରେ ଅନ୍ୟୋପାୟ…

ଏହି ଅଭିନେତ୍ରୀଙ୍କୁ ମିଳିଲା ଗୋଲ୍ଡୋନ୍‌ ଭିସା, ମାତ୍ର ୧୨ ଘଣ୍ଟାରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଅଭିନୟ ସହିତ ତାଙ୍କର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ସେ ବେଶ୍‌ ଆକ୍ଟିଭ। ନିକଟରେ ସେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ବାଣ୍ଟିଛନ୍ତି। ସେଇଟି…

ହିମାଂଶୀଙ୍କଠାରୁ ସୃଷ୍ଟି-ଦିବ୍ୟାଙ୍କ ପର୍ଯ୍ୟନ୍ତ, ବିଗ୍‌ ବସ୍‌ ଘରକୁ ଯିବାପରେ ଭାଙ୍ଗିଛି ଏମାନଙ୍କ ସମ୍ପର୍କ…

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ରେ ଅନେକ ପ୍ରେମକାହାଣୀ ଗଢ଼ି ଉଠିଛି। ସେହିଭଳି ଅନେକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡ଼ିଛି। ପୁଣି ଥରେ ଅକ୍ଟୋବର ୨ରୁ ଏହାର ସିଜନ୍‌ ୧୫ ଆରମ୍ଭ ହେଉଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କିଛି…

ଏହି ଅଭିନେତ୍ରୀଙ୍କ ଗୋଟିଏ ଫଟୋରେ କୋଟିକୋଟି ପ୍ରଶଂସକ ପାଗଳ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା ଅନିଲ କପୁରଙ୍କ ଲଳନା ସୋନମ କପୁର ଇଣ୍ଡଷ୍ଟ୍ରିରେ ଜଣେ ପରିଚିତ ଅଭିନେତ୍ରୀ। ସେ ତାଙ୍କ କ୍ୟାରିୟରରେ ଏ ପର୍ଯ୍ୟନ୍ତ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସୋନମ ତାଙ୍କ ଫିଲ୍ମ ପାଇଁ ଯେତିକି ପରିଚିତ ନୁହନ୍ତି,…

ଖୁବ୍‌ଶୀଘ୍ର ରିଲିଜ ହେବ ଆଲିୟାଙ୍କ ଗଙ୍ଗୁବାଇ କାଠିୟାୱାଡ଼ି, କେବେ ଜାଣନ୍ତୁ…

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ଗ୍ୟାଙ୍ଗଷ୍ଟାର ଫିଲ୍ମ ଗଙ୍ଗୁବାଇ କାଠିୟାୱାଡ଼ିର ରିଲିଜ ଡେଟ୍‌ ଘୋଷଣା କରାଯାଇଛି। ୨୦୨୨ର ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ଜାନୁୟାରୀ ୬ ରେ ରିଲିଜ ହେବ ଏହି ଫିଲ୍ମ। ଏଥିରେ ଆଲିୟାଙ୍କ ସହ ଅଜୟ ଦେବଗନ ଏକ ସ୍ବତନ୍ତ୍ର…

ମା’ ହେବା ପରେ ଗ୍ଲାମରସକୁ ଫେରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଅଭିନୟ ଜଗତ ଏବଂ ରାଜନୀତିରେ ବେଶ୍‌ ନାଁ କମାଇଛନ୍ତି। ନୁସରତ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ତଳେ ସେ ଏକ ପୁତ୍ର…

ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ

ନୂଆଦିଲ୍ଲୀ,୩୦।୯: ରାତାରାତି ପରିଚିତ ହୋଇଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଶ୍ରୀଲଙ୍କାର ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଲୋକପ୍ରିୟ ହୋଇଛି। ଏହି ଗୀତକୁ ରାନୁ ମଣ୍ଡଳ ଗାଇ ପୁଣି ଲୋକଙ୍କ ନଜରକୁ ଫେରିଛନ୍ତି। ସୂଚନାନୁସାରେ, ଲତା ମଙ୍ଗେଶକରଙ୍କ…

ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ନୁସରତ୍‌

ମୁମ୍ବାଇ: ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ଚର୍ଚ୍ଚିତ ନୁସରତ୍‌ ଭରୁଚାଙ୍କୁ ମନୋନୀତ କରାଯାଇଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଏହି ସମ୍ମାନ ପାଇବେ। ନେଟ୍‌ଫ୍ଲିକ୍ସରେ ‘ଅଜବ ଦାସ୍ତାନ’ ନାମକ ଏକ ଆନ୍ଥୋଲୋଜି ଟେଲିକାଷ୍ଟ ହୋଇଥିଲା। ଏହାର ଅଧୀନରେ ‘ଖିଲୌଜା’ନାମକ…

ନୂଆ ଲୁକ୍‌ରେ ରଶ୍ମିକା

ମୁମ୍ବାଇ: ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଧାନା ନିଜର ଅପକମିଂ ଫିଲ୍ମ ‘ପୁଷ୍ପା’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ରଶ୍ମିକା ନିଜର ଏହି ଫାଷ୍ଟ ଲୁକର ଫଟୋକୁ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି।…

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲା ଯଖପୁରା ରେଳ ଷ୍ଟେଶନରେ ଟ୍ରେନ୍‌ ଚଢୁଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ଟ୍ରେନ୍‌ ଲାଇନ୍‌ ତଳକୁ ଖସି ପଡ଼ିଥିଲେ।…

ହସ୍ପିଟାଲରେ ଶ୍ୱେତା ତିଓ୍ବାରୀ: ସ୍ବାମୀ କହିଲେ, ସୁନ୍ଦର ଦେଖାଯିବା ପାଇଁ…

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ‘ଖତ୍ରୋଂ କେ ଖିଲାଡି-୧୧’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ର ଶ୍ରେଷ୍ଠ ଫାଇନାଲିଷ୍ଟରେ ଥିଲେ। ସେ ଶୋ’ ଜିତିପାରି ନ ଥିଲେ। ଶୋ’ରୁ ବାହାରିବା ପରେ…

ଆଲିଆଙ୍କୁ ଘେରିଗଲେ ପ୍ରଶଂସକ, ରଣବୀର ସାଜିଲେ ବଡିଗାର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ୩୯ ତମ ଜନ୍ମଦିନ ପାଳନ କରିବା ପରେ ବୁଧବାର ମୁମ୍ବାଇ ଫେରିଥିଲେ। ଦୁଇଜଣଙ୍କୁ ଯୋଧପୁର ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ଏଠାରେ ଆଲିଆଙ୍କୁ ପ୍ରଶଂସକମାନେ ଘେରି ଯାଇଥିଲେ। ଏହି ସମୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri