Advertisement

ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ନୁସରତ୍‌

ମୁମ୍ବାଇ: ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ଚର୍ଚ୍ଚିତ ନୁସରତ୍‌ ଭରୁଚାଙ୍କୁ ମନୋନୀତ କରାଯାଇଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଏହି ସମ୍ମାନ ପାଇବେ। ନେଟ୍‌ଫ୍ଲିକ୍ସରେ ‘ଅଜବ ଦାସ୍ତାନ’ ନାମକ ଏକ ଆନ୍ଥୋଲୋଜି ଟେଲିକାଷ୍ଟ ହୋଇଥିଲା। ଏହାର ଅଧୀନରେ ‘ଖିଲୌଜା’ନାମକ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଥିଲେ ନୁସରତ୍‌। ଏହି ଚରିତ୍ର ପାଇଁ ତାଙ୍କୁ ସମ୍ମାନ ମିଳିଛି। ଏହାପୂର୍ବରୁ କୌଣସି ଭାରତୀୟ ଅଭିନେତ୍ରୀ ଏହି ସମ୍ମାନ ପାଇନାହାନ୍ତି।
ନୁସରତ୍‌ ନିଜେ ଏହି ବିଷୟରେ ଇନଷ୍ଟାଗ୍ରାମ ଏବଂ ଟୁଇଟରରେ ସୂଚନା ଦେଇଛନ୍ତି। ବିଭିନ୍ନ ଦେଶର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ତାଙ୍କୁ ଚୟନ କରାଯାଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍‌ ହେଲା ଫିଲ୍ମ ‘ବିକ୍ରମ ଭେଧା’

ମୁମ୍ବାଇ: ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବିକ୍ରମ ଭେଧା’। ଅଭିନେତା ହ୍ରିତିକ୍‌ ରୋଶନ ଓ ସୈଫ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ...

ବଲିଉଡ୍‌ ନାୟକଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନିଷ୍କ

ମୁମ୍ବାଇ: ମିସ୍‌ ଇଣ୍ଡିଆ ଓ୍ବାର୍ଲଡ ଓ୍ବାଇଡ୍‌ ୨୦୧୯ର ମୁକୁଟ ପିନ୍ଧିଥିବା ତନିଷ୍କ ଶର୍ମା ଏବେ ଅଛନ୍ତି ଚର୍ଚ୍ଚାରେ। ଆଉ ଏବେ ଏହି ସୁନ୍ଦରୀ ବଲିଉଡ୍‌ରେ କାମ...

୨ ଦିନରେ ଦିଲଜୀତଙ୍କ ଫଲୋୟର୍ସ ସଂଖ୍ୟା ୪ ଲକ୍ଷ ବଢ଼ିଲା

ନୂଆଦିଲ୍ଲୀ, ୫।୧୨- ପଞ୍ଜାବୀ ଆକ୍ଟର ତଥା ସିଙ୍ଗର ଦିଲଜୀତ ଦୋସାଞ୍ଜ ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ମଧ୍ୟରେ ଚାଲିଥିବା ଟୁଇଟର ଯୁଦ୍ଧ ଶେଷ ହୋଇନାହିଁ।...

‘ଲଭ୍‌ ଆଜ୍‌ କଲ୍‌-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ

ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍‌ କଲ-୨’ର ପ୍ରଥମ ଲୁକ୍‌। ଉଭୟ...

ବିଦେଶୀ ଭ୍ୟାକ୍ସିନକୁ ନେଇ ଟ୍ରୋଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଆଜିକାଲି ବିଦେଶରେ ରହୁଛନ୍ତି । ସେ ଗତ ମାର୍ଚ୍ଚ ମାସରୁ ଲଣ୍ଡନରେ ରହୁଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ...

୧୩ ବର୍ଷ ପରେ ପୁଣିଥରେ ଆଇଆଇଏମ୍ ବେଙ୍ଗାଲୁରୁ ଯିବେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବ୍ଲକବୁଷ୍ଟର ଫିଲ୍ମ ୩ ଇଡିଅଟ୍ସକୁ ରିଲିଜ୍ ହୋବର ୧୩ ବର୍ଷ ହୋଇ ଗଲାଣି । ଏହି ୧୩...

ସଲମାନ୍‌, ବିବେକ ନୁହନ୍ତି, ଏହି ପ୍ରେମିକଙ୍କ ପାଇଁ ମନୀଷାଙ୍କ ସହ ଝଗଡ଼ା କରିଥିଲେ ଐଶ୍ୱର୍ଯ୍ୟା

ବଲିଉଡ୍‌ର ସବୁଠାରୁ ସୁନ୍ଦରୀ ତଥା ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଐଶ୍‌ ବଚ୍ଚନ ପରିବାର ବୋହୂ ହୋଇଥିଲେ ମଧ୍ୟ ସେ ସବୁବେଳେ...

ଧକ୍‌ ଧକ୍‌ ଗର୍ଲ ୫୨ ବର୍ଷରେ କଲେ ପଦାର୍ପଣ

ମୁମ୍ବାଇ, ୧୫।୫: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌ ବୁଧବାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମେ ୧୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୮୪ରେ...

Advertisement
Archives

Model This Week