ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ହିମାଂଶ କୋହଲିଙ୍କ ଆଜି ହେଉଛି ୩୨ ତମ ଜନ୍ମଦିନ। ୧୯୮୯ ମସିହା ନଭେମ୍ବର ୩ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ସହ ଜଡ଼ିତ କିଛି କଥା ବିଷୟରେ ଜାଣନ୍ତୁ…

ଅଭିନୟ ଜଗତକୁ ଆସିବା ପୂର୍ବରୁ ପ୍ରଥମେ ସେ ଏକ ରେଡିଓ ଜକି ଭାବରେ କାମ କରୁଥିଲେ। ‘ୟାରିୟା’ ପରଠାରୁ ସେ ବଲିଉଡ୍‌ରେ ଏକ ସୁଯୋଗ ପାଇଥିଲେ। ଯଦିଓ ତାଙ୍କ ଫିଲ୍ମ ଫ୍ଲପ୍‌ ହୋଇଥିଲା। ସେ ତାଙ୍କ ଫିଲ୍ମକୁ ନେଇ ଯେତିକି ପ୍ରସିଦ୍ଧ ନୁହଁ ପ୍ରେମ ବ୍ୟାପାରକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ।

ଗାୟିକା ନେହା କକ୍କରଙ୍କ ପ୍ରେମରେ ପଡ଼ିଥିଲେ ହିମାଂଶ। ଦୁହିଁଙ୍କ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ରେ ନେହାଙ୍କ ପ୍ରେମରେ ହିମାଂଶ ପଡ଼ିଥିଲେ। ଏପରିକି ସୋସିଆଲ ମିଡିଆରେ ଦୁହେଁ ଅନେକ ଫଟୋ ବି ମିଶି କି ଶେୟାର କରିଥିଲେ। ମାତ୍ର ହଠାତ୍‌ ଦୁଇଜଣଙ୍କ ରାସ୍ତା ଅଲଗା ହୋଇଯାଇଥିଲା।

ବ୍ରେକ୍‌ଅପ୍‌ ପରେ ନେହା ଏକ ରିୟାଲିଟି ଶୋ’ରେ ଭୋ ଭୋ ହୋଇ କାନ୍ଦିଥିଲେ। ଏହା ପରେ ହିମାଂଶଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା। ହିମାଂଶ ବି ସୋସିଆଲ ମିଡିଆକୁ ଆସି ନିଜର ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରେନା ପଜିଟିଭ୍‌ ସ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସାରା ରାତି କାନ୍ଦିଲେ ଏହି ଅଭିନେତା

ବମ୍ବେ: ଅଭିନେତା ହିମାଂଶୁ ସୋନୀଙ୍କ ସ୍ତ୍ରୀ ଶୀତଲ ସିଂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ ସଂକ୍ରମିତ ହେବା...

୨୧୦ କୋଟିର ମାଲିକ ବାହୁବଳୀ ଷ୍ଟାର ପ୍ରଭାସ: ରହିଛି ୧.୫ କୋଟିର ଜିମ୍‌, ୬୦ କୋଟିର ଫାର୍ମ ହାଉସ୍‌, ୪୦ କୋଟିର ପର୍ସନାଲ ଇନ୍‌ଭେଷ୍ଟମେଣ୍ଟ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଫିଲ୍ମ ‘ବାହୁବଳୀ’ରୁ ସେ ଘରେ ଘରେ ପରିଚିତ ହୋଇସାରିଛନ୍ତି। ଦକ୍ଷ ଅଭିନୟ...

ବସ୍‌ କଣ୍ଡକ୍ଟରରୁ ସିନେମାର ଶ୍ରେଷ୍ଠ ପୁରସ୍କାର ପର୍ଯ୍ୟନ୍ତ ଯାତ୍ରା

ସୁପରଷ୍ଟାର ରଜନୀକାନ୍ତ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ସିନେମାରେ ତାଙ୍କର ଅବଦାନ ହେତୁ ତାଙ୍କୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଦାଦାସହେବ ଫାଲକେ...

ବଲିଉଡ୍‌ରେ ୩୦ ବର୍ଷ: ଏଣ୍ଟ୍ରି କରିବା ସହଜ, ତିଷ୍ଠିବା କଷ୍ଟ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତା ଭାବେ...

ସୁଶାନ୍ତ କାହା ଫୋନ୍‌ ଉଠାଇବେ ସ୍ଥିର କରୁଥିଲେ ରିୟା, ଛାଇ ଭଳି ରଖୁଥିଲେ ନଜର

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛି। ଏବେ କାଠଗଡ଼ାରେ ଫସିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ...

୯ ମାସର ଝିଅକୁ ଦେଇଥିଲେ ବଳାତ୍କାର ଧମକ; ଜାଣିବା ପରେ ଅନୁଷ୍କା…

ବମ୍ବେ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କୁ ସମର୍ଥନ କରିବାକୁ ନେଇ ଟ୍ରୋଲ ହୋଇଥିଲେ ଅଧିନାୟକ ବିରାଟ କୋହଲି। ଏପରିକି ତାଙ୍କର ୯ ମାସର ଝିଅ ଭାମିକାଙ୍କୁ...

ଡେବ୍ୟୁ ଫିଲ୍ମ ପରେ ଇଣ୍ଡଷ୍ଟ୍ରି ଛାଡିବାକୁ ଚାହୁଁଥିଲେ ‘ପୁଷ୍ପା’ ଅଭିନେତ୍ରୀ

ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ, କିନ୍ତୁ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ...

ଏହି ପ୍ରସିଦ୍ଧ ଅଭିନେତ୍ରୀ ଏଡ୍‌ସରେ ପୀଡ଼ିତା ହୋଇ ପଡ଼ିଥିଲେ ଦରଘା ବାହାରେ, ଶରୀରରେ ସାଲୁବାଲୁ ହେଉଥିଲେ ପୋକ…

ମୁମ୍ବାଇ,୨୨।୫: ଫିଲ୍ମ ଦୁନିଆରେ କେତେକ ଅଭିନେତା ଅଭିନେତ୍ରୀଙ୍କ କ୍ୟାରିଅର ଭଲ ଥିଲେ ମଧ୍ୟ ସେମାନଙ୍କ ଜୀବନ ବହୁ ଘାତ ପ୍ରତିଘାତ ଦେଇ ଗତି କରିଛି। ଶେଷରେ...

Advertisement
Archives

Model This Week