ଛାଡ଼ିପାରୁନାହାନ୍ତି ଅଭ୍ୟାସ
କରୀନା କପୁର ତାଙ୍କର ପିଲାଦିନର ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ପିଲାଦିନେ ତାଙ୍କର ଏକ ଅଭ୍ୟାସ ଥିଲା। ତାହା କ’ଣ ଜାଣନ୍ତି ? ନଖ କାମୁଡ଼ିବା। ପାଠ ପଢ଼ିବା ସମୟରେ ହେଉ ଅବା କାହା ସହ କଥା ହେବା ବେଳେ ସେ ମଝିରେ…
ପ୍ରିୟଙ୍କାଙ୍କ ନିର୍ବନ୍ଧ ମୁଦିର ଦାମ୍ କେତେ ଜାଣନ୍ତି
ବଲିଉଡ ପରେ ହଲିଉଡରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ପ୍ରିୟଙ୍କାଙ୍କ ଫ୍ୟାଶନ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କଠାରୁ ଅଲଗା କରିଥାଏ। ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କ ସ୍ବାମୀ…
ରିଆଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଉପରୁ ହଟିଲା କଟକଣା
ମୁମ୍ବାଇ,୧୦।୧୧: ଦୀର୍ଘ ୧୪ ମାସ ପରେ ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଉପରୁ କଟକଣା ଉଠାଇଛନ୍ତି ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ। ଏଥିସହିତ ତାଙ୍କ ଫୋନ ଓ ଲ୍ୟାପଟପ୍ ଫେରାଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଉପରୁ…
କେବିସି ଶୁଟିଂ ପାଇଁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ କପିଲ
ମୁମ୍ବାଇ,୧୦।୧୧: କୋନ ବନେଗା କରୋରପତି(କେବିସି)ର ୧୩ ତମ ସିଜନରେ ଆଗାମୀ ଶାନଦାର ଶୁକ୍ରବାର ଏପିଶୋଡ୍ରେ ଅତିଥି ଭାବେ ନଜର ଆସିବେ ଅଭିନେତା ସୋନୁ ସୁଦ ଓ କମେଡିଆନ କପିଲ ଶର୍ମା। ଏହି ଏପିଶୋଡ୍ ଶୁଟିଂ ଲାଗି ହାସ୍ୟ ଅଭିନେତା କପିଲ ଧାର୍ଯ୍ୟ…
ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି
ହାଇଦ୍ରାବାଦ: ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। କାରଣଟି ହେଲା ତାଙ୍କ ଶାଢ଼ି ପିନ୍ଧା ଲୁକ୍। ନିକଟରେ ଶ୍ରୁତି ନିଜର ସୋସିଆଲ ଆକାଉଣ୍ଟରେ ଏକ ସବୁଜ ରଙ୍ଗର ଶାଢ଼ି ପିନ୍ଧି ଫଟୋ ଶେୟାର କରିଛନ୍ତି।…
ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଟଙ୍କା ଦାବି କରନ୍ତି ଜ୍ୟାକ୍ଲିନ
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଡିଜ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଏହି ଶ୍ରୀଲଙ୍କା ସୁନ୍ଦରୀ ଗୋଟିଏ ଫିଲ୍ମ କରିବା ପାଇଁ ୬ କୋଟିରୁ ଅଧିକ ଟଙ୍କା ଦାବି କରନ୍ତି। ସେ ଶ୍ରୀଲଙ୍କାର ଏକ ଏନ୍ଜିଓ ସହିତ ଜଡ଼ିତ ଅଛନ୍ତି। ଜ୍ୟାକ୍ଲିନ…
ଏପରି ନ କହିଲେ ସ୍ବାମୀ ମୋତେ ଜୀବନରେ ମାରିଦେବେ? ପ୍ରିୟଙ୍କା କାହାକୁ ଏପରି…
ମୁମ୍ବାଇ: ବଲିଉଡ୍ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ ଯାଏ ତାଙ୍କର ଲୋକପ୍ରିୟତା କିଛି କମ୍ ନୁହେଁ। ଗାୟକ ତଥା ଅଭିନେତା ନିକ୍ ଜୋନାସ୍ଙ୍କୁ ବିବାହ…
ବଡ଼ପରଦାକୁ ଫେରିବେ ଶାହାରୁଖ
ବଲିଉହଡ୍ର କିଙ୍ଗଖାନ୍ ଶାହାରୁଖ ପାଇଁ ଅକ୍ଟୋବର ମାସ ଅବିସ୍ମରଣୀୟ ମାସ ହୋଇ ରହିଯିବ। ପୁଅ ଆର୍ୟନ ଖାନଙ୍କ ଗିରଫ ପରେ ସେ ତାଙ୍କ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ। ତେବେ ପୁଅକୁ ଜାମିନ ମିଳିବା ପରେ ଶାହାରୁଖ ନିଜ…
ଫ୍ଲପ୍ ଫିଲ୍ମ ଦେବାରେ ସବୁଠୁ ଆଗରେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ରେ ପ୍ରତିବର୍ଷ ଶହ ଶହ ଫିଲ୍ମ ରିଲିଜ୍ ହୋଇଥାଏ। ଏଥିମଧ୍ୟରୁ କିଛି ଫିଲ୍ମ ହିଟ୍ ହୋଇଥାଏ ତ ଆଉ କିଛି ଫ୍ଲପ୍ ବି ହୋଇଥାଏ। ବଡ଼ବଡ଼ କଳାକାରଙ୍କ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଫ୍ଲପ୍ ହୋଇଥାଏ। ଏମାନଙ୍କ ମଧ୍ୟରୁ ବଲିଉଡ୍ର…
ପୂର୍ବ ପ୍ରେମିକାଙ୍କ ବିବାହ ପାଇଁ ଘୁଞ୍ଚାଇଲେ ଶୁଟିଂ
ମୁମ୍ବାଇ: ଏବେ କଟ୍ରିନାଙ୍କ ବିବାହ ନେଇ ଜୋରଦାର ଚର୍ଚ୍ଚା ହେଉଛି। ବି-ଟାଉନ ସେଲେବ୍ରିଟିମାନେ ମଧ୍ୟ ଏ ଦୁହିଁଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ଥାନର ଏକ ପ୍ୟାଲେସରେ ଡିସେମ୍ବରରେ ଭିକ୍କି ଏବଂ କଟ୍ରିନାଙ୍କ ବିବାହ ହେବା ନେଇ କୁହାଯାଉଛି। ବର୍ତ୍ତମାନ…
ସମ୍ପର୍କର ନୂଆ ନାମ ‘ମାନ୍’
ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’ରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଅନୁଜ କପାଡ଼ିଆ ଅନୁପମାଙ୍କୁ ଭଲ ପାଉଥିବା ସ୍ବୀକାର କରିଛନ୍ତି। ଦୀର୍ଘ ୨୬ ବର୍ଷ ପୂର୍ବେ ସେ ତାଙ୍କୁ ପସନ୍ଦ କରୁଥିଲେ, ଏବେ ମଧ୍ୟ ସେହି ଭାବନା ଥିବା…
ପୁଅଙ୍କ ଉପସ୍ଥିତିରେ ପୁଣି ବିବାହ କରିବେ ଏହି ଅଭିନେତ୍ରୀ
ବମ୍ବେ: ପୁଣି ଥରେ ବାହା ହେବାକୁ ଯାଉଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଗତ ବର୍ଷ ମାର୍ଚ୍ଚରେ ପ୍ରେମିକ କୁନାଲ ବର୍ମାଙ୍କୁ ସେ କୋର୍ଟରେ ବିବାହ କରିଥିଲେ। ହେଲେ ଏବେ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହି ବିବାହ ବେଶ…
Archives


