ବଡ଼ପରଦାକୁ ଫେରିବେ ଶାହାରୁଖ

ବଲିଉହଡ୍‌ର କିଙ୍ଗଖାନ୍‌ ଶାହାରୁଖ ପାଇଁ ଅକ୍ଟୋବର ମାସ ଅବିସ୍ମରଣୀୟ ମାସ ହୋଇ ରହିଯିବ। ପୁଅ ଆର୍ୟନ ଖାନଙ୍କ ଗିରଫ ପରେ ସେ ତାଙ୍କ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ। ତେବେ ପୁଅକୁ ଜାମିନ ମିଳିବା ପରେ ଶାହାରୁଖ ନିଜ କାମକୁ ଫେରିବାକୁ ଯାଉଛନ୍ତି। ବହୁତ ସମୟ ପରେ କିଙ୍ଗ ଖାନ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି। ତାଙ୍କୁ ୟଶ ରାଜ ଫିଲ୍ମସର ଆଗାମୀ ଚଳଚ୍ଚିତ୍ର ‘ପଠାନ’ରେ ଦେଖିବାକୁ ମିଳିବ। ଫିଲ୍ମର କିଛି ଅଂଶ ଶୁଟିଂ କରାଯାଇଛି, କିନ୍ତୁ ବାକି ଅଂଶ ଶୁଟିଂ ପାଇଁ ଶାହାରୁଖ ଶୀଘ୍ର ଯିବେ।
ତାଙ୍କୁ ଖୁବ ଶୀଘ୍ର ଦୁଇଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଫିଲ୍ମ ‘ପଠାନ’ ଏବଂ ‘ଆଟଲେ’ରେ ସେ ନଜର ଆସିବେ। ପୁଅକୁ ଅସୁବିଧାରେ ଦେଖି କିଙ୍ଗ ଖାନ ତାଙ୍କର ଉଭୟ ଚଳଚ୍ଚିତ୍ରର ଶୁଟିଂକୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚରିତ ଦେଶାଇଙ୍କୁ ନେଇ କ’ଣ କହିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଖୁବ୍‌ ବିଜି। ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌ରେ କାମ କରୁଥିବାରୁ ସେ ଏହାକୁ...

ରୋମାଣ୍ଟିକ ହେଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ପତି ଆନନ୍ଦ ଆହୁଜା ୨୯ ଜୁଲାଇରେ ତାଙ୍କର ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହି ଅବସରରେ ସୋନମ କପୁର ସୋସିଆଲ...

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି...

ପଠାନରେ ଦେଖିବାକୁ ମିଳିଲା ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଆଜି ଦିନଟି ସବୁଠୁ ଖୁସି ଆଉ ସ୍ବତନ୍ତ୍ର ଦିନ। ଶାହାରୁଖଙ୍କ ପରେ ଆକ୍ସନ ଅବତାର ପରେ ଭାଇଜାନ୍‌ଙ୍କୁ ଦେଖିବାକୁ ମିଳିଛି।...

ଆମେରିକାର ଆର୍‌ ବୋନୀ ଗାବ୍ରିଏଲ୍‌ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’

ଓ୍ବାଶିଂଟନ: ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର୍‌ ବୋନୀ ଗାବ୍ରିଏଲ। ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର...

ହିରାମଣ୍ଡି ପାଇଁ ପ୍ରସ୍ତୁତ ହେଉଛି ଦେଢ ଲକ୍ଷ ସ୍କୋୟାର ଫିଟର ସେଟ

ମୁମ୍ବାଇ: ସଞ୍ଜୟ ଲିଲା ଭଂସାଲି ବଲିଉଡର ଜଣେ ନାମୀଦାମୀ ଫିଲ୍ମମେକର। ସେ ତାଙ୍କ ଫିଲ୍ମ ଉପରେ ଖୁବ ଗୁରୁତ୍ୱ ଦେଇ କାମ କରିଥାଆନ୍ତି। ଫିଲ୍ମର କାହାଣୀଠାରୁ...

ଫିଲ୍ମ ‘ପଠାନ୍‌’କୁ ନେଇ ପୁଣି ତେଜିଲା ବିବାଦ: ‘ବେସରମ୍‌ ରଙ୍ଗ’ ଗୀତକୁ ହଟାଇବାକୁ ଦାବି

ଅହମ୍ମଦାବାଦ୍‌ ୫।୧: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘ପଠାନ୍‌’କୁ ନେଇ ପୁଣିଥରେ ବିଭିନ୍ନ ସଙ୍ଗଠନ ବିରୋଧ କରିବା ଆରମ୍ଭ କରିଛନ୍ତି। ଫିଲ୍ମରୁ ବିବାଦୀୟ ଗୀତ...

ପ୍ରେମ ତୋର ଲାଗେ ଗୁମସୁମ ରିଲିଜ୍‌

ଗଞ୍ଜାମ,୧୮।୨: ଓଡ଼ିଆ ଆଲବମ ପ୍ରେମ ତୋର ଲାଗେ ଗୁମସୁମ ବୁଧବାର ରିଲିଜ ହୋଇଛି। ଗଞ୍ଜାମର ଦୁର୍ଗାଦେବୀ ସାହିର ଝିଅ ରାନୀ ପାଢ଼ୀ ଏହି ଓଡ଼ିଆ ଆଲବମରେ...

Advertisement
Archives

Model This Week