‘ଆଦିପୁରୁଷ’ର ଶୁଟିଂ ଶେଷ
ମୁମ୍ବାଇ: ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ନିର୍ଦ୍ଦେଶକ ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମ ନିର୍ଦ୍ଦେଶକ ଫିଲ୍ମର ଶୁଟିଂ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି। ତେବେ ଆସନ୍ତା ବର୍ଷ ଅଗଷ୍ଟ ୨୨ରେ ଏହା ରିଲିଜ୍ ହେବା…
କିଏ କାମୁଡ଼େ ନଖ ତ କିଏ ଗାଧୋଇବାକୁ ଡରେ
ମୁମ୍ବାଇ: ଦୁନିଆରେ ଏପରି ଅଜବ ପ୍ରକାରର ଲୋକ ଅଛନ୍ତି, ଯେଉଁମାନେ ଅନେକ ଅଦ୍ଭୁତ କାର୍ଯ୍ୟସବୁ କରିଥାନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ବଲିଉଡ୍ ଷ୍ଟାର୍ମାନେ ମଧ୍ୟ ଏପରି କିଛି ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ପ୍ରଶଂସକମାନେ ବଲିଉଡ୍ ସେଲିବ୍ରିଟିଙ୍କ ଜୀବନଶୈଳୀ ବିଷୟରେ ଜାଣିବା…
କଙ୍ଗନାଙ୍କ ୱେଡିଂ ପ୍ଲାନିଂ
ମୁମ୍ବାଇ: ବଲିଉଡ୍ରେ ଏବେ ବିବାହର ଚର୍ଚ୍ଚା ଚାଲିଛି । କ୍ୟାଟ୍ରିନା କୈଫ ଭିକ୍କି କୌଶଲ ତ ପୁଣି ରାଜକୁମାର ରାଓ ଓ ପତ୍ରଲେଖା ଏମାନେ ଏବେ ବିବାହା କରିବେ ବୋଲି ପ୍ରସ୍ତୁତି ଯୋର ସୋରରେ ଚଳାଇଛନ୍ତି । ଏମିତି ସମୟରେ ଅଭିନେତ୍ରୀ…
ମିଳିଗଲା ଯୋଡ଼ି
ଓଡ଼ିଆ ସିନେମାରେ ଏବେ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ନିଜର ମନଲାଖି ଯୋଡ଼ି ପାଇଯାଇଛନ୍ତି। ଅର୍ଥାତ୍ ବର୍ତ୍ତମାନ ମିଳିତ ଭାବରେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସେ ଆଗଉଛନ୍ତି। ଆଉ ସେତିକିବେଳେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ନବାଗତ ପ୍ରଯୋଜକ…
ସତ ହେଲା ଆକଳନ
ଅଭିନେତା ଦେବାଶିଷ ପାତ୍ର। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରରେ ନାରଦ ଭୂମିକାରୁ ଆରମ୍ଭ ହୋଇଥିଲା ତାଙ୍କର ବଡ଼ ପରଦା କ୍ୟାରିୟର। ଇତିମଧ୍ୟରେ ସେ ‘ପହିଲି ରଜ’, ‘ଭୁଲ୍ ବୁଝିବନି ମୋତେ’, ‘ତତେ ଭଲ ପାଇଛି ବୋଲି’, ‘କ୍ରାନ୍ତିଧାରା’, ‘ତୁ…
ମନ ମୋର କାଗଜଗୁଡ଼ି
ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡ଼ି’ର ପୋଷ୍ଟ ପ୍ରଡକ୍ସନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଖୁବ୍ ଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର…
ଦିନ ଥିଲା ସ୍ବାମୀଙ୍କୁ ରାଖି ବାନ୍ଧୁଥିଲେ ଶ୍ରୀଦେବୀ
୮୦ ଏବଂ ୯୦ ଦଶକରେ ଶ୍ରୀଦେବୀ ତାଙ୍କର ଚମତ୍କାର ଜରିଆରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଏହା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥିଲା। ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ…
ଜୋତା କିଣିବା ପାଇଁ..
ପରିଣିତି ଚୋପ୍ରା ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ କ୍ୟାନ୍ସେଲ କରିବାକୁ ବାଧ୍ୟ ହୋଇଥିଲେ। ଏହି କାର୍ଯ୍ୟକ୍ରମର କିଛି ସମୟ ପୂର୍ବରୁ ତାଙ୍କ ନିକଟରେ ଏପରି ଏକ ଖବର ପହଞ୍ଚତ୍ଥିଲା, ଯେଉଁଥିପାଇଁ ସେ ନିଜ କାମକୁ ସ୍ଥଗିତ ରଖିଥିଲେ। ହେଲେ କ’ଣ ପାଇଁ…
ବାହା ହେବେ ଅଙ୍କିତା ଲୋଖଣ୍ଡେ !
ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ଏବେ ବହୁତ ଆକ୍ଟିଭ୍। ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଅଙ୍କିତା କିଛି ଉପହାର ଚପଲର ଫଟୋ ଶେୟାର କରିଛନ୍ତି।…
ସମୟାନୁବର୍ତ୍ତୀ ରଣବୀର
ରଣବୀର ସିଂଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ଏବେ ତାଙ୍କୁ ଏକାଥରେ ଦୁଇଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡୁଛି। ଗୋଟିଏ ହେଲା, ଫିଲ୍ମ ଶୁଟିଂ ଏବଂ ଅନ୍ୟଟି ଏକ ରିୟାଲିଟି ଶୋ’ର ଆଙ୍କରିଂ କରିବା ପାଇଁ ପ୍ରସ୍ତୁତି । ଆଙ୍କରିଂ…
ଛାଡ଼ିପାରୁନାହାନ୍ତି ଅଭ୍ୟାସ
କରୀନା କପୁର ତାଙ୍କର ପିଲାଦିନର ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ପିଲାଦିନେ ତାଙ୍କର ଏକ ଅଭ୍ୟାସ ଥିଲା। ତାହା କ’ଣ ଜାଣନ୍ତି ? ନଖ କାମୁଡ଼ିବା। ପାଠ ପଢ଼ିବା ସମୟରେ ହେଉ ଅବା କାହା ସହ କଥା ହେବା ବେଳେ ସେ ମଝିରେ…
ପ୍ରିୟଙ୍କାଙ୍କ ନିର୍ବନ୍ଧ ମୁଦିର ଦାମ୍ କେତେ ଜାଣନ୍ତି
ବଲିଉଡ ପରେ ହଲିଉଡରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ପ୍ରିୟଙ୍କାଙ୍କ ଫ୍ୟାଶନ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କଠାରୁ ଅଲଗା କରିଥାଏ। ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କ ସ୍ବାମୀ…
Archives


