କିଏ କାମୁଡ଼େ ନଖ ତ କିଏ ଗାଧୋଇବାକୁ ଡରେ

ମୁମ୍ବାଇ: ଦୁନିଆରେ ଏପରି ଅଜବ ପ୍ରକାରର ଲୋକ ଅଛନ୍ତି, ଯେଉଁମାନେ ଅନେକ ଅଦ୍ଭୁତ କାର୍ଯ୍ୟସବୁ କରିଥାନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ବଲିଉଡ୍‌ ଷ୍ଟାର୍‌ମାନେ ମଧ୍ୟ ଏପରି କିଛି ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ପ୍ରଶଂସକମାନେ ବଲିଉଡ୍‌ ସେଲିବ୍ରିଟିଙ୍କ ଜୀବନଶୈଳୀ ବିଷୟରେ ଜାଣିବା ପାଇଁ ବେଶ୍‌ ଉତ୍ସାହିତ ଥାନ୍ତି। ଯେମିତି କି ସେମାନେ କ’ଣ ଖାନ୍ତି, କ’ଣ ପିନ୍ଧନ୍ତି, କାହାକୁ ଭେଟନ୍ତି ଏବଂ କାହା ସହିତ ସେମାନଙ୍କର ପ୍ରେମସମ୍ପର୍କ ଚାଲିଛି ଏପରି ଆହୁରି କିଛି।

ଅନେକ ଲୋକଙ୍କ ପାଇଁ, ପ୍ରତିଦିନ ଗାଧୋଇବା ଏକ ବଡ଼ କାମ ପରି ମନେହୁଏ। ଏମିତି ଅଭ୍ୟାସ ରହିଛି ପରଫେକ୍ଟନିଷ୍ଟ ଅମୀର ଖାନଙ୍କର। ଅମୀର ପ୍ରତିଦିନ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ। ବେଳେବେଳେ ଗାଧୋଇଥାନ୍ତି। ସବୁଦିନ ନୁହେଁ।

ସେହିପରି କରୀନା କପୁରଙ୍କର ଏକ କୁ-ଅଭ୍ୟାସ ରହିଛି। କରୀନା ସବୁବେଳେ ନଖ କାମୁଡ଼ିଥାନ୍ତି। ଟିକେ ବି ସମୟ ପାଇଲେ କରୀନା ସଙ୍ଗେ ସଙ୍ଗେ ନଖ କାମୁଡ଼ିଥାନ୍ତି।

ହଟ୍‌ ଗର୍ଲ ସନି ଲିଓନିଙ୍କର ମଧ୍ୟ ଏକ ଅଦ୍ଭୁତ ଅଭ୍ୟାସ ଅଛି। ସନି ପ୍ରତି ୧୫-୨୦ ମିନିଟରେ ପାଦ ସଫା କରନ୍ତି। ସେ ତାଙ୍କ ପାଦର ଯତ୍ନ ନେବାକୁ ପସନ୍ଦ କରିଥାନ୍ତି।

ଜନ୍‌ ଆବ୍ରାହମ ସବୁ ସମୟରେ ଗୋଡ଼ ହଲାଇଥାନ୍ତି। ଏପରି ଅଭ୍ୟାସ ଅନେକ ଲୋକଙ୍କର ବି ଅଛି। ଏହି ଅଭ୍ୟାସ ମନ୍ଦ ଅଭ୍ୟାସରେ ଗଣନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଜଣେ ନବାଗତ

ଖୁବ୍‌ ଶୀଘ୍ର ଓଲିଉଡ୍‌ରେ ଆଉ ଜଣେ ନବାଗତ ନାୟକ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ହେଲେ ନବୀନ। ଅବଶ୍ୟ ଏହାପୂର୍ବରୁ ସେ ୩ଟି ଭୋଜପୁରୀ ଫିଲ୍ମ...

କାନ୍ଦିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର କାହାଣୀରେ ଭାରତୀୟ...

ମଲାଇକାଙ୍କୁ ଏମିତି ଉପହାର ଦେଲେ ଏକ୍ସ ହଜ୍‌ବ୍ୟାଣ୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ତାଙ୍କ ଏକ୍ସ ହଜ୍‌ବ୍ୟାଣ୍ଡ ଅରବାଜ ଖାନ୍‌ ଏକ ଉପହାର ଦେଇଛନ୍ତି। ଏହା କୌଣସି ଜୁଏଲାରି ନୁହେଁ, କେବଳ ସ୍ବାଦିଷ୍ଟ...

ଏତିକି ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନବବଧୂ ପରି ସଜେଇ ହୋଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଉର୍ବଶୀ ନିଜ...

ଭାଇ ରଣବୀରଙ୍କ ବିବାହରେ କିପରି ଦିଶୁଥିଲେ କରିନା

ଲଭ ବାର୍ଡ ଆଲିଆ ଭଟ୍ଟ ରଣବୀର କପୁର ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିବାର ଲୋକଙ୍କ ଗହଣରେ ସାତ ଜନ୍ମକୁ ସାଥୀ ହୋଇଛନ୍ତି ଏହି...

ଅଜୟ ଦେବଗନଙ୍କୁ ବିବାହ କରିବା ନିଷ୍ପତ୍ତିରେ ରାଗିଯାଇଥିଲେ କାଜୋଲଙ୍କ ପିତା

ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ କାଜୋଲ ପରଦାରେ ନିଜର ଦୃଢ ଅଭିନୟ ପାଇଁ ଜଣାଶୁଣା। କାଜୋଲ ପରଦାରେ ଗମ୍ଭୀର ଚରିତ୍ରରେ ନଜର ଆସନ୍ତି, କିନ୍ତୁ ପରଦା ପଛରେ...

ଟୁଇଟରରେ ଟ୍ରେଣ୍ଡ କରୁଛି ‘ବୟକଟ ରାଧେ ’

ମୁମ୍ବାଇ,୧୪।୫ : ବହୁ ପ୍ରତିକ୍ଷୀତ ସଲମାନ ଖାନଙ୍କ ଫିଲ୍ମ ‘ ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ଗୁରୁବାର ଓଟିଟି ପ୍ଲାଟଫର୍ମରେ ରିଲିଜ...

ଆଉ ନାହାନ୍ତି ନଟୁ କାକା

ମୁମ୍ବାଇ,୩।୧୦: ଲୋକପ୍ରିୟ କମେଡ଼ି ସିରିଏଲ ତାରକ୍‌ ମେହେତା ଉଲଟା ଚଷମାର  ଅଭିନେତା ନଟୁ କାକାଙ୍କ ରବିବାର ପରଲୋକ ହୋଇଯାଇଛି। ନଟୁ କାକା ଭାବେ ପରିଚିତ ଥିବା...

Advertisement
Archives

Model This Week