ଏହି ପ୍ରଶ୍ନର ଉତ୍ତର ଦେଇ ମିସ୍ ୟୁନିଭର୍ସ ହୋଇଥିଲେ ସୁସ୍ମିତା
ମୁମ୍ବାଇ: ଆଜି ହେଉଛି ଭାରତର ପ୍ରଥମ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଜନ୍ମଦିନ। ଆଜି ସେ ତାଙ୍କର ୪୬ତମ ଜନ୍ମଦିବସ ପାଳୁଛନ୍ତି। ୧୯୭୫ ମସିହା ନଭେମ୍ବର ୧୯ରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ସୁସ୍ମିତା। ମାତ୍ର ୧୮ ବର୍ଷ ବୟସରେ ସେ…
ବଲିଉଡ୍ର ସବୁଠୁ ହ୍ୟାଣ୍ଡସମ୍ ହିରୋ କିଏ ଜାଣନ୍ତି
ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ସଲମାନ ଖାନଙ୍କ ମଧ୍ୟରେ ସ୍ବତନ୍ତ୍ର ସମ୍ପର୍କ ରହିଛି। ଧର୍ମେନ୍ଦ୍ରଙ୍କ ପ୍ରତି ସଲମାନଙ୍କର ବହୁତ ସମ୍ମାନ ରହିଛି। ରଣଭୀର ସିଂଙ୍କ ଶୋ’ ‘ବିଗ ପିକ୍ଚର୍’ର ମଞ୍ଚରେ ପହଞ୍ଚି ଧର୍ମେନ୍ଦ୍ରଙ୍କ ପ୍ରତି ସେ ନିଜର ପ୍ରେମ ବ୍ୟକ୍ତ…
ଗୋଆରେ ଦ୍ୱିତୀୟଥର ବିବାହ କଲେ ଏହି ଅଭିନେତ୍ରୀ
ବମ୍ବେ: ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। କୁନାଲ ବର୍ମାଙ୍କ ହାତ ଧରିଛନ୍ତି ସେ। ଗୋଆରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଟେଲି ପରଦାର ଏହି ଯୋଡ଼ି ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ…
ରିଲିଜ ହେଲା ଭିଲେର ଟ୍ରେଲର
ମୁମ୍ବାଇ: ଅଭୟ ଦେୱଲ ଓ କରନ ଦେୱଲଙ୍କ ଆଗାମୀ ଫିଲ୍ମ ‘ଭିଲେ’ର ଟ୍ରେଲର ରିଲିଜ୍ ହୋଇଛି । ଗୁରୁବାର ଏହା ରିଲିଜ୍ ହୋଇଥିବା ବେଳେ କମେଡିରେ ଭରପୁର ରହିଛି । ଦୁଇ ମିନିଟ ଅବଧିର ଏହି ଟ୍ରେଲର କରଣଙ୍କ ଅଭିନୟରୁ ଆରମ୍ଭ…
ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି ପତ୍ରଲେଖାଙ୍କ ମଙ୍ଗଳସୂତ୍ର
ମୁମ୍ବାଇ: ଏବେ ବଲିଉଡ୍ ସେଲିବ୍ରିଟିଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ସେତିକି ଚର୍ଚ୍ଚା ବି ତାଙ୍କ ବିବାହ ପରର କିଛି ଘଟଣାକୁ ନେଇ କରାଯାଉଛି । ଦୀର୍ଘ ପ୍ରାୟ ୧୧ ବର୍ଷ ରିଲେଶନଶିପରେ ରହିବା ପରେ ନଭେମ୍ବର ୧୫ରେ ବିବାହ…
ଅମିତାଭ ବଚ୍ଚନଙ୍କ ଗୋଡ ଧରି ଭୋ ଭୋ ହୋଇ କାନ୍ଦିଥିଲେ କରିନା କପୁର
ବଲିଉଡ୍ର ସୁପର୍ହିଟ୍ ଫିଲ୍ମ ‘ପୁକାର’ ରିଲିଜ୍ ହେବାର ୩୮ ବର୍ଷ ପୂରଣ କରିଛି। ୧୮ ନଭେମ୍ବର ୧୯୮୩ରେ ଅମିତାଭ ବଚ୍ଚନ, ରଣଧୀର କପୁର, ଜିନତ ଅମାନ ଏବଂ ଟିନା ମୁନିମଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁକାର’ ମୁକ୍ତିଲାଭ କରିଥିଲା। ରମେଶ ବେହେଲଙ୍କ ଦ୍ୱାରା…
ନୁସରତଙ୍କ ବିବାହକୁ ଅବୈଧ ଘୋଷଣା କଲେ କୋର୍ଟ
କୋଲକାତା,୧୮।୧୧: ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍ପି ନୁସରତ ଜାହାଁ ଏବେ ଚର୍ଚ୍ଚାରେ ରହୁଛନ୍ତି। । ତାଙ୍କ ବିବାହକୁ ନେଇ ଉଠିଛି ପୁଣି ବିବାଦ। ୨୦୧୯ ଜୁନ ୧୯ ରେ ନିଖିଲ ଜୈନ ଏବଂ ନୁସରତଙ୍କ ବିବାହ ହୋଇଥିଲା। ଏବେ…
ପଞ୍ଚକୁଲାରେ ୯ କୋଟିର ଘର, ଦିନକୁ ଦିନ ବଢ଼ିଚାଲିଛି ସମ୍ପତ୍ତି
ବମ୍ବେ: ଭାଇ ଆୟୁଷ୍ମାନ ଖୁରାନ୍ନାଙ୍କ ଭଳି ବଲିଉଡ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅପାରଶକ୍ତି ଖୁରାନ୍ନା। ଆମିର ଖାନ୍ଙ୍କ ଫିଲ୍ମ ‘ଦଙ୍ଗଲ୍’ରୁ ସେ କରିଥିଲେ ଡେବ୍ୟୁ। ଏହାପରଠାରୁ ପଛକୁ ଫେରି ଚାହିଁନାହାନ୍ତି ସେ। ନିଜର ପ୍ରତିଭା ଯୋଗୁ ‘ବଦ୍ରିନାଥ କି…
ନିର୍ଦ୍ଦେଶକଙ୍କଠାରୁ ଏପରି କଥା ଶୁଣି ସୁନୀଲ ଦତ୍ତଙ୍କ ଆଖିରେ ଆଜିଯାଇଥିଲା ଲୁହ: ନେଇଥିଲେ ବଜ୍ର ଶପଥ
ବଲିଉଡ୍ର ମହାନ ଅଭିନେତାଙ୍କ ମଧ୍ୟରୁ ସୁନୀଲ ଦତ୍ତ ଅନ୍ୟତମ। ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କ ଅଭିନୟକୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ଥରେ ଫିଲ୍ମରେ ଏକ ଦୃଶ୍ୟ ଶୁଟିଂ ପାଇଁ ସୁନୀଲ ଦତ୍ତ ଝାଳ ବୁହାଉଥିଲେ। ଏହା…
୪୬ ବର୍ଷରେ ଯମଜ ସନ୍ତାନର ଜନନୀ ହେଲେ ଡିମ୍ପଲ ଗର୍ଲ
ବମ୍ବେ: ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ତାଙ୍କର ଯମଜ ସନ୍ତାନ ହୋଇଛି। ଏହି ଖୁସି ଖବରକୁ ପ୍ରିତି ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ତେବେ ସରୋଗେସୀ ଜରିଆରେ ପ୍ରୀତିଙ୍କ ସନ୍ତାନ ହୋଇଛି। ସେ…
ଆଲିଆଙ୍କ ଯା’ ହେବେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଭାଇ ତଥା ଅଭିନେତା ଆଦର ଜୈନ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଅଭିନେତ୍ରୀ ତାରା ସୁତାରିଆଙ୍କୁ ଡେଟ୍ କରୁଛନ୍ତି। ଉଭୟ ରଣବୀର-ଆଲିଆ ଭଟ୍ଟଙ୍କ ପୂର୍ବରୁ ବିବାହ କରିବେ ବୋଲି…
ବାଳୀର ପ୍ରେମ କାହାଣୀ
ବାଳୀ ଜଣେ ସାଧାରଣ ଯୁବକ। ଅନ୍ୟମାନଙ୍କ ଦୁଃଖ ସୁଖରେ ଠିଆହୁଏ। ଏକ ବସ୍ତିରେ ରହୁଥିବା ଲୋକଙ୍କ ପାଇଁ ସେ ଢାଲ ସଦୃଶ ଛିଡ଼ା ହୋଇଛି। ଆଉ ସେତିକି ବେଳେ ଜଣେ ସୁନ୍ଦରୀ ସହ ତାହାର ଭେଟ ହେଉଛି। ଏପଟେ ପ୍ରେମ ଆଉ…
Archives


