ମନୋରଞ୍ଜନ

ବିବାହ ପାଇଁ ଏସ୍‌ଓପି ଜାରି କଲେ କାଟ୍ରିନା

ମୁମ୍ବାଇ: ବଲିଉଡର କାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ୯ ତାରିଖରେ ଏମାନଙ୍କ ବିବାହ ହେବା ନେଇ ସେମାନେ ସମସ୍ତ ପ୍ରକାର ଆୟୋଜନ କରିସାରିଛନ୍ତି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି।…

ନିକ୍‌ଙ୍କଠାରୁ ପ୍ରିୟଙ୍କାଙ୍କ ସମ୍ପତ୍ତି ଅଧିକ, ଜାଣନ୍ତୁ କେତେ

ମୁମ୍ବାଇ: ଆଜି ହେଉଛି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ବିବାହ ବାର୍ଷିକୀ। ୧ ଡିସେମ୍ବର ୨୦୧୮ରେ ଦୁହେଁ ଯୋଧପୁରର ଏକ ଭବନରେ ହିନ୍ଦୁ ଏବଂ ଖ୍ରୀଷ୍ଟୀୟାନ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିଛିଦିନ ତଳେ ପ୍ରିୟଙ୍କା…

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଯୋଡି

ମୁମ୍ବାଇ: ଟେଲି ଧାରାବାହିକ ‘ଗମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଲିଡ୍‌ ଅଭିନେତା ନୀଲ ଭଟ୍ଟ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ବେଶ୍‌ ଧୂମଧାମରେ ବିବାହ କରିଛନ୍ତି। ଏହି ଦୁଇ ସେଲିବ୍ରିଟିଙ୍କ ବିବାହ…

ଫିଲ୍ମ‘ରାଧେ ଶ୍ୟାମ’ ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ : ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ ପୂଜା ହେଗଡେଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ‘ରାଧେ ଶ୍ୟାମ’କୁ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଫିଲ୍ମର ପ୍ରଥମ ଗୀତ ‘ଆଶିକି ଆ…

ବୋନିଙ୍କୁ ଏମିତି କହିଲେ ପୁଅ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଏବେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବୋନି କପୁର ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିଛନ୍ତି। ଏହା…

ଆଲିଆଙ୍କ ଲେହେଙ୍ଗାକୁ ଗୋଡରେ ଆଡେଇଲେ ରଣବୀର, ରାଗିଗଲେ ପ୍ରଶଂସକ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ବଲିଉଡର ହିଟ୍‌ ଭାବେ ବିବେଚନା କରାଯାଏ। ଉଭୟଙ୍କ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ କିନ୍ତୁ ଦୁଇ ବର୍ଷ ହେବ ସେମାନଙ୍କ ସମ୍ପର୍କ ଉପରେ ଆଲୋଚନା ହୋଇଛି। ପ୍ରାୟତଃ ଅନେକ ସମୟରେ ଉଭୟ…

ଅରୁଣାଚଳ ପ୍ରଦେଶର ବ୍ରାଣ୍ଡ ଆମ୍ବାସାଡର ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ଭାଜପା ନେତୃତ୍ୱାଧୀନ ଅରୁଣାଚଳ ପ୍ରଦେଶ ସରକାର ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର…

ଗୋଟିଏ ଗୀତ ବଦଳାଇ ଦେଇଥିଲା ଭାଗ୍ୟ ଏହି ଗାୟକଙ୍କ ଜୀବନ, ତଥାପି ମନରେ ଆସିଥିଲା ଆତ୍ମହତ୍ୟା ଚିନ୍ତା

ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ଆଜି ବି ବଲିଉଡରେ ତାଙ୍କ ନିଆରା ସ୍ବରକୁ କେହି ବଦଳାଇ ପାରି ନାହାଁନ୍ତି। ଉଦିତ ନାରାୟଣ ୧ ଡିସେମ୍ବର ୧୯୫୫ ରେ ବିହାରର ସୁପାଲ ଜିଲାରେ ଜନ୍ମଗ୍ରହଣ…

ଅଭିନେତ୍ରୀଙ୍କ ହାତରୁ ଫୋନ ଛଡ଼ାଇନେଲେ ଲୁଟେରା

ମୁମ୍ବାଇ,୩୦।୧୧: କବିର ସିଂ ଓ ବିଗ୍‌ ବୁଲ ଭଳି ହିଟ୍‌ ବଲିଉଡ୍‌ ଫିଲ୍ମରେ ନଜର ଆସିଥିବା ନିକିତା ଦତ୍ତଙ୍କ ହାତରୁ ରବିବାର ଫୋନ ଛଡ଼ାଇ ନେଇଛନ୍ତି ଦୁଇ ଲୁଟେରା। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ୧୪ ନମ୍ବର ରୋଡ୍‌ରେ ଚାଲୁଥିବା ବେଳେ ଅଭିନେତ୍ରୀ…

କାଟ୍ରିନା-ଭିକିଙ୍କୁ ଓମିକ୍ରନ ଭୟ

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ବିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଡିସେମ୍ବର ୯ରେ ଉଭୟ ବିବାହ ବନ୍ଧନରେ ଆବଦ୍ଦ ହେବେ ବୋଲି କୁହାଯାଉଛି। କାଟ୍ରିନା ତାଙ୍କ ବିବାହକୁ ରାଜକୀୟ କରିବା ପାଇଁ କୌଣସି ସୁଯୋଗ ହାତ…

ଏବେ ବିବାହ କରିବେ ନାହିଁ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଶୁଣିବାକୁ ମିଳିଥିଲା କି ଚଳିତ ବର୍ଷ ଡିସେମ୍ବରରେ…

ଗିରଫ ହେବେ ଅମିଶା!

ମୁମ୍ବାଇ: ବଲିଉଡକୁ ‘କହୋ ନା ପ୍ୟାର ହୈ’ ଭଳି ସୁପରହିଟ୍ ଫିଲ୍ମ ଭେଟିଦେଇଥିବା ଅମିଶା ପଟେଲ ଏବେ ଅଡୁଆରେ ପଡିଯାଇଛନ୍ତି । ସେ ଯେ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ଭୋପାଳରେ ତାଙ୍କ ନାଁରେ ୱାରଣ୍ଟ ଜାରି କରାଯାଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri