ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା
ଭୁବନେଶ୍ୱର,୨୬।୧(ବ୍ୟୁରୋ): ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟ ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି। କେନ୍ଦ୍ରାପଡ଼ା ଜିଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି। ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁଦା ପଡ଼ିଆରେ ଥିବା ରାଜକନିକା…
ସାଉଥ୍ ସୁପରଷ୍ଟାର ଚିରଞ୍ଜୀବି କୋଭିଡ୍ ପଜିଟିଭ୍
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଚିରଞ୍ଜୀବି କୋନିଡେଲା କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେବାରୁ ମୁଁ ନିଜର କୋଭିଡ ଟେଷ୍ଟ କରିଥିଲି ଏବଂ ମୋର…
ଚୁଲିରେ ରୋଷେଇ କରୁଛନ୍ତି ଦୀପିକା, ଭିଡିଓ ଭାଇରାଲ ପରେ ପ୍ରଶଂସକ କହିଲେ…
ବମ୍ବେ: ଚୁଲିରେ ରୋଷେଇ କରି ଚର୍ଚ୍ଚାରେ ଅଭିନେତ୍ରୀ ଦୀପିକା ଚିଖଲିଆ। ସୋସିଆଲ ମିଡିଆରେ ସେ ଏହାର ଏକ ଭିଡିଓ ଶେୟାର କରିବା ପରେ ତାହା ଭାଇରାଲ ହେଉଛି। ୨୦୨୦ରେ ‘ପୁଣି ଥରେ ଟେଲିକାଷ୍ଟ ହୋଇଥିଲା ରାମାୟଣ। ଏହାକୁ ନେଇ ଦୀପିକାଙ୍କ ଲୋକପ୍ରିୟତା…
ସାଉଥ୍ ସୁପରଷ୍ଟାର ରବି ତେଜାଙ୍କ ପ୍ରକୃତ ନାମ କ’ଣ ଜାଣନ୍ତି
ସାଉଥ୍ ସୁପରଷ୍ଟାର ରବି ତେଜା ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି।ସେ ତିନି ଦଶନ୍ଧି ଧରି ଟଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ସେ ଆକ୍ସନ ଏବଂ କମେଡି ସହିତ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ରବି କୌଣସି ଫିଲ୍ମ ପୃଷ୍ଠଭୂମି ରୁ ନ…
ତେଜସ୍ବୀ କହିଲେ ‘ଆଣ୍ଟି’; ରାଗରେ ନିଆଁ ହୋଇଗଲେ ସମିତା
ବମ୍ବେ: ଦିନ କେଇଟାରେ ଶେଷ ହୋଇଯିବ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’। ଏହାର ଫିନାଲେ ପାଖେଇ ଆସୁଥିବା ବେଳେ ଚର୍ଚ୍ଚାରେ ରହିଛି ପ୍ରତିଯୋଗୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ ଏବଂ ତେଜସ୍ବୀ ପ୍ରକାଶଙ୍କ କ୍ୟାଟ୍ଫାଇଟ୍। ବିଗ୍ ବସ୍ ଘରେ ଶେଷ…
ସାଧାରଣତନ୍ତ୍ର ଦିବସରେ ଅମିତାଭ ବଚ୍ଚନ ଶେୟାର କଲେ ଏମତି ଫଟୋ, ହସି ହସି ଗଡିଲେ କପିଲ
ସାଧାରଣତନ୍ତ୍ର ଦିବସ ଅବସରରେ ବଲିଉଡ୍ ସୁପରଷ୍ଟାର୍ ଅମିତାଭ ବଚ୍ଚନ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ଦାଢି ତ୍ରିରଙ୍ଗା ଭଳି ରଙ୍ଗୀନ ଦେଖାଯାଉଛି। ଅମିତାଭଙ୍କ ଏହି ବିଶେଷ ଶୈଳୀକୁ…
ଫିଲ୍ମ ଆର୍ଆର୍ଆର୍ ରିଲିଜ୍ ପାଇଁ ୨ଟି ତାରିଖ ଘୋଷଣା କରି ଚିନ୍ତାରେ ପକାଇଲେ ନିର୍ମାତା
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ଆର୍ଆର୍ଆର୍ର ରିଲିଜ୍ ଅପେକ୍ଷାରେ ଦର୍ଶକ। ତେବେ ନିର୍ମାତା ଏସ୍.ଏସ୍ ରାଜାମୌଲି ଫିଲ୍ମର ଦୁଇଟି ରିଲିଜ୍ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜାମୌଲି କୌଣସି ଫିଲ୍ମ ନିର୍ଦ୍ଦେଶକଙ୍କ ପରାମର୍ଶ ନ କରି ରିଲିଜ୍ ତାରିଖ ଘୋଷଣା…
ହାତ ଧରିଲେ ରାଣୀ ଚାଟାର୍ଜୀ
ନୂଆଦିଲ୍ଲୀ,୨୫।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ନିର୍ବାଚନ। ଏହାକୁ ନେଇ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ରାଜନୀତି ପାଣିପାଗ ସରଗରମ ରହିଛି। କିଛି ଅସନ୍ତୁଷ୍ଟ ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଥିବା ବେଳେ କିଛି କଳାକାର ମଧ୍ୟ ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି।…
ଛାତ୍ରୀ ଥିବା ବେଳେ କମେଡିଆନ୍ଙ୍କ ପ୍ରେମରେ ପଡ଼ିଥିଲେ ଗିନ୍ନି, ଏଭଳି କିଛି ଥିଲା ଲଭ୍ଷ୍ଟୋରୀ
ବମ୍ବେ: ଜଣେ କମେଡିଆନ୍ ଭାବେ ପ୍ରତିଟି କଳାପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କପିଲ ଶର୍ମା। ନିଜ ପ୍ରଚେଷ୍ଟାରେ ସେ ଏଭଳି ସୋପାନ ହାସଲ କରିଛନ୍ତି। ତେବେ କର୍ମ ଜୀବନ ଭଳି କପିଲଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ରହି ଆସିଛି…
ବଲିଉଡ୍ ଡେବ୍ୟୁ ଲାଗି ପ୍ରସ୍ତୁତ
ବମ୍ବେ: ହିନ୍ଦୀ ସିନେମାର ପ୍ରଶଂସକ ଏବେ ଦକ୍ଷିଣ ଭାରତୀୟ କଳାକାରଙ୍କୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ରୁ ତାହା ସ୍ପଷ୍ଟ ଅନୁମେୟ। ସାରା ଦେଶରେ ଫିଲ୍ମର ଅସମ୍ଭବ କ୍ରେଜ୍ ଦେଖିବାକୁ ମିଳିଥିଲା। ଏହି କାରଣରୁ ଏବେ ଦକ୍ଷିଣ…
ମା’ ହେବା ପରେ ଏପରି ନିଷ୍ପତ୍ତି ନେଲେ ପ୍ରିୟଙ୍କା
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପପ ଷ୍ଟାର୍ ସ୍ବାମୀ ନିକ ଜୋନାସ ସରୋଗେସି ଜରିଆରେ ନିକଟରେ ମାତାପିତା ହୋଇଛନ୍ତି। ଉଭୟ ଜାନୁୟାରୀ ୨୨ରେ ସୋସିଆଲ ମିଡିଆ ଆକାଉଣ୍ଟରେ ମିଳିତ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ୩୯ ବର୍ଷୀୟା…
କ୍ୟାଟ୍ରିନାଙ୍କ ବୋଲ୍ଡ ଅନ୍ଦାଜ୍
ଅଭିନେତା ବିକି କୌଶଲଙ୍କ ସହ ବିବାହ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କାମକୁ ଫେରିଛନ୍ତି। ଆଜିକାଲି ସେ ମାଳଦ୍ୱୀପରେ ଏକ ବ୍ରାଣ୍ଡ ପାଇଁ ଶୁଟିଂ କରୁଛନ୍ତି। ଏଠାରୁ ସେ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ନିଜର ଫଟୋ ଶେୟାର କରୁଛନ୍ତି। ନିକଟରେ…
Archives


