ମନୋରଞ୍ଜନ

ଆଜି ‘ପୁଷ୍ପା ଦ ରାଇଜ’, ‘୮୩’ର ପ୍ରିମିୟର, ଜାଣନ୍ତୁ କେଉଁ ଚ୍ୟାନେଲରେ ଦେଖିବେ…

ମୁମ୍ବାଇ: ୨୦୨୧ ବର୍ଷର ଦୁଇଟି ସୁପରଡୁପର ହିଟ୍‌ ଫିଲ୍ମ ‘ପୁଷ୍ପା ଦ ରାଇଜ’ ଏବଂ ‘୮୩’ଆଜି ଟିଭିରେ ପ୍ରସାରିତ ହେବ। ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଦର୍ଶକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଛୋଟ…

୯ ଦିନରେ ୧୪୧ କୋଟି

ବମ୍ବେ: ମାର୍ଚ୍ଚ ୧୧ରେ ପରଦାକୁ ଆସିଥିଲା ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ରିଲିଜର ସାତ ଦିନରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏବେ ଏହା ୯ ଦିନରେ ବ୍ୟବସାୟ କରିଛି ୧୪୧.୨୫ କୋଟି। ଖୁବ୍‌ଶୀଘ୍ର…

ମା’ ହେବାକୁ ଯାଉଥିବା ଖବର ମିଥ୍ୟା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ମା’ ହେବାକୁ ଯାଉଛନ୍ତି। ସେ ନିଜର ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ନିକଟରେ ଧର୍ମା ପ୍ରଡକ୍ସନର ସିଇଓ…

କାହିଁକି ଅଲଗା ହୋଇଥିଲେ ସଲମାନ-ଐଶ୍ୱର୍ଯ୍ୟା…

ବମ୍ବେ: ଏକ ସମୟରେ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ ଜଣେ ଥିଲେ ସୁପରଷ୍ଟାର ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟ। ଫିଲ୍ମ ‘ହମ୍‌ ଦିଲ ଦେ ଚୁକେ ସନମ’ ଶୁଟିଂ ବେଳରୁ ହିଁ ଏହି ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ପରେ ପରସ୍ପରକୁ ଦୁଇ…

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି, ମୁହଁ ଖୋଲିଲେ ଝୁଣ୍ଡ ପ୍ରଯୋଜକ …

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ହଲ୍‌ରେ ହାଉସ ଫୁଲ ହେଉଛି। କେତେ ରାଜ୍ୟ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିଥିବା ବେଳେ କେନ୍ଦ୍ରୀୟ ଜିଏସ୍‌ଟି ଛାଡ଼ କରିବା ପାଇଁ…

ପ୍ରଥମରୁ ଫିକା ପଡ଼ିଲା ‘ବଚ୍ଚନ ପାଣ୍ଡେ’

ବମ୍ବେ: ହୋଲି ଅବସରରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ ହୋଇଥିଲା। ଦୀର୍ଘଦିନରୁ ଅଭିନେତାଙ୍କ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଥିଲେ। ଏଣୁ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ପ୍ରଥମରୁ…

ଅଭିନୟ କରୁ କରୁ ସତସତିକା ପଡ଼ିଛନ୍ତି ପ୍ରେମରେ

ବମ୍ବେ: ଅଭିନୟ କରୁ କରୁ ସତ ସତିକା ସହକଳାକାରଙ୍କ ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ। ଆମେ କଥା ହେଉଛୁ ଆଲିସ୍‌ କୌଶିକଙ୍କ ବିଷୟରେ। ଟେଲିଭିଜନ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ରାବି ଭୂମିକାରେ ନଜର ଆସୁଛନ୍ତି। ଏଥିରେ ତାଙ୍କ ପ୍ରେମିକ ତଥା ସ୍ବାମୀ ସାଜିଛନ୍ତି…

ବ୍ୟକ୍ତିଗତ ଜୀବନରେ ବଡ଼ ନିଷ୍ପତ୍ତି ନେଇ ଚମକାଇଲେ ଅନୁଷ୍କା

ବମ୍ବେ: ବ୍ୟକ୍ତିଗତ ଜୀବନରେ ବଡ଼ ନିଷ୍ପତ୍ତି ନେଇ ଚମକାଇଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେ ନିଜର ପ୍ରଯୋଜନା ସଂସ୍ଥା କ୍ଲିନ୍‌ ସ୍ଲେଟ୍‌ ଫିଲ୍ସରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାର ଏବଂ ଅଭିନୟରେ ମନୋନିବେଶ କରିବା ଲାଗି ସେ ସମ୍ପୂର୍ଣ୍ଣ ଭାବେ…

ସ୍ବାମୀଙ୍କ ସହ ପ୍ରିୟଙ୍କାଙ୍କ ରୋମାଣ୍ଟିକ୍‌ ହୋଲି

ବମ୍ବେ: ଆଜି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ସାରା ଦେଶ ଉତ୍ସବମୁଖର। ସାଧାରଣ ଜନତାଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ନିଜର ପ୍ରିୟଜନମାନଙ୍କୁ ରଙ୍ଗ ଲଗାଇ ଏହାକୁ ପାଳନ କରୁଛନ୍ତି। ଏହି କ୍ରମରେ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା…

କଙ୍ଗନାଙ୍କୁ ନେଇ ଦମଦାର ମୁଭି ଭେଟି ଦେବାକୁ ପ୍ରସ୍ତୁତ ହେଲେଣି ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡ୍ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଏବେ ଖୁବ୍ ଚର୍ଚ୍ଚାରେ । ଏହାର ନିର୍ଦ୍ଦେଶକ ବିବକେ ଅଗ୍ନିହୋତ୍ରୀ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ଢିଲା ନ ଦେଇ ଖୁବ୍ ଦମରେ କାମର ଲାଗି ପଡିଥିବା ଜଣାପଡିଛି । ‘ଦ…

ସାଉଥ୍‌ର ଏହି ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ ବରୁଣ ଧାଓ୍ବନ

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ତାଙ୍କର ଦମ୍‌ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍‌ ଶେୟାର କରିଥାନ୍ତି। ଏବେ ଜାଣିବାକୁ ମିଳିଛି ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରହିଟ୍‌ ଫିଲ୍ମ ‘ଥେରି’ର ହିନ୍ଦୀ…

ବିବାହ ପରେ ପ୍ରଥମ ଥର ହୋଲି ଖେଳିଲେ କ୍ୟାଟ୍ରିନା

ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ ହୋଲିରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାଟ୍ରିନା ବର୍ତ୍ତମାନ ସ୍ବାମୀ ଭିକି କୌଶଲ ସମେତ ଦିଅର ସନ୍ନି କୌଶଲ ଏବଂ ଶାଶୁ-ଶ୍ବଶୁରଙ୍କ ସହ ହୋଲି ଖେଳୁଥିବା ଦେଖିବାକୁ ମିଳିଛି। କ୍ୟାଟ୍ରିନା କୈଫଙ୍କ ବିବାହ ପରେ ଏହା ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?