ମନୋରଞ୍ଜନ

ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ କପିଲ

ପ୍ରସିଦ୍ଧ କମେଡିଆନ୍‌ କପିଲ ଶର୍ମା ଆଜିକାଲି ଭୁବନେଶ୍ୱରରେ ଅଛନ୍ତି। ଏକ ଫିଲ୍ମ ଶୁଟିଂ ପାଇଁ ସେ ଏଠାକୁ ଆସିଛନ୍ତି। ଶୁଟିଂରୁ ସମୟ ବାହାର କରି ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ସହ ମିଶି କପିଲ…

ଗୋଟିଏ ଫିଲ୍ମ ପାଇଁ ଏତିକି ଟଙ୍କା ନିଅନ୍ତି ଖିଲାଡି କୁମାର

ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ହୋଲି ଯଥା ମାର୍ଚ୍ଚ ୧୮ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ଚରିତ୍ର ଅତ୍ୟନ୍ତ ଅନନ୍ୟ। ଫିଲ୍ମର ଟ୍ରେଲର୍‌ ପ୍ରଶଂସକଙ୍କ ଠାରୁ…

ୟାମିଙ୍କ ସହ ବ୍ରେକ୍‌ଅପ ପରେ ଭାଙ୍ଗି ପଡିଥିଲେ ଅଭିନେତା

ବଲିଉଡ ଅଭିନେତା ପ୍ରତୀକ ବବର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ପ୍ରତୀକ ବବର ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି । ତାଙ୍କର ଏକ ଫିଲ୍ମ ‘ଏକ ଦିୱାନା ଥା’ ଫ୍ଲପ ହୋଇଥିଲା ।…

ଫିଲ୍ମ ‘ଦ କଶ୍ମୀର ଫାଇଲ’କୁ ନେଇ ଏମିତି କହିଲେ ହିନା

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି। ଏହି ଫିଲ୍ମକୁ ନେଇ ପ୍ରଶଂସକ ଭଲ ରିଭ୍ୟୁ ମଧ୍ୟ ଦେଉଛନ୍ତି।…

‘ହିରୋପନ୍ତି-୨’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ‘ହିରୋପନ୍ତି-୨’ର ଟ୍ରେଲର ରିଲିଜ୍‌ ହୋଇଛି । ତବେ ଏହି ଫିଲ୍ମଟି ୨୯ ଏପ୍ରିଲ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଟାଇଗରଙ୍କ ସହ ତାରା ସୁତରିଆ ଏହି ଫିଲ୍ମରେ ନଜର ଆସିବେ। ସେପଟେ ନୱାଜୁଦ୍ଦିନ…

ଓଟିଟିରେ ଡେବ୍ୟୁ କରିବେ ବେବୋ

ବମ୍ବେ: ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌। ସୁଜୟ ଘୋଷଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ। ଫିଲ୍ମଟି ଜାପାନୀ ଲେଖକ କିଗୋ ହିଗାଶିନୋଙ୍କ ଉପନ୍ୟାସ ଉପରେ ପର୍ଯ୍ୟବେସିତ ‘ଦ ଡିଭୋସନ୍‌ ଅଫ୍‌ ସସ୍ପେକ୍ଟ ଏକ୍ସ’…

ପୁଅ ସନ୍ନି ଦେଓଲଙ୍କ ସହ ଛୁଟି କାଟୁଛନ୍ତି ଧର୍ମେନ୍ଦ୍ର, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ,୧୭ା୩: ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଯୁବପିଢ଼ିଙ୍କୁ ବହୁତ ଭଲପାଆନ୍ତି। କେବଳ ଫିଲ୍ମରେ ନୁହେଁ, ୮୬ ବର୍ଷ ବୟସରେ ବି ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍‌ ଅଟନ୍ତି। ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି…

ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଲେ କରୋଲିନା

ଓ୍ବାର୍ସୋ,୧୭ା୩: ପୋଲାଣ୍ଡର କରୋଲିନା ବିଲାଓ୍ବସ୍କା ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଛନ୍ତି। ପୁଏର୍ତ୍ତୋ ରିକୋର କୋକାକୋଲା ମ୍ୟୁଜିକ୍‌ ହଲ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାମାଇକାର ଟୋନି ଆନ୍‌ ସିଂହ କରୋଲିନାଙ୍କୁ ମିସ୍‌ ଓ୍ବାଲର୍‌ଡ ମୁକୁଟ ପିନ୍ଧାଇଛନ୍ତି। ଯୁକ୍ତରାଷ୍ଟ୍ରର ସାଇନ ଏହି ପ୍ରତିଯୋଗିତାରେ…

ଭୁବନେଶ୍ୱର ରାସ୍ତାରେ ଭୋରୁ ଭୋରୁ ବୁଲେଟ୍‌ ଧରି ବୁଲିଲେ କମେଡି କିଙ୍ଗ୍‌

କମେଡି ରାଜା କପିଲ ଶର୍ମା ଆଜିକାଲି ଅନେକ ଚର୍ଚ୍ଚାରେ ଅଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ କରିବାକୁ ସଫା ସଫା ମନା କରିବା ପରେ ଚାରିଆଡେ ସମାଲୋଚନାର ଶିକାର ହେଉଛନ୍ତି କମେଡି କିଙ୍ଗ କପିଲ ଶର୍ମା।…

ବାପା-ମା’-ଭାଇଙ୍କ ପରି ଫିଲ୍ମ ଜଗତକୁ କାହିଁକି ଆସିଲେ ନାହିଁ ଅମିତାଭ ବଚ୍ଚନଙ୍କ ଝିଅ

ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ବଡ଼ ପରଦାରୁ ଦୂରରେ ଥିଲେ ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଶ୍ୱେତା ଆଜି ତାଙ୍କ ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ହୁଏତ ଫିଲ୍ମରେ ନିଜର…

ମୁନ୍‌ମୁନ୍‌ଙ୍କ ପାଇଁ ଶାର୍ଟ-ପ୍ୟାଣ୍ଟ ଖୋଲିଦେଲେ…

ବମ୍ବେ: ଟେଲି ପରଦାର ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତାଙ୍କ କ୍ରେଜ୍‌ କାହିଁରେ କେତେ। ହାସ୍ୟଭିତ୍ତିକ ଧାରାବାହିକ‘ତାରକ ମେହତା କା ଉଲଟା ଚଷମା’ରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ମନ ଜିଣିବାକୁ ଅନେକ ଚେଷ୍ଟା କରିଥାନ୍ତି। ଏଥିପାଇଁ ସେମାନେ କିଛି ବି ଉପାୟ ଆପଣାଇଥାନ୍ତି।…

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ବିବେକଙ୍କ ଲଭ୍‌ଷ୍ଟୋରୀ: କିଛି ଏଭଳି…

ବମ୍ବେ: ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ରଚୁଛି। ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଥିବା ବେଳେ ଦିନକୁ ଦିନ ଏହାର ବ୍ୟବସାୟ ବଢ଼ିବାରେ ଲାଗିଛି। କଶ୍ମୀର ପଣ୍ଡିତମାନଙ୍କ ଉପରେ ଆଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?