କରୀନାଙ୍କୁ ମୋଟି କହି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ମୋଟି କହି ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ହୀରା ମଣି। ସୋସିଆଲ ମିଡିଆରେ ହୀରାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା।

ଏକ ସାକ୍ଷାତକାରରେ ହୀରାମଣି କହିଛନ୍ତି, ‘ମୁଁ ଏଥର ଓଜନ କମାଇଛି, ମୋର କୌଣସି ପ୍ରଶିକ୍ଷକ ନ ଥିଲେ। ମୋର ଓଜନ ବହୁତ ବଢ଼ିଯାଇଥିଲା। ଏପରିକି ମୋର ଓଜନ ୬୪ କିଲୋଗ୍ରାମ ଥିଲା। ମୋତେ ମୋ’ ସ୍ବାମୀ ସବୁବେଳେ ମୋଟି ମୋଟି କୁହନ୍ତି। ତାଙ୍କ କଥା ଶୁଣି ୩ ମାସରେ ମୋ ଓଜନକୁ ୧୦ କିଲୋଗ୍ରାମ କମାଇଥିଲି। ପ୍ରଶିକ୍ଷକ ଯାହା କରିପାରିଲେ ନାହିଁ, ମୋ ସ୍ବାମୀ ଏହା କରିଦେଲେ।

ହୀରା ମଣି କରୀନାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସେ ବର୍ତ୍ତମାନ ବହୁତ ମୋଟା ହୋଇଯାଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ‘ଏହା ମୋତେ ଏତେ ଅପମାନିତ କରେ। କାରଣ ମୋ ସ୍ବାମୀ କ୍ୟାଟ୍ରିନା, କରୀନାଙ୍କୁ ଦେଖିବା ପାଇଁ ମୋତେ କୁହନ୍ତି। କରୀନା ବର୍ତ୍ତମାନ ମୋଟା ହୋଇଯାଇଛନ୍ତି। ମୁଁ କୁହେଁ ମୁଁ କ୍ୟାଟ୍ରିନା ନୁହେଁ କି ଦୀପିକା ନୁହେଁ। ମୋର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ ଏହି କଥା ମୋତେ ବହୁତ କଟେ ଦିଏ। ଏବେ ମୁଁ ଭାବୁଛି ସ୍ବାମୀ ଅପମାନ କରି ଭଲ କରିଛନ୍ତି। ମହିଳାମାନେ ତାଙ୍କ ଓଜନ କମାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କାର୍ପେଟ୍‌ ଲୁକ୍‌ରେ ଐଶ୍ୱର୍ଯ୍ୟା

ମୁମ୍ବାଇ: ‘କାନ୍ସ’ ଫିଲ୍ମ ଫେଷ୍ଟିଭାଲରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପସ୍ଥିତି ସବୁବେଳେ ଚର୍ଚ୍ଚାରେ ରହିଥାଏ। ସେ ତାଙ୍କ ବୋଲ୍ଡ ବାଇଗଣୀ ରଙ୍ଗର ଲିପ୍‌ଷ୍ଟିକ ହେଉ...

ପରିବାର ସହ ଲଣ୍ଡନରେ କରୀନା, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ: ବ୍ରିଟେନରେ କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମଜା କରୁଛନ୍ତି। ଏମାନଙ୍କ ସହ କରୀନାଙ୍କ...

୩ କୋଟିର ଅଫରକୁ ପ୍ରତ୍ୟାଖ୍ୟାନ କଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌’ର ଆଗାମୀ ସିଜିନ୍‌ ଅର୍ଥାତ୍‌ ‘ବିଗ୍‌ ବସ୍‌-୧୪’କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଛି।...

ଟ୍ରୋଲ ହେଉଛନ୍ତି ଅଙ୍କିତା

ବମ୍ବେ: ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ନିକଟରେ ବନ୍ଧୁ ନତାଲ୍ୟା ମହାଜନଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ସ୍ବାମୀ...

‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ...

ପ୍ରେମିକାଙ୍କ ହାତ ଧରିବେ ବଲିଉଡ୍‌ର ଏହି ଗାୟକ, ୧୦ ବର୍ଷ ଧରି କରୁଥିଲେ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ବିବାହ ବନ୍ଧନରେ...

ଅଯୋଧ୍ୟାରେ ମନ୍ଦିର ନିର୍ମାଣକୁ ନେଇ ଖୁସିରେ ବିଭୋର ‘ସୀତା’: ଭଗବାନ ରାମଙ୍କୁ ଏପରି କଲେ ସ୍ବାଗତ

ବମ୍ବେ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ନଗରୀରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ରାମମନ୍ଦିର ନିମନ୍ତେ କରିଛନ୍ତି ଶିଳାନ୍ୟାସ।...

ଭାରତ ପ୍ରଥମ ଅଭିନେତ୍ରୀ ଭାବେ ଟାଇମ୍‌ ମାଗାଜିନ୍‌ରେ ସ୍ଥାନ ପାଇଥିଲେ ପରବୀନ

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଥିଲେ, ଯିଏ କି ନିଜ ବୋଲ୍ଡ ଅନ୍ଦାଜ ଯୋଗୁ ବେଶ୍‌ ପରିଚିତି ହାସଲ କରିଥିଲେ। ଏମିତି ଜଣେ ଅଭିନେତ୍ରୀ ହେଲେ...

Advertisement
Archives

Model This Week