୩୩ ବର୍ଷରେ ଗାୟକ ଟମ୍ ପାର୍କରଙ୍କ ପରଲୋକ
ନୂଆଦିଲ୍ଲୀ: ଆଉ ନାହାନ୍ତି ‘ଦ ଓ୍ବାଣ୍ଟେଡ୍’ ବ୍ୟାଣ୍ଡର ସଦସ୍ୟ ତଥା ଲୋକପ୍ରିୟ ଗାୟକ ଟମ୍ ପାର୍କର। ସେ ଦୀର୍ଘଦିନରୁ ବ୍ରେନ୍ ଟ୍ୟୁମରରେ ପୀଡ଼ିତ ଥିଲେ। ଏହାର ଚିକିତ୍ସା ଚାଲୁ ରହିଥିଲେ ହେଁ ବୁଧବାର ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ…
ପ୍ରଥମଥର ଜାହ୍ନବୀଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବରୁଣ
ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମଥର ଲାଗି ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଫିଲ୍ମ ‘ବୱାଲ’ ଜରିଆରେ ଏମାନେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି । ପ୍ରଥମେ ମେକର୍ସ ଫିଲ୍ମର ରିଲିଜ୍ ଡେଟ୍…
୭ମ ଥର ମାତାପିତା ହେବାକୁ ଯାଉନ୍ତି ଏହି ଷ୍ଟାର ଦମ୍ପତି
ହଲିଉଡ ଅଭିନେତା ଆଲେକ ବାଲ୍ଡୱିନ ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ହିଲେରିଆ ଥୋମାସ ସପ୍ତମ ଥର ପାଇଁ ଏକ ମା’ ହେବାକୁ ଯାଉଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ହିଲାରିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି,…
ସାମାଜିକ କାର୍ଯ୍ୟ କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଗାୟିକା
ବଲିଉଡର ଗାୟିକା ପଲକ ମୁଛଲ ତାଙ୍କର ସୁମଧୁର ସ୍ବର ପାଇଁ ଜଣାଶୁଣା। ଏହା ସହିତ ସେ ନିଜର ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ଥାନ୍ତି। ପଲକ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୯୦ ମସିହା ମାର୍ଚ୍ଚ ୩୦ରେ…
୪୩ ବର୍ଷ ବୟସରେ କନିଆଁ ହେବାକୁ ସଜ
ବମ୍ବେ: ୪୩ ବର୍ଷ ବୟସରେ ପୁଣି କନିଆଁ ହେବାକୁ ସଜ ହେଲେଣି ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। କନିକା ତାଙ୍କ ଦୀର୍ଘଦିନର ପ୍ରେମିକ ତଥା ଏନ୍ଆର୍ଆଇ ବ୍ୟବସାୟୀ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମେ’ ୨୦ରେ ଦୁହେଁ ହାତକୁ…
ଚାପୁଡା ଖାଇବା ପରେ ବଦଳିଗଲା କ୍ରିସ ରକଙ୍କ ଭାଗ୍ୟ
ଚଳିତବର୍ଷ ଓସ୍କାର ବିତରଣ ଉତ୍ସବରେ ଏକ ବିବାଦୀୟ ଘଟଣା ଘଟିଥିଲା। ଏହି ସମାରୋହକୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ ଶକ୍ତ ଚାପୁଡା ମାରିଥିଲେ ଅଭିନେତା ୱିଲ ସ୍ମିଥ। ଏହି ବିବାଦ ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣା ପରେ…
ଖୁବ୍ଶୀଘ୍ର ଆଲିଆ ହେବେ ମିସେସ୍ କପୁର
ବମ୍ବେ: ଦୀର୍ଘଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି ବଲିଉଡ୍ ଅଭିନେତା ରଣବୀର କପୁର-ଅଭିନେତ୍ରୀ ଆଲିଆ ଭଟ୍ଟ। ଲଗାତାର ଭାବେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ହେଲେ ସେମାନେ ବ୍ୟକ୍ତିଗତ ଭାବେ କୌଣସି ଘୋଷଣା କରି ନ ଥିବାରୁ ଉକ୍ତ ଖବର…
ଦ କପିଲ ଶର୍ମା ଶୋ’ ଛାଡିଲେ ସୁମୋନା!
ଦ କପିଲ ଶର୍ମା ଶୋ’ ବନ୍ଦ ହେବା ନେଇ କିଛି ଦିନ ହେଲାଣି ଚର୍ଚ୍ଚା ଜୋର ଧରିଛି। ପ୍ରଯୋଜକଙ୍କ ପକ୍ଷରୁ ଶୋ’ ବନ୍ଦ ହେଉଥିବା ନେଇ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ବର୍ତ୍ତମାନ ଶୋ’କୁନେଇ ଏକ ନୂଆ ଖବର…
ରାଗିଛନ୍ତି ଆଲିଆ
ବଲିଉଡର ଆଗଧାଡିର ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ‘ଆର୍ଆର୍ଆର୍’ ସହିତ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ ଅଫିସରେ ଫିଲ୍ଟଟି ସୁପରହିଟ୍ ସାବ୍ୟସ୍ତ ହୋଇଛି। ‘ଆର୍ଆର୍ଆର୍’ରେ ଚରିତ୍ର କମ୍ ଥିବାରୁ ଆଲିଆ ଖୁସି…
ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ
ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ କହିଛନ୍ତି ପଠାନ ଫିଲ୍ମକୁ ସେ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି…
ସବୁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆର୍ଆର୍ଆର୍
ମୁମ୍ବାଇ: ଚଳିତ ସପ୍ତାହ ଫିଲ୍ମ ପ୍ରେମୀଙ୍କ ପାଇଁ ବଡ ଖୁସିର ସପ୍ତାହ ଥିଲା । କାରଣ ଏସଏସ ରାଜମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍ଆର୍ଆର୍’ ଶେଷରେ ରିଲିଜ ହୋଇଯାଇଛି । ଏହା ରିଲିଜର ପ୍ରଥମ ସପ୍ତାହ ଶେଷରେ ୫୦୦ କୋଟି ଟଙ୍କା…
କେଜିଏଫ୍-୨ ପାଇଁ କିଏ ନେଇଛନ୍ତି କେତେ ଟଙ୍କା
କେଜିଏଫ୍-୧ର ସଫଳତା ପରେ ଦର୍ଶକ ଏହି ଫିଲ୍ମର ଦ୍ୱିତୀୟ ଭାଗକୁ ଦେଖିବା ପାଇଁ ଚାହିଁ ବସିିଛନ୍ତି। ୨୦୧୮ରେ ଏହି ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିଲା। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ୱିତୀୟ ଭାଗ ଏପ୍ରିଲ ୧୪ରେ ମୁକ୍ତିଲାଭ କରିବାକୁ…
Archives


