ମନୋରଞ୍ଜନ

ଏପ୍ରିଲରେ ହିଁ ବିବାହ

ବମ୍ବେ: ଖୁବଶୀଘ୍ର ଆଲିଆ ହେବେ ମିସେସ କପୁର। ଅଭିନେତା ରଣବୀର କପୁରଙ୍କ ସହ ଚଳିତ ମାସରେ ହିଁ ହେବ ବିବାହ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ଉଦୟପୁରରେ ଡେଷ୍ଟିନେସନ ମ୍ୟାରେଜ କରିଥାନ୍ତେ।…

ସ୍ତ୍ରୀଙ୍କଠାରୁ ଅଲଗା ହେବେ ମହାଭାରତ ଫେମ୍‌ ଏହି ଅଭିନେତା

ବମ୍ବେ: ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ମହାଭାରତର ଯୁଧିଷ୍ଠୀର ଓରଫ ରୋହିତ ଭରଦ୍ୱାଜ। ୨୦୧୭ରେ ଇଣ୍ଡେନେସିଆ ଟ୍ରିପ୍‌ରୁ ଆସିବା ପରଠାରୁ ସ୍ତ୍ରୀ ପୁନମଙ୍କ ସହ ତାଙ୍କର ଝଗଡ଼ା ବଢ଼ିଥିଲା। ଏବେ ଉଭୟ ଚାରି ବର୍ଷ ଧରି ଅଲଗା ରହୁଛନ୍ତି। ଛାଡ଼ପତ୍ର ଲାଗି…

ମଲାଇକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ବାଇ: ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଡିଭା ମଲାଇକା ଅରୋରା। ସେ ନିଜ କାର୍‌ରେ ଯାଉଥିବା ବେଳେ ଖୋପୋଲି ଏକ୍ସପ୍ରେସ୍‌ ଓ୍ବେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ଆହତ ହୋଇଥିବାରୁ ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ସାରେ…

ହଟ୍‌ ଲୁକ୍‌ରେ ପଲକ

ମୁମ୍ବାଇ: ଅଭିନେତ୍ରୀ ପଲକ ତିଓ୍ବାରୀ ଇନ୍‌ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶୁଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଥାଇର ହାଇ ସ୍ଲିଟ ଡ୍ରେସ୍‌ ପିନ୍ଧି ପୋଜ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ଲକ ଏକ ସିଲଭର କଲରର ଗାଉନ…

ସ୍ନେହରେ ଡାକନ୍ତି ମିମି

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋରା ଅନ୍ୟତମ। ୪୮ ବର୍ଷ ବୟସରେ ମଧ୍ୟ ସେ ନିଜର ଷ୍ଟାଇଲ୍‌, ଲୁକ୍‌ ଏବଂ ଓ୍ବାକ୍‌ଆଉଟ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ପ୍ରଶଂସକ ଗହଣରେ ମଲାଇକା ଭାବେ ପରିଚିତ ଏହି ଅଭିନେତ୍ରୀଙ୍କୁ ସ୍ନେହରେ ପରିବାରଲୋକେ…

କୌଣସି ହୋଟେଲ୍‌ରେ ନୁହେଁ, ଘର ଛାତରେ ବିବାହ କରିଥିଲେ ଅଜୟ

ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନଙ୍କ ଆଜି ଜନ୍ମଦିନ। ବଲିଉଡର ସିଙ୍ଘମ କୁହାଯାଉଥିବା ଅଜୟ ୨ ଏପ୍ରିଲରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟର ମଧ୍ୟରେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ହେଲେ ଆକ୍ସନ ହିରୋ ଅଜୟ ତାଙ୍କ…

ଜନ୍ମଦିନ ପାଳିବାକୁ ମନାକଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନଙ୍କ ଆଜି ଅର୍ଥାତ୍‌ ଏପ୍ରିଲ ୨ରେ ୫୩ତମ ଜନ୍ମଦିନ। ବଲିଉଡ୍‌ର ସିଙ୍ଘମ୍‌ କୁହାଯାଉଥିବା ଅଜୟ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏବେ ବି ଏହି ଧାରା ଜାରି ରହିଛି। ଫିଲ୍ମରେ ଆକ୍ସନ…

ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା

ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଷ୍ଟାର ଧୀରଜ ଧୁପର। ପତ୍ନୀ ବିନ୍ନି ଅରୋରା ଏବଂ ସେ ଏହି ଖୁସିଖବରକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଉଭୟ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିବା…

କେମିୟୋ ରୋଲ ପାଇଁ ବି ହାଇ ଡିମାଣ୍ଡ କରନ୍ତି ଅଜୟ!

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଅଜୟ ଦେବଗନ । ତାଙ୍କର ଆଉ ଦ୍ୱିତୀୟ ପରିଚୟର ଆବଶ୍ୟକତା ନାହିଁ । ୨ ଏପ୍ରିଲ, ୧୯୬୯ରେ ଜନ୍ମ ନେଇଥିବା ଅଜୟ ଫିଲ୍ମ ‘ଫୁଲ ଔର କାଣ୍ଟେ’ରୁ ବଲିଉଡ କ୍ୟାରିୟର…

କପିଲଙ୍କ ଶୋ’ ଛାଡ଼ିବେ କି ନାହିଁ ସ୍ପଷ୍ଟ କଲେ ସୁମୋନା

ମୁମ୍ବାଇ: ଛୋଟପରଦାରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ‘କପିଲ ଶର୍ମା ଶୋ’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ରେ। ଶୋ’ର ପ୍ରତ୍ୟେକ ଅଭିନେତ୍ରୀ/ଅଭିନେତା ଜଣେ ଜଣେ ପାର୍ଟ। ନିକଟରେ ଏହି ଶୋ’ ବନ୍ଦ ହେବ ବୋଲି ଚର୍ଚ୍ଚା ହେଉଛି। ଖାଲି ଏତିକି ନୁହେଁ,…

ଏକାଡେମୀରୁ ଇସ୍ତଫା ଦେଲେ ସ୍ମିଥ୍‌; କହିଲେ – ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ

ଲସ ଏଞ୍ଜଲସ୍‌: ୯୪ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌। ଏବେ ସେ ନିଜର କାର୍ଯ୍ୟକୁ ନେଇ ପଶ୍ଚାତାପ କରି ଏକାଡେମୀ ଅଫ୍‌…

ଛାତ୍ରଙ୍କୁ ୧୫ ଲକ୍ଷ ଟଙ୍କା ଦେବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ଏହାର ନିର୍ଦ୍ଦେଶକ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଫିଲ୍ମ ଜରିଆରେ ସେ ଦର୍ଶକଙ୍କର ନିକଟତର ହୋଇଥିବା ବେଳେ ଏବେ ପୁଣିଥରେ ଏମିତି କଥା କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri