ମନୋରଞ୍ଜନ

ବୋଲ୍ଡ ଲୁକ୍‌ରେ ଅଭିନେତ୍ରୀ

ମୁମ୍ବାଇ: ‘ଆଲାଦ୍ଦିନ-ନାମ ତୋ ସୁନା ହୋଗା’ରେ ଜସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅବନୀତ କୌର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅଭିନୟ ସହିତ ଫ୍ୟାଶନକୁ ନେଇ ଲୋକଙ୍କ ହୃଦୟ ଜିଣନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଅଭାବ…

ଆଇନ ଜାଲରେ ଫସିଲା ରଣବୀରଙ୍କ ‘ଜୟେଶଭାଇ ଜୋରଦାର’

ମୁମ୍ବାଇ: ଆଇନ ଜାଲରେ ଫସିଛି ଫିଲ୍ମ ‘ଜୟେଶଭାଇ ଜୋରଦାର’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା । ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ହେଁ ସେଥିରେ ଦେଖାଯାଇଥିବା କିଛି ଦୃଶ୍ୟକୁ ନେଇ ବିବାଦ ଉପୁଜିଛି। ଟ୍ରେଲରରେ ଦେଖାଯାଇଥିବା ଗର୍ଭସ୍ଥ ଶିଶୁର…

କ୍ୟାଟ୍ରିନାଙ୍କୁ ବିବାହ କରିବାର ସିକ୍ରେଟ୍‌ କହିଲେ ବିକି

ମୁମ୍ବାଇ: ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ୪ ମାସ ପୂରିଲାଣି। ରାଜସ୍ଥାନର ସିକ୍ସ ସେନ୍‌ସେସ ଦୁର୍ଗ’ରେ ୯ ଡିସେମ୍ବର ୨୦୨୧ରେ ହଠାତ୍‌ ବିବାହ କରି ଏହି ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେମାନଙ୍କର ବିବାହ ଏକ…

ପୁଣି ଖୁସି ଖବର ଦେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର ଏକ ମାସ ପରେ ଉଭୟଙ୍କୁ ଆଉ ଏକ ଖୁସି ଖବର ମିଳିଛି। ଦୁହିଁଙ୍କୁ ୟୁଟ୍ୟୁବରୁ…

ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ଜାରି

ମୁମ୍ବାଇ: ଫିଲ୍ମ ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ବୁଧବାର ଜାରି କରାଯାଇଛି। ଏହି ଫିଲ୍ମରେ ଅନନ୍ତ ମହାଦେବନ ଓ ଲକ୍ଷ୍ମୀ ଆର ଆୟାରଙ୍କ ସହ ‘ହମ ଆପକେ ହେଁ କୌନ’ର ଲୋକପ୍ରିୟ ଅଭିନେତ୍ରୀ ରେଣୁକା ଶହାଣୀଙ୍କ ଅଭିନୟ ଦେଖିବାକୁ ମିଳିବ। ଫିଲ୍ମର…

ଶେହନାଜ ପାଲଟିଲେ ଖାସ୍‌ ଅତିଥି, ହାତ ଧରି…

ବମ୍ବେ: ‘ବିଗ୍‌ବସ୍‌’ରୁ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ଚୁଲ୍‌ବୁଲୀ ଶେହନାଜ ଗିଲଙ୍କ ଖାସ୍‌ ସମ୍ପର୍କ ରହିଆସିଛି। ଅନେକ ସମୟରେ ତାର ଝଲକ ଦର୍ଶକଙ୍କୁ ଭାବବିହ୍ବଳ କରେ। ଶେହନାଜଙ୍କ ପିଲାଙ୍କ ଭଳି ବ୍ୟବହାର ସାଙ୍ଗକୁ ନିଜକୁ ‘ପଞ୍ଜାବର କଟ୍ରିନା କୈଫ୍‌’ କହିବା ଶୈଳୀ…

ଆଉ ଫେରିବ ନାହିଁ ‘କଫି ଉଇଥ୍‌ କରନ୍‌’

ବମ୍ବେ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଟକ୍‌ ଶୋ’ ‘କଫି ଉଇଥ୍‌ କରନ୍‌’ ଦର୍ଶକଙ୍କ ପ୍ରିୟ ଶୋ’ ମଧ୍ୟରୁ ଅନ୍ୟତମ। ହେଲେ ଏହା ଆଉ ଟେଲି ପରଦାରେ ଦେଖିବାକୁ ମିଳିବ ନାହିଁ। ନିକଟରେ ଏହାର ସପ୍ତମ ସିଜନ୍‌ ଆସିବ ବୋଲି…

ଇଦ୍‌ ପାର୍ଟିରେ ଏକାଠି ନଜର ଆସିଲେ ସିଦ୍ଧାର୍ଥ-କିଆରା

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡ଼ି ଏବେ ଚର୍ଚ୍ଚାରେ। ନିକଟରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ସିଦ୍ଧାର୍ଥ ଏବଂ କିଆରା ଏ ନେଇ କୌଣସି ସୂଚନା ମିଳିନାହିଁ। ଏହାରି ମଧ୍ୟରେ…

ସୁଇମିଂ ପୁଲ୍‌ରେ ବନ୍ଧୁଙ୍କ ସହ ଏପରି ଫଟୋ ଶେୟାର କଲେ ମନ୍ଦିରା, ଟ୍ରୋଲ କରି ୟୁଜର୍ସ କହିଲେ…

ବଲିଉଡ୍ର ଅଭିନେତ୍ରୀ ମନ୍ଦିରା ବେଦୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଧାରାବାହିକରୁ ମନ୍ଦିରା ଘରେ ଘରେ ପରିଚିତ ହୋଇଥିଲେ । ଗତବର୍ଷ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ମନ୍ଦିରା ଏକ ପ୍ରକାର ଭାଙ୍ଗି ପଡିଥିଲେ । ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ…

କହୁ କହୁ ଏମିତି କିଛି କହିଦେଲେ କିଆରା, ଲାଜେଇ ଗଲେ କାର୍ତ୍ତିକ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାନୀ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲେୟା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କାର୍ତ୍ତିକ ଏବଂ କିଆରା ଫିଲ୍ମକୁ ନେଇ ଖବରଦାତା ସମ୍ମିଳନୀରେ ନଜର ଆସିଥିଲେ। ଏହି ସମୟରେ କିଆରା…

ଝିଅଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି ସୁନୀଲ

ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ. ରାହୁଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଏହି ବର୍ଷ ଡିସେମ୍ବରରେ ହେବ ବୋଲି କୁହାଯାଉଛି। ଶୁଣିବାକୁ ମିଳୁଛି ଯେ, ବଲିଉଡ ଅଭିନେତା ତଥା ଆଥିଆଙ୍କ ବାପା ସୁନୀଲ…

ବାର୍ବି ହେବା ପାଇଁ ୭୩ ହଜାର ଡଲାର ଖର୍ଚ୍ଚ

କାନବେରା: ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ତା’ ପାଇଁ ଲୋକେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ଏମିତି କିଛି ଲୋକ ଦୁନିଆରେ ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର ଜରିଆରେ ନିଜ ଶରୀରକୁ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?