ବିବାହର ୧୧ ବର୍ଷ ପରେ ମା’ ହେଲେ ଏହି ଅଭିନେତ୍ରୀ
ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ମା’ ହୋଇଛନ୍ତି। ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦେବିନାଙ୍କ ସ୍ବାମୀ ତଥା ଅଭିନେତା ଗୁରୁମିତ ଚୌଧୁରୀ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏପ୍ରିଲ ୩ରେ ଦେବିନା…
ସୋନମଙ୍କ ଟ୍ରାଡିଶନାଲ୍ ଲୁକ୍
ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ତାଙ୍କ ଗର୍ଭଧାରଣକୁ ଉପଭୋଗ କରୁଛନ୍ତି। ନିକଟରେ ସେ ଏକ ଫଟୋଶୁଟ୍ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ ଗୁଡିକରେ ସୋନମଙ୍କ ମୁହଁରେ ମା’ ହେବାର ଆନନ୍ଦ ସ୍ପଷ୍ଟ ଦେଖାଯାଉଛି।…
ମା’ ହେବା ନେଇ ଏମିତି କହିଲେ ଅଙ୍କିତା
ମୁମ୍ବାଇ: ବଲିଉଡ୍ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ତଥା ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ ମା’ ହେବା ନେଇ ଖୁଲାସା କରିଛନ୍ତି। ନିକଟରେ ବୟଫ୍ରେଣ୍ଡ୍ ବିକ୍କି ଜୈନଙ୍କୁ ବିବାହ କରିଥିବା ଅଙ୍କିତା ବିବାଦ କୁଇନ୍ କଙ୍ଗନା ରାଣାଓ୍ବତ୍ଙ୍କ…
ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ‘ଆର୍ଆର୍ଆର୍’, ଜାଣନ୍ତୁ କେବେ
ମୁମ୍ବାଇ: ଫିଲ୍ମ ‘ଆର୍ଆର୍ଆର୍’ ବକ୍ସ ଅଫିସ୍ରେ ହିଟ୍ ସାବ୍ୟସ୍ତ ହୋଇସାରିଛି। ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୭୫୦ କୋଟିରୁ ଅଧିକ ରୋଜଗାର କରିଛି। ଏହାର ମ୍ୟୁଜିକ୍ଠାରୁ ଆରମ୍ଭ କରି ଫିଲ୍ମର ଆକ୍ସନ ପର୍ଯ୍ୟନ୍ତ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।…
ଏବେ ଖାଲି ପାଦରେ ଚାଲୁଛନ୍ତି ରାମ ଚରଣ, ପଛରେ ରହିଛି ବଡ଼ କାରଣ
ଦକ୍ଷିଣ ଅଭିନେତା ରାମ ଚରଣ ତେଜାଙ୍କ ଫିଲ୍ମ ‘ଆର୍ଆର୍ଆର୍’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମକୁ ନେଇ ଏବେ ରାମଚରଣ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଖାଲି ପାଦରେ…
‘ଗ୍ରାମୀ ପୁରସ୍କାର’: ‘ଲିଭ୍ ଦ ଡୋର୍ ଓପନ୍’ ସର୍ବଶ୍ରେଷ୍ଠ ଗୀତ
ଦୁନିଆର ସବୁଠାରୁ ପ୍ରତିଷ୍ଠିତ ସଙ୍ଗୀତ ପୁରସ୍କାର ‘ଗ୍ରାମୀ ପୁରସ୍କାର’ ଲସ ଭେଗାସର ଏମ୍ଜିଏମ୍ ଗ୍ରେଟ ଗାର୍ଡେନ ଆରେନାରେ ଅନୁଷ୍ଠିତ ହୋଇଯାଇଛି। ଏହି ରଙ୍ଗୀନ ସମାରୋହରେ ଗୀତ ‘ଲିଭ୍ ଦ ଡୋର୍ ଓପନ୍’ ଗୀତ ଚଳିତ ବର୍ଷର ଗ୍ରାମୀ ପୁରସ୍କାର ପାଇଛି ।…
ମା’ ହେଲେ ଭାରତୀ
ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ବାମୀ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି। ଭାରତୀ ଏବଂ ହର୍ଷ ହର୍ଷ ଏବଂ ଭାରତୀ ମାତୃତ୍ୱ ଫଟୋଶୁଟର ଏକ…
ଖୁବ୍ କମ ବୟସରେ କୋଟି କୋଟି ସମ୍ପତିର ମାଲିକାଣୀ ଆଲିଆ
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଗାତର ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ତାଙ୍କ ଅଭିନୀତ ଗାଙ୍ଗୁବାଇ କାଠିଆୱାଡି ସୁପରହିଟ୍ ହେବାପରେ ଏବେ ‘ଆର୍ଆର୍ଆର୍’ ଫିଲ୍ମ ମଧ୍ୟ ବକ୍ସ ଅଫିସ୍ରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ୨ଟି ଫିଲ୍ମ ଦେଖିବା…
ପ୍ରଶଂସକ ବାଛିଲେ ଭାରତିଙ୍କ ନୂଆ ଅତିଥିଙ୍କ ନାମ, ପସନ୍ଦ କଲେନି ଦମ୍ପତି
ମୁମ୍ବାଇ: ଜଣାଶୁଣା କମେଡିଆନ ଭାରତି ସିଂ ମା’ ହେବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଏହି ସପ୍ତାହରେ ଭାରତି ଓ ତାଙ୍କ ସ୍ୱାମୀ ହର୍ଷ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତି । ଏହାକୁ ନେଇ ଏବେ ଏକ ଭିଡିଓ ଭାଇରାଲ ହେବାରେ…
ବଲିଉଡ୍ରେ ସାଉଥ୍ ସୁନ୍ଦରୀ ରଶ୍ମିକା
‘ପୁଷ୍ପା’ର ଶ୍ରୀବଲ୍ଲୀ ନାମରେ ବେଶ ପରିଚିତ ହୋଇଥିବା ରଶ୍ମିକା ମନ୍ଦାନା ରଣବୀର କପୁର ଷ୍ଟାରର୍ ‘ଆନିମଲ’ରେ ଯୋଗ ଦେଇଛନ୍ତି। ଏହି ହିନ୍ଦୀ କ୍ରାଇମ-ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମ ‘କବୀର ସିଂହ’ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଟି-ସିରିଜ ଏହାର ପ୍ରଯୋଜନା…
‘ଆର୍ଆର୍ଆର୍’ ଫିଲ୍ମ ପାଇଁ ଆଲିଆ ନେଇଛନ୍ତି ଏତିକି କୋଟି
ମୁମ୍ବାଇ: ଫିଲ୍ମ ‘ଆର୍ଆର୍ଆର୍’ ସମଗ୍ର ବିଶ୍ୱରେ ଜବରଦସ୍ତ ରେକର୍ଡ କରିଛି। ଏହି ଫିଲ୍ମଟି ପ୍ରଥମ ଦିନରେ ୨୫୭ କୋଟି ବ୍ୟବସାୟ କରିଥିଲା। ଏଥିରେ ଅତିଥି କଳାକାର ଭାବେ ଅଭିନୟ କରିଥିବା ସୁପରଷ୍ଟାର ଅଜୟ ଦେବଗନ ୨୫ କୋଟି ଟଙ୍କା ନେଇଥିବା ବେଳେ…
ଟାଇମ୍ ମାଗାଜିନରେ ପୁଣି ସ୍ଥାନ ପାଇ ରେକର୍ଡ କଲେ ଦୀପିକା
ମୁମ୍ବାଇ: ଦୀପିକା ପାଦୁକୋନ ବଲିଉଡ ଜଗତରେ ଜଣେ ଆଗଧାଡିର ନାୟିକା । ଯିଏ ନିଜର ଅଭିନୟରେ ବକ୍ସ ଅଫିସରେ ହଙ୍ଗାମା କରନ୍ତି । କିଛି ହିଟ ମୁଭି ଭେଟି ଦେଇଥିବା ଦୀପିକା ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ…
Archives


