ବିବାହର ୧୧ ବର୍ଷ ପରେ ମା’ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ମା’ ହୋଇଛନ୍ତି। ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦେବିନାଙ୍କ ସ୍ବାମୀ ତଥା ଅଭିନେତା ଗୁରୁମିତ ଚୌଧୁରୀ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏପ୍ରିଲ ୩ରେ ଦେବିନା ଏକ ଝିଅ ଜନ୍ମ ଦେଇଥିଲେ। ଗୁରୁମିତ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବରକୁ ଅତି ସୁନ୍ଦର ଭାବରେ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ପ୍ରଥମେ ଗୁରୁମିତଙ୍କ ହାତ ଖୋଲଛି, ତା’ପରେ ଦେବିନାଙ୍କ ହାତ ଏବଂ ଶେଷରେ କୁନି ଝିଅର ହାତ ଦେଖିବାକୁ ମିଳିଛି। ଦେବିନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଥିଲେ। ସେ ତାଙ୍କ ଗର୍ଭଧାରଣ ଯାତ୍ରାକୁ ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ଏହା ବ୍ୟତୀତ, ଗର୍ଭାବସ୍ଥାରେ ଦେବିନାଙ୍କ ହେଡଷ୍ଟାଣ୍ଡର ଏକ ଫଟୋ ଭାଇରାଲ ହୋଇଥିଲା।
ଗୁରୁମିତ ଏବଂ ଦେବିନା ୨୦୧୧ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ଡେଟ କରିଥିଲେ। ଉଭୟ ସିରିଏଲ ‘ରାମାୟଣ’ର ସେଟରେ ପରସ୍ପରକୁ ଭେଟିଥିଲେ। ଯେଉଁଥିରେ ଗୁରୁମିତ ରାମ ଏବଂ ଦେବିନା ସୀତା ଭୂମିକାରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ସେଟ୍‌ରେ କାହିଁକି କାନ୍ଦିଥିଲେ ଏହି ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର...

ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର...

ବୋଲ୍ଡ ନଜରରେ ସାରା

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ସାରା, କାର୍ତ୍ତିକ ଆର୍ୟନ ଏବଂ...

କୌଣସି ହୋଟେଲ୍‌ରେ ନୁହେଁ, ଘର ଛାତରେ ବିବାହ କରିଥିଲେ ଅଜୟ

ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନଙ୍କ ଆଜି ଜନ୍ମଦିନ। ବଲିଉଡର ସିଙ୍ଘମ କୁହାଯାଉଥିବା ଅଜୟ ୨ ଏପ୍ରିଲରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟର...

ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି...

ବୈବାହିକ ଜୀବନର ଖୁସିରେ ରହିବା ପାଇଁ ଜୟା ବଚ୍ଚନ ନେଇଥିଲେ ଏମିତି ନିଷ୍ପତ୍ତି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଦମ୍ପତ୍ତି। ବିବାହର ଏବେ ବର୍ଷ ପରେ ଉଭୟ ନିଜ ସମ୍ପର୍କକୁ ମଜଭୁତ...

ପ୍ରେମ ତୋର ଲାଗେ ଗୁମସୁମ ରିଲିଜ୍‌

ଗଞ୍ଜାମ,୧୮।୨: ଓଡ଼ିଆ ଆଲବମ ପ୍ରେମ ତୋର ଲାଗେ ଗୁମସୁମ ବୁଧବାର ରିଲିଜ ହୋଇଛି। ଗଞ୍ଜାମର ଦୁର୍ଗାଦେବୀ ସାହିର ଝିଅ ରାନୀ ପାଢ଼ୀ ଏହି ଓଡ଼ିଆ ଆଲବମରେ...

ଏକଦା ସଲ୍‌ମାନଙ୍କୁ ସେକ୍ସିଏଷ୍ଟ ବ୍ୟକ୍ତି ବୋଲି କହିଥିଲେ ଏହି ଅଭିନେତ୍ରୀ : ଏବେ ମୁହଁ ଚାହିଁବାକୁ ବି ପସନ୍ଦ ନାହିଁ

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିଷେକଙ୍କ ସ୍ତ୍ରୀ, ତାଙ୍କର ଏକ ଝିଅ ଅଛି। ତେବେ ଏପରି ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ନାମ...

Advertisement
Archives

Model This Week