‘ଗ୍ରାମୀ ପୁରସ୍କାର’: ‘ଲିଭ୍‌ ଦ ଡୋର୍‌ ଓପନ୍‌’ ସର୍ବଶ୍ରେଷ୍ଠ ଗୀତ

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ସଙ୍ଗୀତ ପୁରସ୍କାର ‘ଗ୍ରାମୀ ପୁରସ୍କାର’ ଲସ ଭେଗାସର ଏମ୍‌ଜିଏମ୍‌ ଗ୍ରେଟ ଗାର୍ଡେନ ଆରେନାରେ ଅନୁଷ୍ଠିତ ହୋଇଯାଇଛି। ଏହି ରଙ୍ଗୀନ ସମାରୋହରେ ଗୀତ ‘ଲିଭ୍‌ ଦ ଡୋର୍‌ ଓପନ୍‌’ ଗୀତ ଚଳିତ ବର୍ଷର ଗ୍ରାମୀ ପୁରସ୍କାର ପାଇଛି । ଏହି ଗୀତଟିକୁ ଆମେରିକାର ପ୍ରସିଦ୍ଧ ଗାୟକ ବ୍ରୁନୋ ମାର୍ସ ଏବଂ ଆଣ୍ଡରସନ ପାକ ରଚନା କରିଛନ୍ତି। ଗ୍ରାମୀ ପୁରସ୍କାର ସମାରୋହ ଚଳିତ ବର୍ଷ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କରୋନା ସଂକ୍ରମଣ ହେତୁ ଏହି ପୁରସ୍କାର ସମାରୋହକୁ ସ୍ଥଗିତ ରଖାଯାଇଥିଲା। ୧୯୫୯ ପରଠାରୁ ସଙ୍ଗୀତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ।

ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା

ବର୍ଷର ସର୍ବଶ୍ରେଷ୍ଠ ଗୀତ – ‘ଲିଭ୍‌ ଦ ଡୋର୍‌ ଓପନ୍‌’

ସର୍ବଶ୍ରେଷ୍ଠ ରକ ପ୍ରଦର୍ଶନ – ଫୁ ଫାଇଟର୍ସ

ସର୍ବଶ୍ରେଷ୍ଠ କଣ୍ଟ୍ରି ଆଲବମ – ଷ୍ଟାର୍ଟିଙ୍ଗ ଓଭର୍‌

ସର୍ବଶ୍ରେଷ୍ଠ ପ୍ରୋଗ୍ରେସିଭ୍‌ ଆଲବମ – ଲକି ଡେ’

ସର୍ବଶ୍ରେଷ୍ଠ ରାପ ଗୀତ – କେନ୍ବେ ୱେଷ୍ଟ

ସର୍ବଶ୍ରେଷ୍ଠ କୋରଲ ପ୍ରଦର୍ଶନ – ଗୁସ୍ତାଭୋ ଡୁଡାମେଲ, ଗ୍ରାଣ୍ଟା ଗେଶନ, ଲୁକ ମ୍ୟାକଡାରଫର୍‌

ସର୍ବଶ୍ରେଷ୍ଠ କ୍ଲାସିକାଲ୍‌ କଣ୍ଟେମ୍ପୋରାରି କମ୍ପୋଜିସନ୍‌ – କାରୋଲିନ ଶ

ସର୍ବଶ୍ରେଷ୍ଠ ସଂଗୀତ ଶିକ୍ଷକ – ଷ୍ଟିଫେନ କକ୍ସ

ବର୍ଷର ସର୍ବଶ୍ରେଷ୍ଠ ସଙ୍ଗୀତ ନିମାତା – ଜ୍ୟାକ ଆଣ୍ଟୋନ୍ଫ

ସର୍ବଶ୍ରେଷ୍ଠ ପପ ସୋଲୋ ପ୍ରଦର୍ଶନ – ଅଲିଭିଆ ରୋଡ୍ରିଗୋ

ସର୍ବଶ୍ରେଷ୍ଠ ନୃତ୍ୟ/ ଇଲେକ୍ଟ୍ରୋନିକ୍‌ ରେକର୍ଡିଂ – ରୁଫୁଜ ଡୁ ସୋଲ

ଟ୍ରାଡିସନାଲ୍‌ ପପ ଆଲବମ – ଲଭ୍‌ ଫର୍‌ ସେଲ୍‌

ସର୍ବଶ୍ରେଷ୍ଠ ପପ ଗାୟକ ଆଲବମ – ଲଭ୍‌ ଫର୍‌ ସେଲ୍‌

ସର୍ବଶ୍ରେଷ୍ଠ ଶିଶୁ ଆଲବମ – ଫାଲୁ

ସର୍ବଶ୍ରେଷ୍ଠ ନୂତନ କଳାକାର – ଅଲିଭିଆ ରୋଡ୍ରିଗୋ

ସର୍ବଶ୍ରେଷ୍ଠ ରକ ଆଲବମ – ଫୁ ଫାଇଟର୍ସ

ସର୍ବଶ୍ରେଷ୍ଠ ରକ ଗୀତ – ଫୁ ଫାଇଟର୍ସ


Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?