ହସ୍ପିଟାଲରୁ ପ୍ରଥମ ଫଟୋ ଶେୟାର କଲେ କମେଡି କୁଇନ୍
ମୁମ୍ବାଇ: ମା’ ହେବା ଜୀବନର ସବୁଠାରୁ ବିଶେଷ ଅନୁଭବ। ୯ ମାସ ପର୍ଯ୍ୟନ୍ତ ଶିଶୁକୁ ଗର୍ଭରେ ଧାରଣ କରି ଯେତେବେଳେ ମା’ ନିଜ ସନ୍ତାନକୁ ଜନ୍ମ ଦିଏ ଏହା ମହିଳାମାନଙ୍କର ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ। ନିକଟରେ ଲକ୍ଷ ଲକ୍ଷ ଲୋକଙ୍କ…
ଫିଲ୍ମ ‘ସାଥିଆ’ର ରିମେକ୍ କରିବେ ରଣବୀର-ଆଲିଆ!
ଅଭିନେତା ବିବେକ୍ ଓବରୋଇ ବଲିଉଡ୍ ଇଣ୍ଡଷ୍ଟ୍ରିରେ ୨୦ବର୍ଷ ପୂରଣ କରିସାରିଛନ୍ତି। ନିକଟରେ ବିବେକ୍ ଏକ ସାକ୍ଷାତକାରରେ ତାଙ୍କର ସ୍ମରଣୀୟ ଫିଲ୍ମ ଏବଂ ସେ କେବେଠୁ ଫିଲ୍ମ କ୍ୟାରିୟରରେ ଯାତ୍ରା ଆରମ୍ଭ କରିଥିଲେ ତାହା ପ୍ରକାଶ କରିଥିଲେ। ତାଙ୍କୁ ସାକ୍ଷାତକାରରେ ପଚରାଯାଇଥିଲା କି,…
ଗୀତିକାର ମାୟା ଗୋବିନ୍ଦଙ୍କର ପରଲୋକ
ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ଗୀତିକାର ମାୟା ଗୋବିନ୍ଦଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ସେ ତାଙ୍କ ପୁଅ ଅଜୟଙ୍କ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଜୁହୁସ୍ଥିତ ପୱନ…
ଧ୍ୟାନଚାନ୍ଦଙ୍କର ବାୟୋପିକ୍ରେ ନଜର ଆସିବେ ଈଶାନ,ଜାଣନ୍ତୁ କେବେଠୁ ଆରମ୍ଭ ହେବ ଶୁଟିଂ
ପ୍ରଡ୍ୟୁସର ରୋନି ସ୍କୃବାଲା ୨୦୨୦ ଡିସେମ୍ବରରେ ଘୋଷଣା କରିଥିଲେ କି ଅଭିଷେକ ଚୋବେ ହକି ତାରକା ଧ୍ୟାନଚାନ୍ଦଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରିବେ । ଏହି ଫିଲ୍ମରେ ଧ୍ୟାନଚାନ୍ଦଙ୍କ ଭୂମିକାରେ ଈଶାନ ଖଟ୍ଟର ନଜର ଆସିବେ। ବର୍ତ୍ତମାନ ଏହାକୁ ନେଇ…
ସୁଇଜରଲ୍ୟାଣ୍ଡରେ ହନିମୁନ
ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । କିଛିବର୍ଷ ହେବ ଏମାନେ ବିବାହ କରିବା କଥା ଆଲୋଚନା ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲରେ କୁଆଡେ ଏମାନେ…
ହେମା ମାଳିନୀଙ୍କୁ ବିବାହ କରିବା ପାଇଁ ମନ୍ଦିର ନେଇ ଯାଇଥିଲେ ଜିତେନ୍ଦ୍ର
ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ଚକୋଲେଟ ଅଭିନେତା ଜିତେନ୍ଦ୍ର ଆଜି ୮୦ ବର୍ଷରେ ପଦାର୍ପଣ କରୁଛନ୍ତି। ସେ ଏପ୍ରିଲ ୭, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଜିତେନ୍ଦ୍ରଙ୍କୁ ବଲିଉଡର ‘ଜମ୍ପିଂ ଜ୍ୟାକ’ କୁହାଯାଏ। ସେ ୬୦ ଦଶକରୁ ୯୦ ଦଶକରେ ଅନେକ ହିଟ୍…
ସୋନୁ ସୁଦଙ୍କୁ ବିୟର ମାଗିଲେ ଜଣେ ବ୍ୟକ୍ତି, ଜବାବରେ ମିଳିଲା…
ବଲିଉଡ୍ ଅଭିନେତା ସୋନୁ ସୁଦ ତାଙ୍କର ଉଦାରତା ପାଇଁ ସାରା ଦେଶରେ ପ୍ରସିଦ୍ଧ। ସେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ। ଆଜି ବି ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ସାହାଯ୍ୟ ମାଗନ୍ତି, ସୋନୁ ମଧ୍ୟ…
ବିବାହ କାର୍ଡରେ ‘କଶ୍ମୀର ଫାଇଲ୍ସ’
ନିକଟରେ ରିଲିଜ୍ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଥମୁନି। ୯୦ ଦଶକରେ ଜମ୍ମୁକଶ୍ମୀରରେ କଶ୍ମୀରୀ ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି। ଏହି ଫିଲ୍ମ ରିଲିଜ୍ ପରଠାରୁ ଅନେକ ବିବାଦର ସମ୍ମୁଖୀନ…
ଶ୍ୱେତାଙ୍କ ଗେହ୍ଲିଙ୍କ ପ୍ରେମରେ ପଡ଼ିଛନ୍ତି ଇବ୍ରାହିମ
ବମ୍ବେ: ବଲିଉଡ୍ ଅଭିନେତ୍ରୀ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ପଡ଼ିଛନ୍ତି ପ୍ରେମରେ। ଟେଲି ପରଦାର ହିଟ୍ ନାୟିକା ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକଙ୍କୁ ଡେଟ୍ କରୁଛନ୍ତି ସେ। ଉଭୟଙ୍କୁ ଏକାଠି ଡିନର୍ ଡେଟ୍ରେ ଯାଉଥିବା ଦେଖାଯାଇଛି। ହେଲେ…
ହ୍ରିତିକଙ୍କ ପରେ ସମ୍ପର୍କ ଉପରେ ମୋହର ମାରିଲେ ସୁଜୈନ
ବମ୍ବେ: ପରସ୍ପରଠାରୁ ଅଲଗା ହେବା ପରେ ଜୀବନରେ ଆଗକୁ ବଢ଼ିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସ୍ତ୍ରୀ ସୁଜୈନ ଖାନ୍। ଏବେ ଉଭୟ ନିଜ ନିଜର ସାଥୀ ଖୋଜି ନେଇଛନ୍ତି। ମଙ୍ଗଳବାର ହ୍ରିତିକ୍ ପ୍ରେମିକା ସବା ଆଜାଦଙ୍କ ହାତ ଧରି…
ବୋଲ୍ଡ ଲୁକ୍ରେ ସାରା
ମୁମ୍ବାଇ: ସୈଫ୍ ଅଲ୍ଲୀଙ୍କ ଲଳନା ସାରା ଅଲ୍ଲୀ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଟ୍ୟାଙ୍କ୍ ଟପ୍ ଏବଂ ଶର୍ଟ ପିନ୍ଧି ବୋଲ୍ଡ ଲୁକ୍ରେ ନଜର ଆସିଛନ୍ତି। ସେ ବ୍ୟାୟାମ କରିବା ପାଇଁ ମୁମ୍ବାଇର ନମ୍ରତା ପୁରୋହିତଙ୍କ…
‘ହଠାତ୍ ଟଙ୍କା ଦେଖି ନିଜକୁ ସେଲିବ୍ରିଟି ବୋଲି ଭାବିଥିଲି’
ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଆକାଶରେ ନ ଉଡି, ମାଟି ସହ ଯୋଡ଼ି ହୋଇ ରହିବା ଉଚିତ। ଦୁର୍ଘଟଣାର ଶିକାର ହେବା ପରେ ଏହି ଉକ୍ତିର ମର୍ମକୁ ବୁଝିପାରିଛନ୍ତି ଇଣ୍ଟରନେଟ୍ ସେନ୍ସେଶନ ଭୁବନ ବାଦ୍ୟାକର। ଏକଦା ଘର ଘର ବୁଲି ବାଦାମ…
Archives


