ବିବାହ କାର୍ଡରେ ‘କଶ୍ମୀର ଫାଇଲ୍ସ’

ନିକଟରେ ରିଲିଜ୍‌ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଥମୁନି। ୯୦ ଦଶକରେ ଜମ୍ମୁକଶ୍ମୀରରେ କଶ୍ମୀରୀ ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି। ଏହି ଫିଲ୍ମ ରିଲିଜ୍‌ ପରଠାରୁ ଅନେକ ବିବାଦର ସମ୍ମୁଖୀନ ହୋଇଛି, କିନ୍ତୁ ଏହା ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଲୋକମାନେ ଏହି ଫିଲ୍ମକୁ ଦେଖିବା ପାଇଁ ପରସ୍ପରକୁ ସଚେତନ କରୁଛନ୍ତି।
କିଛି ଦିନ ପୂର୍ବରୁ, ଜଣେ ପଇଡ଼ ବିକ୍ରେତା ଫିଲ୍ମର ଟିକେଟ ଦେଖାଇଲେ ମାଗଣା ପଇଡ଼ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏବେ ଏକ ବିବାହ କାର୍ଡରେ କଶ୍ମୀର ଫାଇଲ୍ସର ଷ୍ଟିକର୍‌ ଲଗାଯାଇ ତିନୋଟି ପଏଣ୍ଟରେ ଏହି ଫିଲ୍ମ ଦେଖିବାର କାରଣ ଦିଆଯାଇଛି। ବିବେକ ଅଗ୍ନିହୋତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି କାର୍ଡର ଫଟୋ ଶେୟାର କରି ଲେଖିଛନ୍ତି ଯେ, କାର୍ଡ ପଛରେ ‘କଶ୍ମୀର ଫାଇଲ୍ସ’ ଷ୍ଟିକର ଅଛି। ଯେଉଁ ବିବାହ କାର୍ଡ ବିବେକ ଶେୟାର କରିଛନ୍ତି, ତାହା ରାହୁଲ ଏବଂ ଶିବାନୀଙ୍କ ବିବାହ କାର୍ଡ। ଫିଲ୍ମର ଷ୍ଟିକର ସହିତ ଏହା ପଛରେ ତିନୋଟି ପଏଣ୍ଟ ଲେଖାଯାଇଛି। ଷ୍ଟିକରରେ ଏହା ଲେଖାଯାଇଛି ଯେ କଶ୍ମୀର ଫାଇଲ୍ସ ଏକ ଚମତ୍କାର କରିଦେଇଛି। ପ୍ରଥମ- ଏହି ଫିଲ୍ମ ଦେଶକୁ ଜାଗ୍ରତ କରିଛି। ଦ୍ୱିତୀୟ- ଏହା ସୀମା ଆତଙ୍କବାଦ ସହିତ ଜଡିତ, ଦେଶ ମଧ୍ୟରେ ହୋଇଥିବା ଷଡଯନ୍ତ୍ରର ଖୁଲାସା କରିଛି। ତୃତୀୟ- ଏହି ଫିଲ୍ମ ସେହି ପୀଡିତମାନଙ୍କୁ ସାମ୍ନାକୁ ଆଣିଛି, ଯେଉଁମାନେ କଶ୍ମୀରୀ ହିନ୍ଦୁମାନଙ୍କ ସହ ଏକାଠି ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ରେ ଝାଡୁ କରୁଥିବା ଯୁବକ ଏବେ ପ୍ରତିଯୋଗୀ: ତାଙ୍କ ସ୍ବର ଶୁଣି କାନ୍ଦିପକାଇଲେ ଜଜ୍‌

ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’‘ଇଣ୍ଡିଆନ୍‌ ଆଇଡଲ୍‌’ର ଆଗାମୀ ସିଜିନ୍‌ ଏବେ ଚର୍ଚ୍ଚାରେ ରହିଛି। ଏଥର ଶୋ’ରେ ବହୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଶୋ’ର...

ପିଲାଦିନେ ଭାଇକୁ ଚିଡ଼ାଉଥିଲେ, ବିବାହ ପୂର୍ବରୁ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ସୋସିଆଲ ମିଡିଆରେ ତାଙ୍କ ପିଲାଦିନର ଏକ ଫଟୋ ଶେୟାର କରିଛନ୍ତି। ସେ କ୍ୟାପଶନ ଲେଖିଛନ୍ତି, ଉଦୟପୁରରେ ମୋ’ ଭାଇଙ୍କ...

ରିଲ୍‌ରେ ଦେଖାଦେବେ ରିୟଲ ଲାଇଫ୍‌ର ପିତାପୁତ୍ର ଯୋଡି

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖୁବ୍‌ କମ୍‌ ସମୟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଟାଇଗର ଶ୍ରଫ ଏବେ ତାଙ୍କ ଆଗାମୀ ଫିଲ୍ମ ‘ବାଗି...

ବିଜୟ ନୁହନ୍ତି ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ରଶ୍ମିକା, କରିଥିଲେ ନିର୍ବନ୍ଧ…

ବମ୍ବେ: ଭାରତର ‘ନ୍ୟାଶନାଲ କ୍ରସ’ ରଶ୍ମିକା ମନ୍ଦାନାଙ୍କ ପାଇଁ ଆଜିର ଦିନ ବହୁତ ଖାସ୍‌। କାରଣ ୧୯୯୬ ମସିହା ଆଜିର ଦିନରେ କର୍ନାଟକର ବିରାଜପେଟରେ ଜନ୍ମଗ୍ରହଣ...

ରିଲ୍‌ ଲାଇଫ୍‌ରେ ସଫଳ ଥିବା ରୀନା ରାୟ ରିୟଲ ଲାଇଫ୍‌ରେ ରହିଥିଲେ ଅସଫଳ…

ମୁମ୍ବାଇ,୭।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟଙ୍କୁ ଗୁରୁବାର ୬୩ ବର୍ଷ ପୂରିଛି। ସେ ୬୪ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ...

ବେଡ୍‌ରୁମ୍‌ରେ ସ୍ତ୍ରୀଙ୍କ ଏହି ଅଭ୍ୟାସ ପସନ୍ଦ କରନ୍ତି ନାହିଁ ଶାହିଦ କପୁର

ବଲିଉଡ୍‌ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କେବଳ ସେ ନୁହେଁ, ତାଙ୍କ ସ୍ତ୍ରୀ ମୀରା ରାଜପୁତ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି...

ଯାହା କରିବାକୁ ଇଚ୍ଛା ନ ଥିଲା ତାହା ବି କରିଛନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ରେ ନାୟିକା ହେବାର ସ୍ୱପ୍ନ ଦେଖୁଥିବା ଅନେକ ଅଭିନେତ୍ରୀ ବିଭିନ୍ନ ପ୍ରକାର ଉତ୍‌ଥାନ ପତନ ଦେଇ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ କେହି କେହି...

ରିଲିଜ ହେଲା ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଶୁକ୍ରବାର ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ...

Advertisement
Archives

Model This Week