ଶ୍ୱେତାଙ୍କ ଗେହ୍ଲିଙ୍କ ପ୍ରେମରେ ପଡ଼ିଛନ୍ତି ଇବ୍ରାହିମ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ପଡ଼ିଛନ୍ତି ପ୍ରେମରେ। ଟେଲି ପରଦାର ହିଟ୍‌ ନାୟିକା ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକଙ୍କୁ ଡେଟ୍‌ କରୁଛନ୍ତି ସେ। ଉଭୟଙ୍କୁ ଏକାଠି ଡିନର୍‌ ଡେଟ୍‌ରେ ଯାଉଥିବା ଦେଖାଯାଇଛି। ହେଲେ କ୍ୟାମେରା ସମ୍ମୁଖରେ ସେମାନେ ମୁହଁ ଲୁଚାଇ ଦେଉଛନ୍ତି। ଏଥିରୁ ଏବେ ସେମାନେ ସମ୍ପର୍କ ସ୍ପଷ୍ଟ କରିବାକୁ ଚାହୁଁ ନ ଥିବା କୁହାଯାଉଛି। ହେଲେ ବଲିଉଡର ନୂଆ ଲଭବାର୍ଡ ଭାବେ ଉଭୟଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନମୋଲ ଅମ୍ବାନୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଜୟା ବଚ୍ଚନ

ମୁମ୍ବାଇ: ବର୍ତ୍ତମାନ ବିବାହ ଋତୁ ଚାଲିଛି। ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବିଶିଷ୍ଟ ଶିଳ୍ପପତି ଅନିଲ...

ଫିସ୍‌ ବଢାଇଲେ ଶାହିଦ

ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଜର୍ସି’ ରିଲିଜ ହୋଇଥିଲା। ଯାହାକି...

କନ୍ୟା ସନ୍ତାନଙ୍କ ପାଦ ଧୋଇଦେଲେ ଶିଳ୍ପା

ମୁମ୍ବାଇ: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମହାମାୟା । ଅକ୍ଟୋବର ୨୪ରେ ସାରା ଦେଶରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । ଏହି ଅବସରରେ ମହାଗୌରୀଙ୍କର...

ଶୁଟିଂ ସେଟ୍‌କୁ ଫେରିଲେ ଆମିର

ଅଙ୍କାରା,୧୦।୮: ସାରା ବିଶ୍ୱରେ ଘରେ ଘରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱରେ ଲକ୍‌ଡାଉନ ଘୋଷଣା କରାଯାଇଥିବା...

ନୂଆ ଫିଲ୍ମର ଫାଷ୍ଟ ଲୁକ ଶେୟାର କଲେ ଅଜୟ

ମୁମ୍ବାଇ: ବଲିଉଡ ମୁଭି ‘ଦୃଶ୍ୟମ’ର ସକ୍‌ସେସ ପରେ ଅଜୟ ଦେବଗନ ‘ଦୃଶ୍ୟମ ୨’କୁ ନେଇ ହାଜର ହେବାକୁ ଯାଉଛନ୍ତି । ମୁଭିକୁ ନେଇ ଦର୍ଶକଙ୍କ ମନରେ...

ଜାଣନ୍ତୁ ଆଶୀର୍ବାଦ ଦେବାପାଇଁ ପହଞ୍ଚି ଥିବା କିନ୍ନରଙ୍କୁ କେତେ ଟଙ୍କା ଦେଲେ ରଣବୀର-ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହକୁ ନେଇ ପ୍ରାୟ ସମସ୍ତେ ବେସ ଖୁସି...

ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଲା ‘ନାଟୁ ନାଟୁ’ ଗୀତ

ସାକ୍ରାମେଣ୍ଟୋ,୧୧।୧: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସୁପରହିଟ୍‌ ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା...

ପ୍ରିୟଙ୍କା ନୁହଁନ୍ତି, ଏହି ଅଭିନେତ୍ରୀ ହେଉଛନ୍ତି ନିକ୍‌ଙ୍କ ପ୍ରଥମ ପ୍ରେମିକା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ବିବବାକୁ ଆଜି ୨ ବର୍ଷ ହୋଇଯାଇଛି। ଆଜିର ଦିନରେ ଅର୍ଥାତ୍‌ ୧-୨ ଡିସେମ୍ବର, ୨୦୧୮ରେ ଏହି...

Advertisement
Archives

Model This Week