ମନୋରଞ୍ଜନ

ବଢ଼ିଛି ଆତ୍ମବିଶ୍ୱାସ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଖାତନାମା ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କୁ ଆଉ କୌଣସି ପ୍ରକାର ଅଭିନୟ କରିବାକୁ ଡର ନାହିଁ। ଏକ ସାକ୍ଷାତ୍‌କାରରେ ସେ ଏ କଥା କହିଛନ୍ତି । ତେବେ ଏହା ପଛର କାରଣ ହେଉଛି ସୁପରହିଟ୍‌ ଫିଲ୍ମ…

ରିଲିଜକୁ ୪ ସପ୍ତାହ ପରେ ବି କମିନି କେଜିଏଫ୍‌ -୨ କ୍ରେଜ୍‌

ଫିଲ୍ମ କେଜିଏଫ୍‌ -୨ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହିଛି। ଫିଲ୍ମ ରିଲିଜକୁ ୪ ସପ୍ତାହ ହୋଇଥିଲେ ସୁଦ୍ଧା ଏହାର କ୍ରେଜ୍‌ କମି ନାହିଁ। ଫିଲ୍ମଟି ୧୦୦ କୋଟି, ୨୦୦କୋଟିକୁ ଅତିକ୍ରମ କରି ବର୍ତ୍ତମାନ ୪୦୦କୋଟି କ୍ଲବ୍‌ରେ ସାମିଲ ହୋଇଛି । ବିଶେଷ…

‘ଆଦିପୁରୁଷ’ ପରେ ହରର୍‌ ଫିଲ୍ମରେ ନଜର ଆସିବେ ପ୍ରଭାସ

ସୁପରଷ୍ଟାର ପ୍ରଭାସ ସାଉଥ୍‌ ଫିଲ୍ମର ଜଣେ ଜଣାଶୁଣା ଅଭିନେତା। ‘ବାହୁବଳୀ’ପରେ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ ଲାଗୁଛି। ‘ଆଦିପୁରୁଷ’ ପରେ ପ୍ରଭାସ ଅନ୍ୟ ଏକ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ଖବର ସାମ୍ନାକୁ ଆସିଛି ଯେ, ସେ…

ଗିରଫ ହେବେ ମାଲାୟାଲମ ଅଭିନେତା

ଯୌନ ନିର୍ଯାତନା ଅଭିଯୋଗରେ ମାଲାୟାଲମ ଅଭିନେତା ବିଜୟ ବାବୁ ଗିରଫ ହେବେ । ଏର୍ଣ୍ଣାକୁଲମର ଏକ ଲୋକାଲ କୋର୍ଟ ଅଭିଯୁକ୍ତ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସଜାରି ପାଇଁ କୋର୍ଟ…

ବଲିଉଡରେ ସଞ୍ଜୁ ବାବାଙ୍କ ୪୧ ବର୍ଷ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍‌ରେ ୪୧ ବର୍ଷ ପୂରଣ କରିଛନ୍ତି । ଦର୍ଶକଙ୍କୁ ଅନେକ ହିଟ୍ ମୁଭି ଭେଟି ଦେଇଥିବା ଏହି କାଳକାର ପରଦା ଉପରେ କେତେବେଳେ ହିରୋ ତ ପୁଣି କେତେବେଳେ ଖଳନାୟକ ଭାବେ ଦର୍ଶକଙ୍କ ମନୋରଞ୍ଜନ…

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ ଟ୍ରେଲର୍‌ ରିଲିଜ୍‌

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ୍‌ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରଶଂସକ ମଧ୍ୟ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଜି ଫିଲ୍ମର ଧମାକାଦାର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର୍‌ରେ ଅକ୍ଷୟ କୁମାର…

ସୋନାକ୍ଷୀଙ୍କ ନିର୍ବନ୍ଧ ଶେଷ!

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ସେ ଅଭିନେତା ଜାହିର ଇକବାଲଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ଯଦିଓ ଉଭୟ ଏନେଇ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଦୁହିଁଙ୍କୁ ଅନେକଥର ଏକାଠି ଦେଖିବାକୁ…

୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଲା ପିସିଙ୍କ ଝିଅ. ଫାଷ୍ଟ ଲୁକ୍ ଶେୟାର କଲେ ଦମ୍ପତି

ମୁମ୍ବାଇ: ମଦର୍ସ ଡେ’ ସମସ୍ତ ମାଆ ଓ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ହେଲେ ଚଳିତ ବର୍ଷ ଏହି ଦିନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଏକ ଭିନ୍ନ ଅନୁଭୁତି ଆଣି ଦେଇଛି । ଝିଅ ମାଳତୀ ମେରି…

‘ଓଡ଼ିଶାରେ ସବୁଦିନ ରହିବାକୁ ଇଚ୍ଛା’

ଭୁବନେଶ୍ୱର,୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଜନତା ମଇଦାନରେ ଓଡ଼ିଶା ଓମେନ୍ସ ମେଳା-୨୦୨୨ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ ଓଡ଼ିଶା ଆସିଛନ୍ତି ଅର୍ଜୁନ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଥିଲେ।…

ଭାବପ୍ରବଣ ହେଲେ ଜାହ୍ନବୀ

ଆଜି ମଦର୍ସ ଡେ’। ମା’ଙ୍କ ପାଇଁ ଦିନଟିଏ। ଏହି ଅବସରରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ନିଜ ମା’ଙ୍କୁ ମନେ ପକାଇଛନ୍ତି। ଏଥିରେ ସାମିଲ ଅଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ଏହି ବିଶେଷ ଦିନରେ ଜାହ୍ନବୀ ମା’ ଶ୍ରୀଦେବୀଙ୍କ ସହିତ ପିଲାଦିନରେ…

ମଦର୍ସ ଡେ’ରେ ପୁଅର ପ୍ରଥମ ଝଲକ ଦେଖାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ମା’ଙ୍କ ପାଇଁ ଏହି ସ୍ବତନ୍ତ୍ର ଦିନଟିକୁ ଅଭିନେତ୍ରୀ କାଜଲ ଆହୁରି ସ୍ପେଶାଲ କରିଦେଇଛନ୍ତି। କାଜଲ ତାଙ୍କ ପ୍ରଶଂସକମାନଙ୍କୁ ପୁଅ ନୀଲ କିଚ୍‌ଲୁଙ୍କ ପ୍ରଥମ ଝଲକ ଦେଖାଇଛନ୍ତି। ଗତ ମାସରେ ସେ…

ରିଲିଜ୍ ପୂର୍ବରୁ ରେକର୍ଡ କଲା ଆଲିଆ-ରଣବୀରଙ୍କ ଏହି ମୁଭି

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଅଭିନୀତ ମୁଭି ‘ବ୍ରହ୍ମାସ୍ତ୍ର’ କିଛି ବର୍ଷ ହେଲା ଚର୍ଚ୍ଚାରେ ରହିଛି । ଏବେ ଏହାର ରିଲିଜକୁ ଦର୍ଶକେ ଉତ୍ସୁକତାର ଓ ଅପେକ୍ଷା ରଖିଛନ୍ତି । ଇତିମଧ୍ୟରେ ଏହି ଷ୍ଟାର କପୁଲଙ୍କର ବିବାହ ସରିଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?