ବିଦେଶ ଯିବାକୁ ଅନୁମତି ମାଗିଲେ ଜ୍ୟାକଲିନ
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ ମନି ଲଣ୍ଡରିଂ ମାମଲାରେ ଆସିବା ପରେ ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଜ୍ୟାକଲିନ ଆବୁଧାବିରେ ଆୟୋଜିତ ହେବାକୁ ଥିବା ଆଇଫା ପୁରସ୍କାରରେ ଯୋଗଦେବେ। ଏଥିପାଇଁ ସେ ୧୫ ଦିନ ବିଦେଶ ଯାତ୍ରା…
ଏହି ମିଷ୍ଟ୍ରି ଗର୍ଲଙ୍କ ପ୍ରେମରେ ମୁନାଓ୍ବାର ଫାରୁକି
ବମ୍ବେ: ଲକ୍ ଅପ୍ ଶୋ’ ଜିତିବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମୁନାଓ୍ବାର ଫାରୁକି। ପ୍ରଥମେ ଶୋ’ର ସଫଳତାକୁ ନେଇ ଦିଆଯାଇଥିବା ପାର୍ଟିରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ସହ ସେ ନଜର ଆସିଥିଲେ। ଏବେ ସେ ନାଜିଲା ସିତାଶୀ…
ବଲିଉଡ୍ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ କହୁଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ଏତିକି ଟଙ୍କା
ଆଜିକାଲି ଭାରତୀୟ ସିନେମାରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରିର ଯୁଦ୍ଧ ଦେଖିବାକୁ ମିଳୁଛି। ଏହି ବିବାଦ ଉପରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନିଜ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ହିନ୍ଦୀ ଫିଲ୍ମରେ କାମ କରିବାକୁ ସେ ସମ୍ପୂର୍ଣ୍ଣ…
ମଲାଇକାଙ୍କ ପୂର୍ବରୁ ସଲମାନଙ୍କ ଉଭଣୀଙ୍କୁ ଡେଟ୍ କରିଥିଲେ ଅର୍ଜୁନ କପୁର, ୨ ବର୍ଷ ଧରି…
ବମ୍ବେ: କିଛି ବର୍ଷ ଧରି ବୋଲ୍ଡ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍ କରିଆସୁଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ କପୁର। ଉଭୟଙ୍କୁ ବି-ଟାଉନ୍ର ସବୁଠାରୁ ହଟ୍ ଯୋଡ଼ି ବୋଲି କୁହାଯାଉଛି। ଉଭୟ ପ୍ରଥମେ ଏକାଠି ବିଭିନ୍ନ ପାର୍ଟିରେ ନଜର ଆସିବା ପରେ ସୋସିଆଲ…
ଦୀପିକାଙ୍କ ଟାଟୁ ନେଇ ପଚରା ଯାଇଥିଲା ଏପରି ପ୍ରଶ୍ନ, ରାଗିଯାଇ ରଣବୀର କହିଲେ…
ଏକଦା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର କପୁରଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଫିଲ୍ମ ‘ବଚ୍ଚନା ଏ ହାସିନୋ’ର ଶୁଟିଂ ପରେ ଦୁହେଁ ନିକଟତର ହୋଇଥିଲେ। ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କକୁ ବଦଳି ଯାଇଥିଲା।…
ନିଲାମ ହେଲା ଏହି ଅଭିନେତ୍ରୀ ଫଟୋ,କେତେ ଟଙ୍କାରେ ଜାଣିଲେ…
ସାରା ବିଶ୍ବରେ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ହଲିଉଡ ଅଭିନେତ୍ରୀ ମର୍ଲିନ ମୁନରୋଙ୍କର ଏକ ପୋଟ୍ରେଟ ୧୫୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ହେଲେ ଅଭିନେତ୍ରୀଙ୍କ ଏହି ପେଣ୍ଟିଂ ୧୯୬୪ ମସିହାର। ଯାହାକୁ ନିଲାମ କରାଯାଇଥିଲା । ଯାହାକୁ…
ଦୋହାରେ ପୋହାର ମଜା ନେଲେ ଆଲିଆ
ମୁମ୍ବାଇ: ବିବାହର କିଛି ଦିନ ପରେ ବଲିଉଡ୍ର କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ନିଜ କାର୍ଯ୍ୟକୁ ଫେରିଛନ୍ତି। ନିକଟରେ ଆଲିଆ କର୍ତାରର ରାଜଧାନୀ ଦୋହାର ଏକ ଜ୍ୱେଲେରୀ ଏବଂ ଘଡି ପ୍ରଦର୍ଶନୀରେ ଯୋଗଦେଇଥିଲେ। ଦୋହା ଭ୍ରମଣ ସମୟର କିଛି ଫଟୋକୁ…
ଦର୍ଶକଙ୍କୁ ପସନ୍ଦ ଆସିଲା ଅକ୍ଷୟ-ମାନୁଷିଙ୍କ ଖୁବ୍ ସୁନ୍ଦର କେମେଷ୍ଟ୍ରି
ମୁମ୍ବାଇ: ବଲିଉଡ ମୁଭି ‘ପୃଥ୍ୱିରାଜ’ର ଟ୍ରେଲର ରିଲିଜ୍ ହୋଇ ସାରିଛି । ଏବେ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢି ଯାଇଛି । ଟ୍ରେଲରରେ ଯାହା ଦେଖାଯାଇଛି ଅକ୍ଷୟ କୁମାର ଓ ମାନୁଷି ଛିଲ୍ଲରଙ୍କ ଯୋଡି ଦର୍ଶକଙ୍କୁ ବେଶ ପସନ୍ଦ…
‘ସର୍କସ’ରେ ରଣବୀରଙ୍କ ଡବଲ ରୋଲ!
ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ମୁଭି ‘ଶିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି । ଆଉ ଏକ ଫିଲ୍ମ ଏବେ ଏମାନେ ସହ ପ୍ରସ୍ତୁତ ହୋଇଗଲେଣି । ପୁଣିଥରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସର୍କସ’ରେ…
ସିଙ୍ଗାପୁରରେ ‘ଦ କଶ୍ମୀର ଫାଇଲ୍ସ’ ଉପରେ ଲାଗିଲା ପ୍ରତିବନ୍ଧକ
କଶ୍ମୀର ପଣ୍ଡିତଙ୍କ ନରସଂହାର ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାଲ କରିଛି। ସାରା ବିଶ୍ୱରେ ୩୩୭ କୋଟି ଟଙ୍କା ଆୟ କରିଥିବା ଏହି ଫିଲ୍ମଟି ରିଲିଜ ହେବା ପରଠାରୁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…
ଜାଣନ୍ତୁ ବଲିଉଡ଼କୁ ନେଇ କ’ଣ କହିଲେ ଅଭିନେତା
ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କ ଅଭିନୟ ପାଇଁ ସବୁଠି ଚର୍ଚ୍ଚାରେ। ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ବଲିଉଡ ଡେବ୍ୟୁକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ମହେଶ ବାକବୁ…
ଆକ୍ସନ ପରେ ହରର ଫିଲ୍ମ କରିବେ ପ୍ରଭାସ, ମୂଖ୍ୟ ଭୂମିକାରେ ଏହି ଅଭିନେତ୍ରୀ
ସାଉଥ୍ ସୁପରଷ୍ଟାର ପ୍ରଭାସ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ‘ବାହୁବଳୀ’ ଏବଂ ‘ବାହୁବଳୀ ୨ ପରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ପ୍ରଭାସଙ୍କ ପାଖରେ କେବେ ବି ପ୍ରୋଜେକ୍ଟର ଅଭାବ ରହିନି। ବର୍ତ୍ତମାନ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ୍ । ‘ଆଦିପୁରୁଷ’…

