ମନୋରଞ୍ଜନ

ଏହି କଂଗ୍ରେସ ନେତାଙ୍କ ଝିଅ ପାଇଁ ୨ ଅଭିନେତା ପାଗଳ! ଅଲୁ ଅର୍ଜ୍ଜୁନ ଆଉ…

ହାଇଦ୍ରାବାଦ, ୧୫।୮: ତେଲୁଗୁ ସିନେମା ଜଗତର ଦୁଇ ବଡ଼ ତାରକାଙ୍କ ମଧ୍ୟରେ ଗତ ୧୮ ବର୍ଷ ଧରି ମନମାଳିନ୍ୟ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ଥିବା ଏହି ଦୂରତ୍ୱର କାରଣ ହେଉଛନ୍ତି ଜଣେ ମହିଳା।…

ଭୋ ଭୋ ହୋଇ କାନ୍ଦୁଛନ୍ତି ଗୋବିନ୍ଦାଙ୍କା ସ୍ତ୍ରୀ, ଘର ଭାଙ୍ଗିଯିବାର ଭୟ ଘାରିଛି

ମୁମ୍ବାଇ,୧୫।୮: ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ତାଙ୍କର ବୋଲ୍ଡ ଷ୍ଟାଇଲ ପାଇଁ ଜଣାଶୁଣା। ସୁନିତା ଯେକୌଣସି ବିଷୟରେ ନିଜର ମତ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଲୋକମାନେ ତାଙ୍କର ଏହି ଷ୍ଟାଇଲ୍କୁ ବହୁତ ପସନ୍ଦ କରନ୍ତି। କିଛି…

ଅର୍ଜୁନଙ୍କ ପରେ ସାରା ତେନ୍ଦୁଲକର ଦେଲେ ଖୁସିଖବର: ପ୍ରଥମଥର….

ନୂଆଦିଲ୍ଲୀ,୧୪।୮:କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ହୋଇଛି। ଏହା ପରେ ସଚିନଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଖୁସି ଖବର ଦେଇଛନ୍ତି। ସେ ମୁମ୍ବାଇରେ ଏକ ପାଇଲେଟ୍ସ ଏକାଡେମୀ ଖୋଲିଛନ୍ତି। ଅର୍ଜୁନ ନିର୍ବନ୍ଧ ପରେ ଏହାର…

ଫସିଗଲେ ଶିଳ୍ପା ସେଟ୍ଟୀ: ୬୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କାରଣ କୌଣସି ଫିଲ୍ମ କିମ୍ବା ବ୍ୟକ୍ତିଗତ ଜୀବନ ନୁହେଁ। ବରଂ ଉଭୟଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ଯଦିଓ ରାଜ କୁନ୍ଦ୍ରାଙ୍କ…

ଆଡ୍‌ଭାନ୍ସଡ୍‌ ବୁକିଂରେ ‘କୁଲି’ର ରେକର୍ଡ

ଚେନ୍ନାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘କୁଲି’ ଗୁରୁବାର ରିଲିଜ୍‌ ହେବାକୁ ଯାଉଛି। ତେବେ ରିଲିଜ୍‌ ପୂର୍ବରୁ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମ ଆଡ୍‌ଭାନ୍ସଡ୍‌ ବୁକିଂରେ ରେକର୍ଡ କରିଛି। ରିପୋର୍ଟ ଅନୁଯାୟୀ, ରିଲିଜ୍‌ ପୂର୍ବରୁ କେବଳ ଆଡ୍‌ଭାନ୍ସଡ୍‌ ବୁକିଂରେ ‘କୁଲି’…

କେବିସିରେ ସୋଫିଆ, ବ୍ୟୋମିକା

ନୂଆଦିଲ୍ଲୀ, ୧୪ା୮: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘କୋନ୍‌ ବନେଗା କରୋଡ୍‌ପତି’ରେ ଶୁକ୍ରବାର ସ୍ବାଧୀନତା ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଏପିସୋଡ୍‌ ପ୍ରସାରିତ ହେବ। ଭାରତର ଆତଙ୍କବାଦ ବିରୋଧୀ ଅପରେଶନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିବା…

ସାମ୍ନାକୁ ଆସିଲା ବାହୁବଳୀ-୩ ପୋଷ୍ଟର, ଏହି ଦିନ ହେବ ରିଲିଜ, ହେଲା ଘୋଷଣା

ମୁମ୍ବାଇ: ଭାରତୀୟ ସିନେମାର ସବୁଠାରୁ ମହାନ ଏବଂ ସଫଳ ଫ୍ରାଞ୍ଚାଇଜ ବାହୁବଳୀ ପୁଣି ଥରେ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ। ନିର୍ଦ୍ଦେଶକ ଏସ.ଏସ. ରାଜମୌଲୀ ଫିଲ୍ମର ନୂତନ ପୋଷ୍ଟର ରିଲିଜ କରିଛନ୍ତି, ଯାହାକୁ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି।…

ଧନୁଷଙ୍କୁ ଡେଟ୍‌ କରୁଛନ୍ତି ମୃଣାଲ? ନିଜେ ଏହି ରାଜ୍‌ ଖୋଲିଲେ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ଦକ୍ଷିଣ ସୁପରଷ୍ଟାର ଧନୁଷ ଏବଂ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ଲିଙ୍କଅପ ବିଷୟରେ ଅନେକ ପ୍ରକାରର ଖବର ଆସିଥିଲା। ଧନୁଷଙ୍କୁ ମୃଣାଳଙ୍କ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେମାନେ ପରସ୍ପରର ହାତ ଧରିଥିବାର ଦେଖାଯାଇଥିଲା। ଏବେ ମୃଣାଳ…

କପିଲ ଶର୍ମାଙ୍କ ସୁରକ୍ଷା ବଢାଇଲା ପୋଲିସ: ସଲମାନଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା

ମୁମ୍ବାଇ: କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ ପରେ, ମୁମ୍ବାଇ ପୋଲିସ ସତର୍କ ହୋଇଯାଇଛି। ପୋଲିସ ହାସ୍ୟ ଅଭିନେତାଙ୍କ ସୁରକ୍ଷା ବୃଦ୍ଧି କରିଛି। କପିଲଙ୍କ ରେଷ୍ଟୁରାଣ୍ଟରେ ଶେଷ ଥର ପାଇଁ ୮ ଅଗଷ୍ଟରେ ଆକ୍ରମଣ ହୋଇଥିଲା, ଯାହା ଗୋଟିଏ ମାସ ମଧ୍ୟରେ…

ଖୁବଶୀଘ୍ର ବିବାହ କରିବେ ପ୍ରଭାସ: ବଡ଼ ସୂଚନା ଦେଲେ ମାଉସୀ…

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ପ୍ରଭାସଙ୍କ ବିବାହ ନେଇ ଚର୍ଚ୍ଚା ଦୀର୍ଘ ଦିନ ଧରି ଜାରି ରହିଛି। ତାଙ୍କର ବିଶାଳ ପ୍ରଶଂସକ ମହଲ ତାଙ୍କ ବିବାହ ଖବର ଶୁଣିବାକୁ ଉତ୍ସୁକ ଥିବା ବେଳେ ପ୍ରଭାସ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ…

ଦର୍ଶକଙ୍କ ପାଇଁ ଖୁସିଖବର: ଏହି ଦିନ OTTରେ ରିଲିଜ ହେବ Saiyaara

ମୁମ୍ବାଇ: ବ୍ଲକବଷ୍ଟର ଫିଲ୍ମ ‘ସୈୟାରା’ ରିଲିଜ ହେବାର ପ୍ରାୟ ଗୋଟିଏ ମାସ ବିତିଗଲାଣି। ୧୮ ଜୁଲାଇରେ ସିନେମା ହଲରେ ମୁକ୍ତିଲାଭ କରିଥିବା ଏହି ସଂଗୀତିକ ରୋମାଣ୍ଟିକ ଫିଲ୍ମ ଏବେ ବି ପରଦାରେ ରାଜ କରୁଛି। ‘ସୈୟାରା’ ପ୍ରତିଦିନ ବକ୍ସ ଅଫିସରେ କୋଟି…

ଜେଲ୍‌ରେ ଥାଇ ୨୫ କୋଟି ଟଙ୍କା ଦାନ ଦେଲେ ଏହି ବ୍ୟକ୍ତି: ଜ୍ୟାକ୍‌ଲିନ୍‌ଙ୍କୁ ଲେଖିଲେ ଲଭ୍‌ ଲେଟର

ଆଜି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ୪୦ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଠକ ସୁକେଶ ମଧ୍ୟ ତାଙ୍କୁ ଏକ ପ୍ରେମ ଚିଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?