ମନୋରଞ୍ଜନ

ଜାହ୍ନବୀଙ୍କୁ ମିଳିଲା ସୂବର୍ଣ୍ଣ ସୁଯୋଗ, ମା’ ଶ୍ରୀଦେବିଙ୍କ ରିମେକ ମୁଭିରେ ଆସିବେ ନଜର!

ମୁମ୍ବାଇ: ଜାହ୍ନବୀ କପୁର ହେଉଛନ୍ତି ବଲିଉଡର ସେମିତି ଜଣେ ଷ୍ଟାର କିଡ ଯାହାଙ୍କ ପାଖରେ ପ୍ରୋଜେକ୍ଟର କୌଣସି ଅଭାବ ନାହିଁ। ୨୯ ଅଗଷ୍ଟରେ ତାଙ୍କ ଫିଲ୍ମ ‘ପରମ ସୁନ୍ଦରୀ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ଯାହା ଭଲ ବ୍ୟବସାୟ କରୁଛି। ଏହି ଫିଲ୍ମ…

ସୁମୋନାଙ୍କୁ ଅସଦାଚରଣ

ମୁମ୍ବାଇ: ହାସ୍ୟ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କ କାର୍‌କୁ ମୁମ୍ବାଇରେ ଆକ୍ରମଣ ହୋଇଛି। ଏନେଇ ସେ ରବିବାର ରାତିରେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରୁଥିବା କେତେଜଣ ଲୋକଙ୍କ ଭିଡ଼ ତାଙ୍କ କାର୍‌କୁ ଘେରିଯାଇ କାର୍‌ ମଧ୍ୟରେ…

ରାମାୟଣ ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କର ପରଲୋକ, ସିନେମା ଜଗତରେ ଶୋକର ଛାୟା

ମୁମ୍ବାଇ: ଟେଲିଭିଜନ ଜଗତରେ ‘ରାମାୟଣ’ ଭଳି ଐତିହାସିକ ଧାରାବାହିକ ଆଣି ଇତିହାସ ରଚି ଥିବା ପ୍ରଖ୍ୟାତ ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ତଥା ଜଣାଶୁଣା ପ୍ରଯୋଜକ ଓ ସିନେମାଟୋଗ୍ରାଫର ପ୍ରେମ ସାଗରଙ୍କର ପରଲୋକ ଘଟିଛି। ୮୪ ବର୍ଷ ବୟସରେ ପ୍ରେମ ସାଗର…

ଶ୍ରୀୟା ସରନଙ୍କ ବୈବାହିକ ଜୀବନରେ ଝଡ଼, ସାବତ ଝିଅଙ୍କ ଯୋଗୁ…

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀୟା ସରନ। ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣଥିବା ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ନୂଆ ଚଳଚ୍ଚିତ୍ର ‘ମିରାଇ’ ସହ ପରଦାକୁ ଫେରିବାକୁ ଯାଉଛନ୍ତି। କିନ୍ତୁ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

କଟକ,୩୧।୮: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ ହୋଇ କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏହା ସଙ୍ଗୀତ ପ୍ରେମୀଙ୍କୁ ଚିନ୍ତିତ କରିଛି। ଅଭିଜିତ ମଜୁମଦାର, ଯିଏ ଓଲିଉଡ୍…

ଅଙ୍କିତା ଲୋଖଣ୍ଡେଙ୍କ ଅନସ୍କ୍ରିନ ଭଉଣୀଙ୍କ ପରଲୋକ

ମୁମ୍ବାଇ: ଲୋକ ପ୍ରିୟ ଟେଲିଭିଜନ ଧାରାବାହିକ ପବିତ୍ର ରିସ୍ତା ଫେମ ଅଭିନେତ୍ରୀ ପ୍ରିୟା ମରାଠେଙ୍କ ୩୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏତେ କମ ବୟସରେ ପ୍ରିୟା ମରାଠେଙ୍କ ହଠାତ ଦେହାନ୍ତ ତାଙ୍କ ପ୍ରଶଂସକମାନଙ୍କୁ ଆଘାତ ଦେଇଛି। ପ୍ରିୟା ଅନେକ ଟିଭି…

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଘରେ ରାମ ଚରଣ ପହଞ୍ଚି… 

ହାଇଦ୍ରାବାଦ: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅଜିନେତାଙ୍କ ଜେଜେମା’ ଅଲ୍ଲୁ କନକରତ୍ନମ ଗରୁଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ଶନିବାର ମଧ୍ୟରାତ୍ରି ୧:୪୫ରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ରିପୋର୍ଟ…

ସାଉଥରେ ଡେବ୍ୟୁ କରିବେ ମହାକୁମ୍ଭର ମୋନାଲିସା

ଚେନ୍ନାଇ: ମହାକୁମ୍ଭରୁ ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି କହିଲେ ଚଳେ। ବଲିଉଡ ଫିଲ୍ମ ସାଇନ କରିବା ପରେ, ସେ ଏବେ ଏକ ଦକ୍ଷିଣ ଫିଲ୍ମ ମଧ୍ୟ ପାଇଛନ୍ତି। ମୋନାଲିସା ଜଣେ ମାଲାୟଲମ ଷ୍ଟାରଙ୍କ ସହିତ ଏକ ମାଲାୟଲମ…

ଖୁସି ଖବର ଦେଲେ ପରିଣୀତି: ସୁନ୍ଦର ଫଟୋ ଶେୟାର କରି କହିଲେ…

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆମ ଆଦମୀ ପାର୍ଟି (AAP) ଏମ୍‌ପି ତଥା ସ୍ବାମୀ ରାଘବ ଚଡ୍ଡା ସହ ସେ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ…

‘ହଓ୍ବୋନ୍‌’ର ଶୁଟିଂ ଆରମ୍ଭ କଲେ ଅକ୍ଷୟ

ମୁମ୍ବାଇ: ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମ ‘ହଓ୍ବୋନ୍‌’ର ଶୁଟିଂ କେରଳର କୋଚିରେ ଆରମ୍ଭ ହୋଇଛି। ଏନେଇ ରବିବାର ଅଭିନେତା ଅକ୍ଷୟ କୁମାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଫିଲ୍ମ ଶୁଟିଂବେଳର ଏକ ବିହାଇଣ୍ଡ ଦି ସିନ୍‌ (ବିଟିଏସ୍‌) ଭିଡିଓ…

ବିଗ୍‌ ବସ୍‌ ୧୯ରେ ନଜର ଆସିବେ ‘365  Days’ର ଅଭିନେତ୍ରୀ, ଏବେଠୁ ବଢ଼ିଲାଣି ଚର୍ଚ୍ଚା…

ମୁମ୍ବାଇ: ପୁଣି ପରଦାକୁ ଫେରିବାକୁ ଯାଉଛି ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ ‘ବିଗ ବସ୍‌’। ଖୁବ୍‌ଶୀଘ୍ର ଏହାର ୧୯ତମ ସିଜନ ସହିତ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବ। ପ୍ରତି ବର୍ଷ ଏହି ଶୋ’ର ପ୍ରତିଯୋଗୀଙ୍କୁ…

ସାମାନ୍ୟ କାକୁଡ଼ି ଦେଖିଲେ ଭୟରେ ଛାନିଆ ହୋଇଯାଆନ୍ତି ‘ଦ ଅଣ୍ଡରଟେକର’, ଯାହାଙ୍କୁ ରିଙ୍ଗରେ….

ମୁମ୍ବାଇ: WWEର ମହାନ ରେସଲର ‘ଦ ଅଣ୍ଡରଟେକର’ଙ୍କ ନାମ ଶୁଣି ରିଙ୍ଗରେ ବଡ଼ ବଡ଼ ଖେଳାଳିମାନେ ଭୟରେ ଥରହର ହୁଅନ୍ତି। ୬ ଫୁଟ ୧୦ ଇଞ୍ଚ ଲମ୍ବା ଓ ୧୫୦ କିଲୋ ଓଜନର ଏହି ରେସଲର ବକ୍ସିଂ ବେଳେ ଆହୁରି ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?