ଜୁନ ୨୭ରେ ରିଲିଜ୍ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ
ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍ ସିନେମା ତଥା ମଲ୍ଟିଷ୍ଟାରର୍ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍ ହେବାକୁ ଯାଉଛି। ରବିବାର ଏହାର ଟ୍ରେଲର ଜାରି କରାଯାଇଛି। ଟ୍ରେଲରରେ ଅଭିନେତା ପ୍ରଭାସ୍, ମୋହନଲାଲ, ବିଷ୍ଣୁ ମଞ୍ଚୁ, ଅକ୍ଷୟ କୁମାରଙ୍କ…
ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍, ୫ ମାସ ହେଲାଣି…
ବମ୍ବେ: ଅଲଗା ହେଲେ ଟେଲି ପରଦାର ଆଉ ଏକ ହିଟ୍ ଯୋଡ଼ି। ସୋନି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ବରସାତେ’ଜରିଆରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କପଲ ଶିବାଙ୍ଗୀ ଜୋଶୀ ଏବଂ କୁଶାଲ ଟଣ୍ଡନ ବାଟ ଅଲଗା କରିଛନ୍ତି। ଉଭୟ…
ଫାଦର୍ସ ଡେ’ରେ ପିତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିଥିଲେ କପିଲ ଶର୍ମା, କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ଆଜିକାଲି ତାଙ୍କ ଶୋ’ ‘ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ’ ପାଇଁ ଚର୍ଚ୍ଚାରେ ଅଛନ୍ତି। କପିଲଙ୍କ ସହ ଜଡ଼ିତ ଏକ ଏମିତି କାହାଣୀ ରହିଛି ଯାହାକୁ ଶୁଣିଲେ ଭାବପ୍ରବଣ ହୋଇଯିବେ। କପିଲ ଶର୍ମା ଆଜି…
୭୦ କୋଟି, ମୁମ୍ବାଇରେ ଘର, ପିଲାଙ୍କ ପାଇଁ ମାସକୁ ଏତିକି ଲକ୍ଷ ଟଙ୍କା; ଛାଡ଼ପତ୍ର ସମୟରେ କରିସ୍ମାଙ୍କୁ କ’ଣ ଦେଇଥିଲେ ସଞ୍ଜୟ?
ମୁମ୍ବାଇ: ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନସ୍ବାମୀ ସଞ୍ଜୟ କପୁରଙ୍କ ଗୁରୁବାର ଦିନ ପରଲୋକ ଘଟିଛି। ହର୍ସ ପୋଲୋ ଖେଳୁଥିବା ସମୟରେ ହୃଦ୍ଘାତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ।…
ହନିମୁନ୍ରେ ଏହି ଅଭିନେତ୍ରୀଙ୍କୁ ଅନ୍ୟ ପୁରଷଙ୍କ ସହ ଶୋଇବାକୁ ବାଧ୍ୟ କରିଥିଲେ ସ୍ବାମୀ: ଆଉ ଏବେ….
ଲଣ୍ଡନରେ ପୋଲୋ ଖେଳୁଥିବା ସମୟରେ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ଏବଂ ବ୍ୟବସାୟୀ ସଞ୍ଜୟ କପୁରଙ୍କ ୫୩ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ହୃଦଘାତ ହୋଇଥିଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କରିସ୍ମା ଏବଂ ସଞ୍ଜୟଙ୍କ ବୈବାହିକ ଜୀବନ…
୩ ଦିନ ପୂର୍ବରୁ ମୃତ୍ୟୁର ଆଭାସ୍ ପାଇଯାଇଥିଲେ ସଞ୍ଜୟ କପୁର: ଲେଖିଥିଲେ…
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ୫୩ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ୟୁକେରେ ପୋଲୋ ଖେଳୁଥିବା ସମୟରେ, ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଥିଲା। ତିନି ଦିନ ପୂର୍ବର ତାଙ୍କର ଏକ ପୂର୍ବତନ…
ସଞ୍ଜୟ କପୁରଙ୍କ ପରଲୋକ: ଦୁଃଖରେ ଭାଙ୍ଗିପଡ଼ିଲେ ପୂର୍ବତନ ସ୍ତ୍ରୀ କରିସ୍ମା
ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଖବର ପରେ କରିସ୍ମାଙ୍କ ଭଉଣୀ କରୀନା କପୁର, ଭାଇ ସୈଫ ଅଲ୍ଲୀ ଖାନ ଏବଂ ଘନିଷ୍ଠ ବନ୍ଧୁ…
କିଏ ସେ ବିମଲ ପାରେଖ? ଯିଏ ଗୋଟିଏ ସେକେଣ୍ଡରେ ଆମିର ଖାନଙ୍କୁ କରିଦେଇପାରନ୍ତି କାଙ୍ଗାଳ
ମୁମ୍ବାଇ: ପ୍ରତିବର୍ଷ ଅଭିନେତାମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଯେତେବେଳେ ସୁପରଷ୍ଟାର ଆମିର ଖାନଙ୍କ କଥା ଆସେ, ତାଙ୍କ ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରେ। ଏମିତିରେ ତାଙ୍କ ରୋଜଗାର ମଧ୍ୟ କୋଟିରେ ହୋଇଥାଏ। ଏହି ଟଙ୍କାକୁ କିଭଳି…
ପୁଣି ବାପା ହେବେ ଅରବାଜ ଖାନ: ନିଶ୍ଚିତ କଲେ ପତ୍ନୀ ଶଶୁରା ଖାନଙ୍କ ପ୍ରେଗ୍ନେନ୍ସି ଖବର
ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ଅରବାଜ ଖାନ ତାଙ୍କ ପତ୍ନୀ ଶଶୁରା ଖାନଙ୍କ ଗର୍ଭବତୀ ହେବାର ଖବରକୁ ନିଶ୍ଚିତ କରିଛନ୍ତି। ଏହି ଖୁସିଖବର ଶେୟାର କରି ଅରବାଜ କହିଛନ୍ତି ଯେ ଏହା ତାଙ୍କ ପାଇଁ “ପୁଣି ଏକ ନୂତନ…
‘ମାଲିକ’ରେ ରାଜକୁମାର-ମାନୁଷୀ ରୋମାନ୍ସ
ମୁମ୍ବାଇ: ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ମାଲିକ’ ଆସନ୍ତା ଜୁଲାଇ ୧୧ରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ ରାଜକୁମାର ଗ୍ୟାଙ୍ଗଷ୍ଟର ଭୂମିକାରେ ନଜରକୁ ଆସିବେ। ମଙ୍ଗଳବାର ‘ମାଲିକ’ ଫିଲ୍ମର ଏକ ଗୀତ ‘ନାମୁମ୍କିନ’କୁ ରିଲିଜ୍ କରାଯାଇଛି। ଏହି ଗୀତରେ ରାଜକୁମାରଙ୍କ…
୯୦ ବର୍ଷରେ ଡେବ୍ୟୁ କରିବେ ଆମିରଙ୍କ ମାଆ
ମୁମ୍ବାଇ,୭।୬: ଅଭିନେତା ଆମିର ଖାନ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ସିତାରେ ଜମିନ ପର ପାଇଁ ଖବରରେ ଅଛନ୍ତି। ଏହି ଫିଲ୍ମ କେବଳ ଏହାର ବିଶେଷ କାହାଣୀ ପାଇଁ ନୁହେଁ ବରଂ ଉତ୍କୃଷ୍ଟ କ୍ୟାମିଓ ପାଇଁ ମଧ୍ୟ ଲଗାତାର ଖବରରେ ରହିଛି।…
ସ୍ପିରିଟ୍ ବିବାଦ ମଧ୍ୟରେ କଲ୍କି-୨ ଛାଡ଼ିଲେ ଦୀପିକା ପାଦୁକୋନ: ରିପୋର୍ଟ
ନୂଆଦିଲ୍ଲୀ,୬।୬: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ‘ସ୍ପିରିଟ୍’ରୁ ଦୀପିକା ପାଦୁକୋନଙ୍କ ବାହାରିବା ନେଇ ଚାଲିଥିବା ବିବାଦ ମଧ୍ୟରେ, ଏହି ଅଭିନେତ୍ରୀ ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘କଳ୍କି ୨୮୯୮ ଏଡି’ର ଦ୍ୱିତୀୟ ଭାଗରୁ ମଧ୍ୟ ବାହାରି ଯାଇଥିବା ଖବର ମିଳିଛି। ରିପୋର୍ଟ ଅନୁଯାୟୀ,…
Archives


