ମନୋରଞ୍ଜନ

ଗୋଲଡେନ୍ ଗର୍ଲ ସୁସ୍ମିତା

ମୁମ୍ବାଇ: ପୂର୍ବତନ ମିସ୍ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ ଏବେ ଫିଲ୍ମରେ ନଜର ଆସୁ ନାହାନ୍ତି ସତ । ହେଲେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଅଛନ୍ତି । କିଛିଦିନ ତଳେ ସୁସ୍ମିତା ତାଙ୍କ ବୟଫ୍ରେଣ୍ଡଙ୍କଠାରୁ ଅଲଗା ହୋଇଯାଇଥିବା…

ଜାଣନ୍ତୁ ବାପାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ କ’ଣ କହିଲେ ପୁଅ

ବଲିଉଡ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଯାହାକୁ ନେଇ ତାଙ୍କ ପୁଅ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୂଚନା…

ଏହିଦିନ ରିଲିଜ ହେବ ‘କଭି ଇଦ୍‌ କଭି ଦିଓ୍ବାଲୀ’

ମୁମ୍ବାଇ: ଭାଇଜାନଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୋସିଆଲ ମିଡିଆ ସେନ୍ସେସନ ଶେହନାଜ ଗିଲ୍‌। ସଲମାନଙ୍କ ଫିଲ୍ମରେ ଶେହନାଜଙ୍କ ଏଣ୍ଟ୍ରିକୁ ନେଇ ବି-ଟାଉନରେ ଜୋର୍‌ଦାର ଚର୍ଚ୍ଚା। କାରଣ ଏହି ଫିଲ୍ମରେ ଶେହନାଜଙ୍କୁ ନିଜ…

ପ୍ରଥମ ଫିଲ୍ମରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲେ ଏହି ଭାରତୀୟ ନିର୍ଦ୍ଦେଶକ

ଆଜି ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟଙ୍କ ୧୦୧ତମ ଜନ୍ମ ବାର୍ଷିକୀ। ଭାରତୀୟ ସିନେମାର ମହାନ ବ୍ୟକ୍ତିତ୍ୱ ସତ୍ୟଜିତ୍‌ ଏକାଧାରାରେ ଜଣେ ଲେଖକ, କଳାକାର, ଚିତ୍ରକାର, ଚଳଚ୍ଚିତ୍ର ନିର୍ମାତା, ଗୀତିକାର, କଷ୍ଟ୍ୟୁମ୍‌ ଡିଜାଇନର୍‌ ଥିଲେ। କଳା ଏବଂ ସାହିତ୍ୟ ସହିତ ଜଡିତ…

କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ କୌଣସି ପ୍ରକାରେ ନିଜକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ଘଟଣା ବିଷୟରେ କିଲି…

ଘରକୁ ଫେରିଲେ ହି ମ୍ୟାନ

ମୁମ୍ବାଇ: ବଲିଉଡର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ରବିବାର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଜଟିଳ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।…

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ କୋହଲି ଏକ ସୁନ୍ଦର ଫଟୋ…

ଅଜୟଙ୍କ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ମୁଭି ‘ରନୱେ ୩୪’ ୨୯ ଏପ୍ରିଲରେ ରିଲିଜ୍ ହୋଇ ସାରିଛି । ଦର୍ଶକେ ଫିଲ୍ମଟିକୁ ପ୍ରଥମରୁ ନ ହେଲେ ବି ଏବେ ଖୁବ୍ ପସନ୍ଦ କରିଛନ୍ତି । ମୁଭିରେ ଅଜୟ ଦେବଗନ, ଅମିତାଭ ବଚ୍ଚନ,…

ସାହିଦଙ୍କୁ ଛାଡ଼ି ସାଙ୍ଗମାନଙ୍କ ସହ ଦୁବାଇ ଗଲେ ସ୍ତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ଆଜିକାଲି ସାହିଦଙ୍କୁ ଛାଡ଼ି ତାଙ୍କ ଝିଅ ସାଙ୍ଗମାନଙ୍କ ସହ ଦୁବାଇ ବୁଲିବାକୁ ଯାଇଛନ୍ତି। ୭ ବର୍ଷ ପରେ ମୀରା ଏହି ଛୁଟିରେ ଯାଉଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ମୀରା ଅନେକ ଫଟୋ…

ୟୁକ୍ରେନରେ ପହଞ୍ଚିଲେ ଆଞ୍ଜେଲିନା

ରୁଷିଆର ଆକ୍ରମଣ ପରେ ୟୁକ୍ରେନର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ୟୁକ୍ରେନରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କୁ ୟୁକ୍ରେନର କ୍ୱିଭ୍‌ରେ ଥିବା ଏକ କାଫେରେ ଦେଖିବାକୁ ମିଳିଥିଲା। ସେଠାରେ…

ପୁଣି ବଲିଉଡ୍‌ରେ ଏଣ୍ଟ୍ରି କଲେ ଗୋବିନ୍ଦାଙ୍କ ଭଣଜା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦଙ୍କ ଭଣଜା ବିନୟ ଆନନ୍ଦଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିନୟ ଆନନ୍ଦ ପୁଣି ଥରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଦର୍ଶକ ତାଙ୍କ ଅଭିନୟର ଜଲଓ୍ବା ଦେଖିପାରିବେ। ପ୍ରେମ ଚୋପ୍ରା ଓ…

କାରଗିଲ୍‌ ଯୁଦ୍ଧ ଲଢୁଥିବା ବାପାଙ୍କୁ ନିଜ ବୟଫ୍ରେଣ୍ଡ୍‌ କଥା ଶୁଣାଉଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ଅନୁଷ୍କାଙ୍କ ପିଲାଦିନ ଆସାମ ଏବଂ କର୍ନାଟକରେ ଅତିବାହିତ ହୋଇଥିଲା। ତାଙ୍କ ବାପା ଅଜୟ କୁମାର ଶର୍ମା ଜଣେ ସେନା ଅଧିକାରୀ ଥିଲେ। ସେ କାରଗିଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri