ମନୋରଞ୍ଜନ

ତନୁ ପାତେଳୀ ଅଶୁଂଳାକୁ ଚିହ୍ନି ହେଉନି

ବମ୍ବେ: ବଦଳିଗଲେଣି ଅଭିନେତା ଅର୍ଜୁନ କପୁର ଏବଂ ପ୍ରଯୋଜକ ବୋନି କପୁରଙ୍କ ଝିଅ ଅଶୁଂଳା କପୁର। ଯିଏ ତାଙ୍କ ଟ୍ରାନ୍ସଫର୍ମେଶନ ଦେଖୁଛି ଚକିତ ହେଉଛି। ଗତ କିଛି ଦିନ ଧରି ସେ ଜିମ୍‌ରେ ଥିବା ବେଳର ଫଟୋ ଶେୟାର କରିଥିଲେ। ଏହାକୁ…

ଡ୍ରେସ୍‌ଅପ ହେବା ପାଇଁ ମାନୁଷୀଙ୍କୁ ଲାଗିଥିଲା ଏତିକି ଘଣ୍ଟା

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥୀରାଜ’ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ମିସ ୱାଲର୍‌ଡ ମୁକୁଟ ଜିତିଥିବା ମାନୁଷୀ ଛିଲରଙ୍କୁ ଦେଖିବାକୁ ମିଳିବ। ଏହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ। ଫିଲ୍ମଟି…

ପରଲୋକରେ ପ୍ରସିଦ୍ଧ ଅଭିନେତା

ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଅନେକ ସୁପର୍‌ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ୧୯୭୯ରେ ମୁକ୍ତିଲାଭ କରିଥିବା କମେଡି ଫିଲ୍ମ ‘ଆମେରିକାନ୍‌ ଗ୍ରାଫିଟି’ ପାଇଁ ପ୍ରଶଂସକମାନେ ତାଙ୍କୁ…

ପୁଷ୍ପା-୨ ପାଇଁ ଫି’ ବଢାଇଲେ ନିର୍ଦ୍ଦେଶକ

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତରେ ନୁହେଁ,ସମଗ୍ର ବିଶ୍ୱରେ ଭଲ ବ୍ୟବସାୟ କରିଥିଲା। ପ୍ରଶଂସକମାନେ ଏହି ଫିଲ୍ମର…

ଛାଡପତ୍ର ପରେ ପୂର୍ବ ସ୍ବାମୀଙ୍କୁ ଟାର୍ଗେଟ୍‌ କରି ବର୍ଷିଲେ ଏହି ଅଭିନେତ୍ରୀ

‘ଟେଲି ସିରିଏଲ ‘କହତ ହନୁମାନ ଜୟ ଶ୍ରୀ ରାମ’ର ଫେମ ଅଭିନେତ୍ରୀ ଆଙ୍କାକ୍ଷା ରାୱତ ତାଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତକୁ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅଭିନେତ୍ରୀ ଜଣକ ୨୦୧୨ରେ ‘ବେହଦ’ର ଫେମ୍‌ ପୀୟୁଷ ସହଦେବଙ୍କୁ ବିବାହ କରିଥିଲେ। ତେବେ ଏହି…

ଡ୍ୟାନ୍ସ ମୋ ଫିଟ୍‌ନେସ୍‌ର ମନ୍ତ୍ର : ଭୂମିକା

ଶିଶୁ କଳାକାର ଭାବରେ ସେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ହେଲେ ୟା’ ଭିତରେ ସେ ବେଶ୍‌ କେତୋଟି ସିନେମାରେ ଲିଡ୍‌ ଆକ୍ଟ୍ରେସ୍‌ ଭାବରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିବା ଅଭିନେତ୍ରୀ ହେଲେ ଭୂମିକା ଦାଶ… * ସିନେମାକୁ…

ପୃଥ୍ୱିରାଜରେ ୫-୬ କିଲୋ ଓଜନର ପୋଷାକ ପିନ୍ଧିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ଅଭିନେତ୍ରୀ ମାନୁଷି ଚ୍ଛଲର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ପୃଥ୍ୱିରାଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହାର ପ୍ରମୋଶନ ପାଇଁ ଉଭୟ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା’…

‘ମନ୍ନତ’ ନେମ୍‌ପ୍ଲେଟ୍‌ ହଟାଇଲେ ଶାହାରୁଖ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ବିଳାସପୂର୍ଣ୍ଣ ଘର ‘ମନ୍ନତ’ ସବୁବେଳେ ଚର୍ଚ୍ଚାରେ ରହିଥାଏ। କିଛିଦିନ ତଳେ ଶାହରୁଖ ନିଜ ଘର ‘ମନ୍ନତ’ର ନେମ୍‌ପ୍ଲେଟ୍‌କୁ ନେଇ ଚର୍ଚ୍ଚାରେ ଥିଲେ। କାରଣ ଏହି ନେମ୍‌ ପ୍ଲେଟ୍‌ର ଦାମ୍‌ ୨୫ ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା। ଅନେକ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍‌

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍‌ ଶନିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସହାୟତାର ହାତ…

‘ଅନୁପମା’ରେ ନୂଆ ଏଣ୍ଟ୍ରି

ବମ୍ବେ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଅନୁପମା’ରେ ହେବାକୁ ଯାଉଛି ନୂଆ ଏଣ୍ଟ୍ରି। ଆଗାମୀ ଏପିସୋଡରେ ଅନୁପମାଙ୍କ ସହ ଅନୁଜ ହନିମୁନ୍‌ରେ ଯିବେ। ଏହାପରେ ଅନୁଜଙ୍କ ପରିବାରଲୋକଙ୍କ ସହ ଜଣେ କୁନି କଳାକାର ଶୋ’ରେ ନଜର ଆସିବେ। ନିକଟରେ ଏହାର ଝଲକ…

ରଣଦୀପଙ୍କୁ ଚିହ୍ନି ହେଉନି

ମୁମ୍ବାଇ: ବୀର ସାବରକରଙ୍କ ୧୩୯ ତମ ଜନ୍ମବାର୍ଷିକୀକୁ ଆହୁରି ଖାସ କରିଦେଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏହି ସ୍ବତନ୍ତ୍ର ଦିନରେ ସେ ତାଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ରର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ମୁଣ୍ଡରେ କଳା ଟୋପି, ଗୋଲ…

ସାଇବର ଫ୍ରଡର ଶିକାର ହେଲେ ବୋନି

ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ସବୁ ବର୍ଗର ଲୋକେ ଏହାର ଶିକାର ହେଉଥିବା ଦେଖାଯାଇଛି । ଏବେ ବଲିଉଡର ନାମୀ ନିର୍ଦ୍ଦେଶକ ବୋନି କପୁର ସାଇବର ଫ୍ରଡର ଶିକାର ହୋଇଥିବା ଜଣାପଡିଛି । ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?