ମନୋରଞ୍ଜନ

୩ ଥର ବିବାହ କରିଛନ୍ତି ଏସବୁ ଅଭିନେତା

ବିବାହ ବନ୍ଧନରେ ଆବଦ୍ଧ ଏବଂ ବ୍ରେକ୍‌ କରିବା ବଲିଉଡ ଦୁନିଆରେ ବଡ କଥା ନୁହେଁ। ଇଣ୍ଡଷ୍ଟ୍ରିରେ ପ୍ରତିଦିନ ଏପରି ଖବର ଶୁଣିବାକୁ ମିଳେ। କିନ୍ତୁ ବଲିଉଡ୍‌ରେ ଅନେକ ଅଭିନେତା ଅଛନ୍ତି, ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ବିବାହ…

ଡାକ୍ତର ସନ୍ନି ଲିଓନ: ବ୍ଲାଉଜ-ଲୁଙ୍ଗି ପିନ୍ଧି କରୁଛନ୍ତି ଚିକିତ୍ସା

ମୁମ୍ବାଇ: ବଲିଉଡ ନାୟିକା ତଥା ପର୍ନ ଷ୍ଟାର ସନ୍ନି ଲିଓନ ଏବେ ତାଙ୍କର ଏକ ଭିଡିଓକୁ ନେଇ ଅଛନ୍ତି ଖୁବ ଚର୍ଚ୍ଚାରେ । ସନ୍ନି ତାଙ୍କ ପ୍ରଫେସନାଲ ଲାଇଫ ସହ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହି ଆସି ଥାଆନ୍ତି ଚର୍ଚ୍ଚାକୁ…

ସ୍ତ୍ରୀଙ୍କ ଗୋଟିଏ ନିଷ୍ପତ୍ତି ବଦଳାଇ ଦେଇଥିଲା କେକେଙ୍କ ଭାଗ୍ୟ, ଜାଣିଲେ…

ଭେଟେରାନ ଗାୟକ କେକେ ଆଉ ଏ ଦୁନିଆରେ ନାହାନ୍ତି। କେକେଙ୍କ ପରଲୋକେ ପରେ ତାଙ୍କ ସବୁ ପୂର୍ବ କଥାକୁ ମନେପକାଉଛନ୍ତି ତାଙ୍କ ପ୍ରଂଶସକ । ଏକଦା କେକେ କହିଥିଲେ ଜୀବନର ଏକ କଠିନ ପର୍ଯ୍ୟାୟ ଅତିକ୍ରମ କରିବାରେ ତାଙ୍କ ସ୍ତ୍ରୀ କିପରି…

ବିବାହ ଉତ୍ସବରେ ଗୀତ ଗାଇବାକୁ ମନା କରୁଥିଲେ କେକେ

ମୁମ୍ବାଇ,୧ ।୬: ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା । ଅନେକ ସୁପରହିଟ ଗୀତ ଭେଟିଦେଇଥିବା ଗାୟକ କୃଷ୍ଣ କୁମାର କୁନ୍ନଥଙ୍କ ଆକଷ୍ମିକ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ମାତ୍ର ୫୩ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ…

ଗାୟକ କେକେଙ୍କ ମୃତ୍ୟୁକୁ ନେଇ ମାମଲା ରୁଜୁ, ଶରୀର ଓ ମୁଣ୍ଡରେ ଲାଗିଛି ଆଘାତ!

କୋଲକାତା,୧ ।୬: ବଲିଉଡର ଆଗଧାଡିର ଗାୟକ କେକେ ଓରଫ କୃଷ୍ଣା କୁମାର କୁନ୍ନାଥଙ୍କର ମଙ୍ଗଳବାର ଅର୍ଥାତ୍ ମେ’ ୩୧ରେ ପରଲୋକ ହୋଇଯାଇଛି । କୋଲକାତାରେ ଏକ ଲାଇଭ୍ ପରଫରମାନ୍ସ ଦେବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିବା ସେ ଦର୍ଶାଇଥିଲେ ।…

ସରିଲା ସିଦ୍ଧୁଙ୍କ ଅନ୍ତିମ ସଂସ୍କାର: ଲୁହ ଭର୍ତ୍ତି ଆଖିରେ ବାପା କାଢ଼ିଲେ ପଗଡ଼ି

ନୂଆଦିଲ୍ଲୀ,୩୧।୫: ପଞ୍ଚଭୂତରେ ବିଲୀନ ହେଲେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସଓ୍ବୋଲା। ମେ ୨୯ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୋମବାର ରାତିରେ ତାଙ୍କ ପୋଷ୍ଟମର୍ଟମ କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ଅନ୍ତିମ ସଂସ୍କାର କରାଯାଇଛି। ଏହି…

ବୟ ଫ୍ରେଣ୍ଡଙ୍କ ସହ ନଜର ଆସିଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ ଦବଙ୍କ ଲର୍ଗ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ବୟ ଫ୍ରେଣ୍ଡଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ । କିଛିଦିନ ହେବ ବିବାହକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ ସାମାନ୍ୟ ହଡବଡେଇ ଯାଇଥିବା ସୋନାକ୍ଷୀ ଏବେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଡେଟିଂ…

୫୦ ସେକେଣ୍ଡର ବିଜ୍ଞାପନ ପାଇଁ ଏତିକି ଟଙ୍କା ନେଲେ ନୟନତାରା

ଦେଶରେ ଆଜିକାଲି ସାଉଥ ସିନେମା କ୍ରେଜ୍‌ ଚାଲିଛି। ‘ପୁଷ୍ପା’, ‘ଆରଆରଆର’, ‘କେଜିଏଫ’ର ସଫଳତା ପରେ ସାଉଥ ସିନେମା ଷ୍ଟାର୍‌ଙ୍କ ଗୋଡ ତଳେ ଲାଗୁନି। ଏହି ଷ୍ଟାର୍‌ମାନେ ବଲିଉଡ୍‌ ଷ୍ଟାର୍‌ଙ୍କୁ ଟକ୍କର ଦେବା ଆରମ୍ଭ କଲେଣି। ସାଉଥ ସିନେମାର ଅଭିନେତ୍ରୀ ନୟନତାରା ଯଦିଓ…

ବଢିଲା ମିକା ସିଂଙ୍କ ସୁରକ୍ଷା

ମୁମ୍ବାଇ,୩୧ ।୫: ପଞ୍ଜାବର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ତେବେ ସିଦ୍ଧୁଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବନ୍ଧୁ ତଥା ବଲିଉଡ ସିଙ୍ଗର ମିକା ସିଂଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଥିବା…

ତାମିଲ ଫିଲ୍ମରେ କାମ କରିବାକୁ ଚାହାନ୍ତି ଉର୍ବଶୀ, କହିଲେ କାରଣ…

ଅଭିନେତ୍ରୀ ଉର୍ବଶୀ ରୌତେଲା ବଲିଉଡ୍‌ରେ ଜଲଓ୍ବା ଦେଖାଇବା ପରେ ଏବେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ସେ ଏବେ ତାମିଲ ଫିଲ୍ମ ‘ଦି ଲିଜେଣ୍ଡ’ରୁ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ସୋସିଆଲ ମିଡିଆରେ…

ରିଲିଜ୍‌ ପୂର୍ବରୁ ବାରଣାସୀରେ ପହଞ୍ଚିଲେ ଷ୍ଟାରକାଷ୍ଟ

ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାର ଏବଂ ମାନୁଷୀ ଛିଲାର ଆଗାମୀ ଫିଲ୍ମ‘ସମ୍ରାଟ ପୃଥ୍ବୀରାଜ’କୁ ନେଇ ଏବେ ଚର୍ଚ୍ଚାରେ। ଫିଲ୍ମର ପ୍ରମୋଶନରେ ଦୁହେଁ ଏବେ ଖୁବ୍‌ ବ୍ୟସ୍ତ। ଅକ୍ଷୟ ,ମାନୁଷୀ ଏବଂ ପୁରା ଟିମ ବିଭିନ୍ନ ସହର ପରିଦର୍ଶନ କରି ଏକ…

ବିରାଶତ୍‌କୁ ପୂରିଲା ୨୫ବର୍ଷ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ୍ନୀ ଅଭିନେତା। ନିଜର ଦମ୍‌ଦାର ଅଭିନୟ ଓ ଫିଟନେସ୍‌ ପାଇଁ ଜଣାଶୁଣା ଅନିଲ କପୁର ସୋମବାର ତାଙ୍କର ଏକ ସୁପରହିଟ ଫିଲ୍ମର ସିଲଭର୍‌ ଜୁବଲୀ ପାଳନ କରିଛନ୍ତି। ୧୯୯୭ରେ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?