ମନୋରଞ୍ଜନ

ରିଅଲିଟି ଶୋ’ ପୂର୍ବରୁ ହୋଷ୍ଟଙ୍କ ଦୁର୍ଘଟଣା

ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଥିବା ରିଅଲିଟି ଶୋ ଇଣ୍ଡିଆଜ୍‌ ଲାପ୍ଟର୍‌ ଚାମ୍ପିଅନ୍‌ର ଶୁଟିଂ ଆରମ୍ଭ ହୋଇଯାଇଛି। ହେଲେ ଶୋ’ର ହୋଷ୍ଟ ପରିଜାଦ କୋଲହାଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ଶୁଟିଂରେ ଆଉ କିଛି…

କେବଳ ସିଦ୍ଧୁ ନୁହେଁ, ସଲମାନ ବି ଥିଲେ ଲରେନ୍ସଙ୍କ ଟାର୍ଗେଟରେ

ମୁମ୍ବାଇ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମେସେ ୱାଲାଙ୍କ ହତ୍ୟା ମାମଲା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବଶ୍ନୋଇ ଓ ଗୋଲଡି ବରାଡ ନିଜକୁ ଦାୟୀ କରିଛନ୍ତି । ୨୯ ମେ’ରେ ଏହି ଗ୍ୟାଙ୍ଗଷ୍ଟର ସିଦ୍ଧୁଙ୍କୁ…

ଫିସ୍‌ ବଢାଇଲେ କାର୍ତ୍ତିକ

ଆଜିକାଲି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ବକ୍ସ ଅଫିସରେ ଧମାଲ୍‌ କରିଛି। ଏହି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ପ୍ରବେଶ କରିଛି। ଏହି ଫିଲ୍ମ କାର୍ତ୍ତିକଙ୍କ କ୍ୟାରିଅରର ସବୁଠୁ ସୁପରହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇଛି। ଫିଲ୍ମରେ…

ରୋମାଣ୍ଟିକ ମୁଭି କରିବାକୁ ଡରୁଛନ୍ତି ଆୟୁଷ୍ମାନ!

ମୁମ୍ବାଇ: ବଲିଉଡ ଷ୍ଟାର ଆମିର ଖାଁଙ୍କ ପରେ ଯଦି କେହି ନିଜ ମୁଭିକୁ ନେଇ ଏକ୍ସପିରିମେଣ୍ଟ କରୁଥାଆନ୍ତି ତେବେ ସେ ହେଉଛନ୍ତି ଆୟୁଷ୍ମାନ ଖୁରାନା । ଆୟୂଷ୍ମାନ ତାଙ୍କ କ୍ୟାରିୟର ମଧ୍ୟରେ କିଛି ଏକ୍ସପିରିମେଣ୍ଟ କରି ସାରିଛନ୍ତି । ଯେଉଁସବୁ ଚରିତ୍ରକୁ…

ଫିଲ୍ମ ରିଲିଜ୍‌ ପୂର୍ବରୁ ବୟକଟ

ଅଭିନେତା ଆମିର ଖାନ୍‌ ଏବଂ କରୀନା କପୁରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଅନେକ ଦିନ ପରେ ଏହି ଯୋଡିକୁ ଦେଖିବାକୁ ମିଳିବ। ଫିଲ୍ମ କେବେ ରିଲିଜ୍‌ ହେବ…

ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

ପଶ୍ଚିମବଙ୍ଗରେ ପୁଣି ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ବେଡିଆଡଙ୍ଗାରେ ଜଣେ ୧୮ ବର୍ଷୀୟା ମଡେଲ ସରସ୍ବତୀ ଦାସ ଫ୍ୟାନରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। ଗତ କିଛି ଦିନ ହେବ ପଶ୍ଚିମବଙ୍ଗରେ ୩ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ସରସ୍ବତୀଙ୍କୁ ଫ୍ୟାନ୍‌ରେ ଝୁଲୁଥିବାର…

ଲାଇଭ୍‌ ଶୋ’ ବେଳେ ଟଳିପଡିଲେ ପ୍ରଖ୍ୟାତ ଗାୟକ

ମାଲାୟାଲମ ସଙ୍ଗୀତ ଜଗତର ପ୍ରସିଦ୍ଧ ଗାୟକ ଏଡଭା ବଶିରଙ୍କ ପରଲୋକ ଘଟିଛି। ଏକ ଲାଇଭ୍‌ ଶୋ’ ବେଳେ ସେ ଷ୍ଟେଜ୍‌ ଉପରେ ଟଳିପଡିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ତାଙ୍କର ଆକସ୍ମିକ ମୃତ୍ୟୁରେ ମନୋରଞ୍ଜନ ଜଗତରେ ମଧ୍ୟ ଶୋକର…

ହଲିଉଡ୍‌ ଅଭିନେତା ବୋ ହୋପ୍‌କିନ୍ସଙ୍କ ବିୟୋଗ

ଓ୍ବାଶିଂଟନ,୩୦।୫: ହଲିଉଡ୍‌ ଜଗତର ଲୋକପ୍ରିୟ ଅଭିନେତା ବୋ ହୋପକିନ୍ସ ୮୦ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ରବିବାର ବୋ’ଙ୍କ ଅଫିସିଆଲ୍‌ ଓ୍ବେବ୍‌ସାଇଟ୍‌ରେ ଏହି ସୂଚନା ଦିଆଯାଇଛି। ‘ଆମେରିକାନ୍‌ ଗ୍ରାଫିଟି’ ଫିଲ୍ମରେ ଅଭିନୟ କରି ସେ ରାତାରାତି ଷ୍ଟାର୍‌ ପାଲଟିଥିଲେ। ୧୯୬୯ରେ ଫିଚର…

ଅର୍ଜୁନଙ୍କ ଇଂରାଜୀ ପ୍ରଫେସର ହେଲେ ତାରା

ମୁମ୍ବାଇ: ଫିଲ୍ମ ‘ଏକ ଭିଲେନ ରିଟନର୍ସ’ର କୋ ଷ୍ଟାର ତାରା ସୁତାରିଆ ଓ ଅର୍ଜୁନ କପୁରଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି । ନିକଟରେ ଅର୍ଜୁନଙ୍କ ଇନଷ୍ଟାଗ୍ରାମ ହିଁ ଏହାର ପ୍ରମାଣ ଦେଇଛି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ କେତେ…

ଅଭିନୟ କରୁ କରୁ ସତସତିକା ପ୍ରେମରେ!

ବମ୍ବେ: ଦୀର୍ଘ ୧୩ ବର୍ଷ ଧରି ପ୍ରସାରିତ ହୋଇ ଆସୁଛି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’। ଏଯାବତ ଏହି ଲୋକପ୍ରିୟ ଶୋ’୩୭୦୦ରୁ ଅଧିକ ଏପିସୋଡ ପ୍ରସାରିତ ହୋଇ ସାରିଲାଣି। ଏପରିସ୍ଥଳେ ନୂଆ ନୂଆ ଏଣ୍ଟ୍ରି ସାଙ୍ଗକୁ ଆଗାଉଥିବା କାହାଣୀ…

ଜାହ୍ନବୀଙ୍କଠୁ ବି ହଟ୍‌ ଶ୍ରୀଦେବୀଙ୍କ ଏହି ପାକିସ୍ତାନୀ ଝିଅ

ମୁମ୍ବାଇ: ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍‌’ରେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସାଜଲ ଅଲୀ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ଅଟନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୮ ମିଲିୟନ ଫଲୋଅର୍ସ ଅଛନ୍ତି। ସେ ପ୍ରାୟତଃ ନିଜର ହଟ୍‌ ଏବଂ ବୋଲ୍ଡ…

୧୦୦ କୋଟି କ୍ଲବ୍‌ରେ ‘ଭୁଲ୍‌ ଭୁଲେୟା-୨’, ଏହି ଖୁସିରେ କାର୍ତ୍ତିକ କଲେ ଏମିତି କାମ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ‘ଭୁଲ୍‌ ଭୁଲେୟା-୨’ ବକ୍ସ ଅଫିସରେ ଧମାଲ୍‌ କରିଛି। ଏହି ଫିଲ୍ମଟି ୧୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି। କାର୍ତ୍ତିକ ବିଭିନ୍ନ ସହରରେ ବୁଲି ବୁଲି ଫିଲ୍ମର ପ୍ରମୋଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?