ମନୋରଞ୍ଜନ

ଖୁବ୍‌ଶୀଘ୍ର କାମକୁ ଫେରିବେ ରାମ୍‌ କପୁର

ଅଭିନେତା ନକୁଲ ମେହେଟ୍ଟା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବଡେ ଅଛେ ଲଗତେ ହେ ସିଜିନ୍‌ ୨ରେ ଅଧିକ ଲୋକ ପ୍ରିୟ ହାସଲ କରିଥିବା ନକୁଲ ପ୍ରତ୍ୟେକ ଘରେ ରାମ୍‌ କପୁର ନାମରେ ବେଶ ପରିଚିତ। ନିକଟରେ ନକୁଲ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ…

ଆଶ୍ରମ-୪’ ଟିଜର ରିଲିଜ

ଆଶ୍ରମ’ର ସିଜନ-୩ ଓଟିଟି ପ୍ଲାଟଫର୍ମ ‘ଏମ୍‌ଏକ୍ସ ପ୍ଲେୟାର’ରେ ସିଜିନ-୩ର ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସିଜିନ-୪ର ଟିଜର ଶୁକ୍ରବାର ଦିନ ରିଲିଜ ହୋଇଛି। ଏହି ୱେବ ସିରିଜ୍‌ରେ ବବି ଦେଓଲ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବବି ଏଥିରେ ଭଣ୍ଡ…

ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କଲା ‘ସମ୍ରାଟ ପୃଥ୍ବୀରାଜ’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଜୁନ୍‌ ୩ରେ ସମଗ୍ର ଦେଶରେ ରିଲିଜ୍‌ ହୋଇଛି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ କେମେଷ୍ଟ୍ରିକୁ ପସନ୍ଦ କରିଛନ୍ତି ଦର୍ଶକ। ଅକ୍ଷୟ କୁମାର ପୃଥ୍ବୀରାଜଙ୍କ ଚରିତ୍ରରେ ନଜର ଆସିଛନ୍ତି। ତେବେ ଶୁକ୍ରବାର…

ବବିଙ୍କ ସହ ବୋଲ୍ଡ ସିନ୍‌କୁ ନେଇ ଖୁଲାସା କଲେ ଇଶା

ବଲିଉଡ୍‌ ଅଭିନେତା ବବି ଦେଓଲଙ୍କ ୱେବ ସିରିଜ ‘ଆଶ୍ରମ’ଓଟିଟି ପ୍ଲାଟଫର୍ମରେ ଧମାଲ କରିଥିଲା । ‘ଆଶ୍ରମ’ର ସିଜନ-୨ ପରେ ଏବେ ଆଶ୍ରମ ସିଜନ -୩ ଆସି ଯାଇଛି । ତେବେ ସିଜନ -୩ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇ ସାରିଛି ।…

ପୁଣି ଟେଲି ପରଦାକୁ ଫେରୁଛନ୍ତି ହିନା !

ବମ୍ବେ: ପୁଣି ଟେଲି ପରଦାକୁ ଫେରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ଥିଲେ ସେ। ଏବେ ସେ ସେଠାରୁ ଫେରି ଛୁଟି କଟାଉଛନ୍ତି। ତେବେ ଦର୍ଶକେ ତାଙ୍କୁ…

ବିବାହ ନ କରି ବି ମା’ ହେଲେ ଏହି ଅଭିନେତ୍ରୀ

ବମ୍ବେ: ମା’ ହେଲେ ଟେଲି ଅଭିନେତ୍ରୀ, ହୋଷ୍ଟ ତଥା ଭିଜେ ଅନୁଷା ଦାଣ୍ଡେକର। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛି। ଅନୁଷା ନିଜେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇବା ପରେ ସମସ୍ତେ ଚକିତ ହୋଇଛନ୍ତି। କାରଣଟି ହେଉଛି ଅନୁଷା…

ନିଷ୍ପତ୍ତି ବଦଳାଇଲେ ଧୀରଜ

ବମ୍ବେ: କିଛି ଦିନ ପୂର୍ବେ ଅଭିନେତା ଧୀରଜ ଧୁପର ‘କୁଣ୍ଡଲୀ ଭାଗ୍ୟ’ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତାଙ୍କୁ ରିପ୍ଲେସମେଣ୍ଟ ଭାବେ ଖୋଜା ସରିଥିଲା। ପ୍ରଶଂସକ ଏହା ଜାଣିବା ପରେ ଅଭିନେତାଙ୍କ ସହ ଶୋ’…

ହଲିଉଡ ପାଇଁ ମନ ବଳାଇଲେଣି କାର୍ତ୍ତିକ

ମୁମ୍ବାଇ: ଏବେ ପରଦାରେ କମାଲ କରୁଛି କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ମୁଭି ‘ଭୁଲ ଭୁଲେୟା ୨’ । ଗୋଟିଏ ପଟେ ସାଉଥ୍ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ମୁଭି ହିଟ୍ ହୋଇ ଚାଲିଥିବା ବେଳେ ଅନ୍ୟପଟେ ବଲିଉଡ୍ ମୁଭି ବ୍ୟାକ ଟୁ…

ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ସହ ପୂରୁଣା ଫଟୋ ଶେୟାର କଲେ ବିଗ୍‌ ବି

ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଅମିତାଭ ଜୟାଙ୍କୁ ୩ ଜୁନ ୧୯୭୩ରେ ବିବାହ କରିଥିଲେ। ଆଜି ତାଙ୍କ ବିବାହକୁ ୪୯ ବର୍ଷ ବିତିଯାଇଛି । ଏହି ଅବସରରେ ଅମିତାଭ ତାଙ୍କ ବିବାହର…

ଏହିି ସୁପରଷ୍ଟାରଙ୍କ ବାୟୋପିକ୍‌ କରିବାକୁ କାହିଁକି ଚାହୁଁନାହାନ୍ତି ଫରାହ ଖାନ୍‌

ବଲିଉଡ୍‌ ନିର୍ଦ୍ଦେଶକ ଫରାହ ଖାନ୍‌ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ‘ଓମ ଶାନ୍ତି ଓମ’, ‘ଚେନ୍ନାଇ ଏକ୍ସପ୍ରେସ’ରେ ତାଙ୍କ ନିର୍ଦ୍ଦେଶନା ସୁନ୍ଦର ଥିଲା। ଫିଲ୍ମ ‘ମେନ ହୁନ ନା’ରେ ନିର୍ଦ୍ଦେଶକ…

ମୁହଁ,ହାତରେ ବନ୍ଧା ହୋଇଛି ବ୍ୟାଣ୍ଡେଜ୍‌: ଆହତ ଅବସ୍ଥାରେ ନଜର ଆସିଲେ ଶାହରୁଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପ୍ରଂଶସକ ପାଇଁ ଏକ ଖୁସି ଖବର। ଶେଷରେ ସାଉଥ୍‌ ଫିଲ୍ମ ନିର୍ମାତା ଏଟଲିଙ୍କ ସହ ସହଯୋଗିତାରେ କିଙ୍ଗ୍‌ ଖାନ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି। ଏଟଲିଙ୍କ ନିର୍ଦ୍ଦେଶିତ ଓ…

ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରି ରଖଛନ୍ତି ଅମିତାଭ ବଚ୍ଚନ

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?