୩୩ ବର୍ଷ ହେବ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି ସଲମାନ୍: ମୋଟ ସମ୍ପତ୍ତି ଜାଣିଲେ…
ବଲିଉଡର ଦବଙ୍ଗ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୩ ବର୍ଷ ପୂରଣ କରିଛନ୍ତି। ଫିଲ୍ମ ‘ମେନେ ପ୍ୟାର କିୟା’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଭାଇଜାନ ନାମରେ ପ୍ରଶଂସକଙ୍କ ମଧ୍ୟରେ ପ୍ରସିଦ୍ଧ ସଲମାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ…
୩୨୦ କୋଟି ଓଟିଟି ରାଇଟସ୍ରେ ବିକ୍ରି ହେଲା କେଜିଏଫ୍ ୨
ମୁମ୍ବାଇ: କନ୍ନଡ ଫିଲ୍ମ କେଜିଏଫ୍ ୨ ଦିନକୁ ଦିନ ନୂଆ ରେକର୍ଡ କରୁଛି । ୧୪ ଏପ୍ରିଲରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । କେଜିଏଫ୍ ୨ ଓଟିଟି ରାଇଟ୍ସକୁ ନେଇ ଏକ ବଡ ଖବର…
କଫି ପିଆଇବାକୁ ଆସୁଛନ୍ତି କରନ ଜୋହର
ମୁମ୍ବାଇ: ବଲିଉଡର ନାମୀ ନିର୍ଦ୍ଦେଶକ ବଲିଉଡ ବ୍ୟତୀତ ତାଙ୍କ ଶୋ’ ‘କଫି ୱିଥ କରନ’କୁ ନେଇ ଖୁବ ଚର୍ଚ୍ଚିତ । ଶୋ’ର କିଛି ନା କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଦର୍ଶକେ ଏହାକୁ…
ବୋଲ୍ଡ ଲୁକ୍ରେ ଅଭିନେତ୍ରୀ
ମୁମ୍ବାଇ: ‘ଆଲାଦ୍ଦିନ-ନାମ ତୋ ସୁନା ହୋଗା’ରେ ଜସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅବନୀତ କୌର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅଭିନୟ ସହିତ ଫ୍ୟାଶନକୁ ନେଇ ଲୋକଙ୍କ ହୃଦୟ ଜିଣନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଅଭାବ…
ଆଇନ ଜାଲରେ ଫସିଲା ରଣବୀରଙ୍କ ‘ଜୟେଶଭାଇ ଜୋରଦାର’
ମୁମ୍ବାଇ: ଆଇନ ଜାଲରେ ଫସିଛି ଫିଲ୍ମ ‘ଜୟେଶଭାଇ ଜୋରଦାର’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା । ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ହେଁ ସେଥିରେ ଦେଖାଯାଇଥିବା କିଛି ଦୃଶ୍ୟକୁ ନେଇ ବିବାଦ ଉପୁଜିଛି। ଟ୍ରେଲରରେ ଦେଖାଯାଇଥିବା ଗର୍ଭସ୍ଥ ଶିଶୁର…
କ୍ୟାଟ୍ରିନାଙ୍କୁ ବିବାହ କରିବାର ସିକ୍ରେଟ୍ କହିଲେ ବିକି
ମୁମ୍ବାଇ: ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ବିବାହକୁ ୪ ମାସ ପୂରିଲାଣି। ରାଜସ୍ଥାନର ସିକ୍ସ ସେନ୍ସେସ ଦୁର୍ଗ’ରେ ୯ ଡିସେମ୍ବର ୨୦୨୧ରେ ହଠାତ୍ ବିବାହ କରି ଏହି ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେମାନଙ୍କର ବିବାହ ଏକ…
ପୁଣି ଖୁସି ଖବର ଦେଲେ ଭାରତୀ
ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର ଏକ ମାସ ପରେ ଉଭୟଙ୍କୁ ଆଉ ଏକ ଖୁସି ଖବର ମିଳିଛି। ଦୁହିଁଙ୍କୁ ୟୁଟ୍ୟୁବରୁ…
ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ଜାରି
ମୁମ୍ବାଇ: ଫିଲ୍ମ ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ବୁଧବାର ଜାରି କରାଯାଇଛି। ଏହି ଫିଲ୍ମରେ ଅନନ୍ତ ମହାଦେବନ ଓ ଲକ୍ଷ୍ମୀ ଆର ଆୟାରଙ୍କ ସହ ‘ହମ ଆପକେ ହେଁ କୌନ’ର ଲୋକପ୍ରିୟ ଅଭିନେତ୍ରୀ ରେଣୁକା ଶହାଣୀଙ୍କ ଅଭିନୟ ଦେଖିବାକୁ ମିଳିବ। ଫିଲ୍ମର…
ଶେହନାଜ ପାଲଟିଲେ ଖାସ୍ ଅତିଥି, ହାତ ଧରି…
ବମ୍ବେ: ‘ବିଗ୍ବସ୍’ରୁ ଦବଙ୍ଗ ଖାନ୍ ସଲମାନଙ୍କ ସହ ଚୁଲ୍ବୁଲୀ ଶେହନାଜ ଗିଲଙ୍କ ଖାସ୍ ସମ୍ପର୍କ ରହିଆସିଛି। ଅନେକ ସମୟରେ ତାର ଝଲକ ଦର୍ଶକଙ୍କୁ ଭାବବିହ୍ବଳ କରେ। ଶେହନାଜଙ୍କ ପିଲାଙ୍କ ଭଳି ବ୍ୟବହାର ସାଙ୍ଗକୁ ନିଜକୁ ‘ପଞ୍ଜାବର କଟ୍ରିନା କୈଫ୍’ କହିବା ଶୈଳୀ…
ଆଉ ଫେରିବ ନାହିଁ ‘କଫି ଉଇଥ୍ କରନ୍’
ବମ୍ବେ: ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ କରନ୍ ଜୋହରଙ୍କ ଟକ୍ ଶୋ’ ‘କଫି ଉଇଥ୍ କରନ୍’ ଦର୍ଶକଙ୍କ ପ୍ରିୟ ଶୋ’ ମଧ୍ୟରୁ ଅନ୍ୟତମ। ହେଲେ ଏହା ଆଉ ଟେଲି ପରଦାରେ ଦେଖିବାକୁ ମିଳିବ ନାହିଁ। ନିକଟରେ ଏହାର ସପ୍ତମ ସିଜନ୍ ଆସିବ ବୋଲି…
ଇଦ୍ ପାର୍ଟିରେ ଏକାଠି ନଜର ଆସିଲେ ସିଦ୍ଧାର୍ଥ-କିଆରା
ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡ଼ି ଏବେ ଚର୍ଚ୍ଚାରେ। ନିକଟରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍ଅପ ହୋଇଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ସିଦ୍ଧାର୍ଥ ଏବଂ କିଆରା ଏ ନେଇ କୌଣସି ସୂଚନା ମିଳିନାହିଁ। ଏହାରି ମଧ୍ୟରେ…
ସୁଇମିଂ ପୁଲ୍ରେ ବନ୍ଧୁଙ୍କ ସହ ଏପରି ଫଟୋ ଶେୟାର କଲେ ମନ୍ଦିରା, ଟ୍ରୋଲ କରି ୟୁଜର୍ସ କହିଲେ…
ବଲିଉଡ୍ର ଅଭିନେତ୍ରୀ ମନ୍ଦିରା ବେଦୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଧାରାବାହିକରୁ ମନ୍ଦିରା ଘରେ ଘରେ ପରିଚିତ ହୋଇଥିଲେ । ଗତବର୍ଷ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ମନ୍ଦିରା ଏକ ପ୍ରକାର ଭାଙ୍ଗି ପଡିଥିଲେ । ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ…
Archives


