‘ସୋସିଆଲ ମିଡିଆ ବିନା ମୁଁ ଭଲ ଅଛି’

ମୁମ୍ବାଇ: ପ୍ରଶଂସକମାନେ ଦୀର୍ଘଦିନ ଧରି ଅଭିନେତା ରଣବୀର କପୁରଙ୍କ ଇନ୍‌ଷ୍ଟାଗ୍ରାମ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। କରଣ ଜୋହର କହିଛନ୍ତି, ରଣବୀର ସୋସିଆଲ ମିଡିଆରେ ଅଛନ୍ତି କିନ୍ତୁ ନିଜର ପରିଚୟ ଲୁଚାଇ ରଖିଛନ୍ତି। ସେ ଅନ୍ୟମାନଙ୍କ ପ୍ରୋଫାଇଲ ଦେଖନ୍ତି କିନ୍ତୁ ନିଜେ କିଛି ପୋଷ୍ଟ କରନ୍ତି ନାହିଁ। ପିତା ହେବା ପରେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ଖୋଲାଖୋଲି ପ୍ରକାଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ରଣବୀର ନିଜେ ଏ ବିଷୟରେ କହିଛନ୍ତି। ସେ ‘ବ୍ରହ୍ମାସ୍ତ୍ର’ ପ୍ରମୋ ସମୟରେ ଇନ୍‌ଷ୍ଟାଗ୍ରାମ ସହ ଜଡ଼ିତ ଏକ ମଜାଳିଆ କଥା କହିଥିଲେ। ଲୋକମାନେ ଗୁଗ୍‌ଲରେ ତାଙ୍କ ପ୍ରୋଫାଇଲ ସର୍ଚ୍ଚ କରନ୍ତି। ରଣବୀର ଏବେ ପିତା ହେବାକୁ ଯାଉଛନ୍ତି। ଏହି ଖବର ପାଇଁ ତାଙ୍କ ପ୍ରଶଂସକମାନେ ଖୁସି ବି ଅଛନ୍ତି। ଇନ୍‌ଷ୍ଟାଗ୍ରାମରେ ଆଲିଆ ଏହି ଖବର ଦେଇଛନ୍ତି। କେବଳ ରଣବୀରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ, ଗୁଗ୍‌ଲରେ ତାଙ୍କ ବିଷୟରେ ଅନେକ ଜିନିଷ ଖୋଜା ଯାଇଥାଏ। ଫିଲ୍ମ ‘ଶମ୍‌ଶେରା’ର ପ୍ରମୋରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ବିଷୟରେ କହିଥିଲେ।

ରଣବୀରଙ୍କୁ ପଚରାଯାଇଥିଲା ଆପଣଙ୍କର ଇନ୍‌ଷ୍ଟାଗ୍ରାମ ନାହିଁ। ଏହାର ଉତ୍ତରରେ ସେ କହିଥିଲେ। ମୋ’ର ଅଛି ଯେ, ମୁଁ ଏଥିରେ କିଛି ପୋଷ୍ଟ କରେ ନାହିଁ। ମୋର କେହି ଫଲୋଅର୍ସ ନାହାନ୍ତି। ଆହୁରି ପଚରାଯାଇଥିଲା, ପିତା ହେଲା ପରେ ଏହାକୁ ସାର୍ବଜନୀନ କରିବେ କି? ରଣବୀର କହିଥିଲେ, ଆଦୌ ନୁହେଁ, ଏହା କରିବା ବି ଉଚିତ୍‌ ନୁହେଁ। ସେ କହିଛନ୍ତି,ସୋସିଆଲ ମିଡିଆ ବିନା ମୁଁ ଭଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri