ଅନୁଭବଙ୍କ ଘର ଛାଡ଼ିବେ ବର୍ଷା !
କଟକ ଅଫିସ,୨ା୬: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତିଙ୍କ ବିବାଦ ତୁଟିବାର ନାଁ ଧରୁନି। ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ଅନୁଭବ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ବାପା, ମାଆ ଅସୁସ୍ଥ ଥିବାରୁ…
ପଞ୍ଚଭୂତରେ ବିଲୀନ କେକେଙ୍କ ପାର୍ଥିବ ଶରୀର
ବଲିଉଡର ପ୍ରସିଦ୍ଧ ଗାୟକ କେକେଙ୍କ ପାର୍ଥତ୍ବ ଶରୀର ଗୁରୁବାର ପଞ୍ଚଭୂତରେ ବିଲୀନ ହୋଇଛି। ଭର୍ସୋଭା ଶ୍ମଶାନରେ କେକେଙ୍କ ପୁଅ ପିତାଙ୍କୁ ମୁଖାଗ୍ନି ଦେଇଥିଲେ। କେକେଙ୍କ ହଜାର ହଜାର ପ୍ରଶଂସକ ତାଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କ ପ୍ରଶଂସକମାନେ…
ଓମାନ,କୁଏତରେ ରିଲିଜ୍ ହେବନି ଅକ୍ଷୟଙ୍କ ଫିଲ୍ମ!
ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ ଅର୍ଥାତ୍ ଜୁନ୍ ୩ରେ ପେକ୍ଷାଳୟରେ ରିଲିଜ୍ ହେବ। ଏହାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମଟି ସମ୍ରାଟ…
ଯୋଗେନ୍ଦ୍ର ଛାଡ଼ିଲେ ଶୋ’
ବମ୍ବେ: ଶୋ’ ଛାଡ଼ିଲେ ଯୋଗେନ୍ଦ୍ର ବିକ୍ରମ ସିଂହ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମେ’ରେ ଆଉ ସେ ନଜର ଆସିବେ ନାହିଁ। ଏଥିଲାଗି ଶୋ’ରେ ତାଙ୍କର ଚରିତ୍ରକୁ ଶେଷ କରାଯାଇଛି। ନିର୍ମାତାମାନେ…
ମା’ ହେଲେ ଝିଲିକ୍
ଭୁବନେଶ୍ୱର: ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୁଧବାର ଝିଲିକ ଦୁଇ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ସବୁଠୁ ଖୁସିର କଥା ଝିଲିକ୍ଙ୍କ ତାଙ୍କ ଜନ୍ମଦିନରେ ଏହି ଯାଆଁଳା ଶିଶୁକନ୍ୟାଙ୍କ ମା’ ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…
ମାନହାନି କେସ୍ ଜିତିଲେ ଅଭିନେତା ଜନି ଡେପ୍, ପୂର୍ବତନ ସ୍ତ୍ରୀ ଦେବେ କ୍ଷତିପୂରଣ
ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍ ତାଙ୍କ ପୂର୍ବତନ ସ୍ତ୍ରୀ ତଥା ଅଭିନେତ୍ରୀ ଅମ୍ବର ହେର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଶେଷରେ ସମାପ୍ତ ହୋଇଛି। ଜନି ସ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଜିତିଛନ୍ତି। ୭ ଜଣିଆ ସଦସ୍ୟବିଶିଷ୍ଟ ଭର୍ଜିନିଆ ଖଣ୍ଡପୀଠ…
ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର୍ କିଡ୍ସ
ବଲିଉଡ ସେଲିବ୍ରିଟିଙ୍କ ପିଲାମାନେ ଅଧ୍ୟୟନ ସହ ଅଭିନୟରେ ମଧ୍ୟ ବେଶ୍ ପାରଙ୍ଗମ। ଅଭିନେତା ଶାହରୁଖ ଖାନ୍ଙ୍କ ଝିଅ ସୁହାନା ଏବଂ ପୁଅ ଆର୍ୟନ, ସୈଫ୍ ଅଲି ଖାନ୍ଙ୍କ ଝିଅ ସାରା ଅଲି ଖାନ୍ ଏବଂ ପୁଅ ଇବ୍ରାହିମ ଅଲି ଖାନ୍, ବୋନୀ…
ସ୍ତ୍ରୀଙ୍କୁ ସଫଳତାର ଶ୍ରେୟ ଦେଉଥିଲେ କେକେ
ମୁମ୍ବାଇ: ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନଥ, ଯିଏ କି କେକେ ଭାବରେ ଜଣାଶୁଣା। ୩୧ ମେ’ ତାଙ୍କର ଦେହାନ୍ତ ହୋଇଛି। କୋଲକାତାରେ ଲାଇଭ କନ୍ସର୍ଟ ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ତୁରନ୍ତ କୋଲକାତାର ଏକ ଘରୋଇ…
ଯଦି କେବେ ମୃତ୍ୟୁ ଆସେ, ତେବେ କେକେଙ୍କ ପରି ଆସୁ: ସୋନା
ବମ୍ବେ: ଜୀବନରେ ଯଦି କେବେ ମୃତ୍ୟୁ ଆସେ, ତେବେ କେକେଙ୍କ ପରି ଆସୁ। କିଛି ଏଭଳି ଆଶା ରଖିଥିବା କହିଛନ୍ତି ଗାୟିକା ସୋନା ମହାପାତ୍ର। ଯଦି ଲାଇଭ୍ କନସର୍ଟ ପରେ ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ସେ ଧନ୍ୟ ମନେ କରିବେ…
କେକେଙ୍କ ହୋଇଛି ସ୍ବାଭାବିକ ମୃତ୍ୟୁ, ଗୁରୁବାର ହେବ ଅନ୍ତିମ ସଂସ୍କାର
ବଲିଉଡର ପ୍ରସିଦ୍ଧ ଗାୟକ କେକେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି । କୋଲକାତାରେ ଲାଇଭ କନ୍ସର୍ଟ ପରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। କେକେଙ୍କ ଦେହାନ୍ତ ଖବର ଫ୍ୟାନ୍ସ ତଥା ବଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି। କେକେଙ୍କ…
ସାତ ଜନ୍ମର ସାଥୀଙ୍କୁ ଏକା କରି ଚାଲିଗଲେ କେକେ, ଜାଣନ୍ତୁ ଗାୟକଙ୍କ ସ୍ତ୍ରୀ ଜ୍ୟୋତି କିଏ…
ବମ୍ବେ: ଜଣାଶୁଣା କଣ୍ଠଶିଳ୍ପୀ କେକେ ଆମ ଗହଣରେ ଆଉ ନାହାନ୍ତି। କୋଲକାତାରେ ଏକ କନସର୍ଟରେ ଗୀତ ଗାଇବା ପରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ନବେ ଦଶକରୁ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିବା କେକେଙ୍କ ଆକସ୍ମିକ ନିଧନ ଅନେକଙ୍କୁ…
କେକେଙ୍କ ଏହି ଗୀତକୁ ଶୁଣି ଆଜି ବି କାନ୍ଦନ୍ତି ସଲମାନ୍
ବମ୍ବେ: ‘ତଡପ ତଡପ କେ ଇସ ଦିଲ ସେ ଆହ ନିକଲ୍ତି ରହି…ତୋ ଲୁଟ୍ ଗୟେ’ କେକେଙ୍କ ଏଭଳି ଏକ ଗୀତ ଥିଲା, ଯିଏ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ଏଭରଗ୍ରୀନ ଗୀତ ଆଜି ବି ବାଜିଲେ ଅନେକଙ୍କ ଆଖିରେ…
Archives


