ମନୋରଞ୍ଜନ

ଗୋଟିଏ ହଁ ରେ ରାତାରାତି ଷ୍ଟାର ପାଲଟିଯାଇଥିଲେ ଶିଳ୍ପା

ମୁମ୍ବାଇ: ନିଜର ଅଭିନୟ ଓ ଫିଟନେସକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିଳ୍ପା ସେଟ୍ଟି ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ଶିଳ୍ପା ଏବେ ‘ନିକମ୍ମା’ ଫିଲ୍ମକୁ ନେଇ…

ପୁଣି ପୂର୍ବତନ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ରାଖୀ

ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ ରାଖୀ ସାୱନ୍ତ। ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣଛନ୍ତି ରାଖୀ। ଦୁହେଁ ପରସ୍ପର ଉପରେ ଲଗାତର ଅଭିଯୋଗ ଆଣିବାରେ ଲାଗିଛନ୍ତି। ଏବେ ପୁଣି ଥରେ ରାଖୀ ତାଙ୍କ ପୂର୍ବତନ ସ୍ବାମୀଙ୍କ ବିରୋଧରେ ଥାନାରେ ଦ୍ୱାରସ୍ତ ହୋଇଛନ୍ତି। ପୂର୍ବତନ…

‘କେଜିଏଫ୍ ଚାପ୍ଟର ୨’କୁ ପଛରେ ପକାଇଲା ‘ବିକ୍ରମ’

ମୁମ୍ବାଇ: ସାଉଥ୍ ଷ୍ଟାର କମଲ ହାସନଙ୍କ ଫିଲ୍ମ ବିକ୍ରମ ପରଦାରେ କମାଲ କରୁଛି । କାରଣ ସୁପରଷ୍ଟାର ୟଶଙ୍କ ‘କେଜିଏଫ୍ ଚାପ୍ଟର ୨’କୁ ଏବେ ପଛରେ ପକାଇ ଦେଇଛି ବିକ୍ରମ । ଏହି ଫିଲ୍ମଟି ଏବେ ୩୦୦ କୋଟି ବ୍ୟବସାୟ କରି…

ଅଭିନେତ୍ରୀ ନୁହେଁ, ବୈଜ୍ଞାନିକ ହେବାକୁ ଇଚ୍ଛା ଥିଲା

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୧୩ରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ଜନ୍ମଦିନ। ଦିଶା ୧୯୯୨ରେ ଉତ୍ତରପ୍ରଦେଶର ବରେଲିରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଦିଶା ଇଣ୍ଡଷ୍ଟ୍ରିର ସବୁଠାରୁ କନିଷ୍ଠ ଏବଂ ଫିଟ୍‌…

ଡ୍ରଗ୍ସ୍‌ ମାମଲା, ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ …

ମୁମ୍ବାଇ, ୧୩।୬ : ଡ୍ରଗ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୋଲିସ ଗରଫ କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡ୍‌ର ବହୁ ସେଲିବ୍ରିଟିଙ୍କ ନାମ ଡ୍ରଗ ମାମଲା ସହ ଜଡିତ ହେବାରେ ଲାଗିଛି।…

କ୍ୟାଟ୍ରିନାଙ୍କ ଏହି ଗୀତରେ କଲେ ଡ୍ୟାନ୍ସ କଲେ ବିଦେଶୀ ଯୁବକ

ସାଧାରଣତଃ ବିବାହ ପ୍ରୋସେଶନରେ ବଲିଉଡ୍‌ କିମ୍ବା ସାଉଥ୍‌ ଫିଲ୍ମର ହିଟ୍‌ ଗୀତ ବାଜିଥାଏ। ଏହି ଗୀତ ଯେ, କେବଳ ଆମ ଦେଶରେ ସୀମିତ ତା’ ନୁହେଁ, ବଲିଉଡ୍‌ ଗୀତର କ୍ରେଜ୍‌ ବିଦେଶୀ ବିବାହରେ ମଧ୍ୟ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ…

ଡ୍ରାମା କୁଇନ୍‌ଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ କଲେ ପୂର୍ବତନ ସ୍ବାମୀ!

ମୁମ୍ବାଇ: ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ଏକ୍ସ-ହଜ୍‌ବ୍ୟାଣ୍ଡ ରିତେଶଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ପ୍ରେମିକ ଆଦିଲ ଖାନ୍‌ଙ୍କ ପ୍ରେମରେ ପଡ଼ିଛନ୍ତି। ପ୍ରେମିକ ତାଙ୍କ ମୁହଁରେ ହସ ଆଣି ଦେଇଥିବା ବେଳେ ଗତକାଲି ଯାହା ଘଟିଲା ଏହା ପରେ ରାଖୀ…

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅନୁଷ୍କା

ଦୀର୍ଘ ୫ ବର୍ଷର ବିରତି ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଚକଡା ଏକ୍ସପ୍ରେସ’ ଖୁବ ଶୀଘ୍ର ରିଲିଜ ହେବ। ଏହାପୂର୍ବରୁ ଅନୁଷ୍କା ଆଜିକାଲି ସ୍ବାମୀ ବିରାଟ କୋହଲି ଏବଂ…

ତାପସୀ ଶେୟାର କଲେ ନୂଆ ଫିଲ୍ମର ଟିଜର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମୁଭି ‘ସାବାସ ମିଠୁ’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ମୁଭିରେ ତାପସୀ ଇଣ୍ଡିଆନ କ୍ରିକେଟ ଟିମ୍‌ର ଖେଳାଳୀ ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ । ଆଉ ଏହି ଚରିତ୍ରକୁ ନେଇ ଖୁବ୍…

ସ୍ବାମୀଙ୍କ ପାଇଁ ୨୦ କୋଟି ଟଙ୍କାର ବଙ୍ଗଳା କିଣିଲେ ଏହି ଅଭିନେତ୍ରୀ

ଦକ୍ଷିଣ ସିନେମାର ସୁନ୍ଦର ଅଭିନେତ୍ରୀ ନୟନତାରା ଏବଂ ନିର୍ମାତା ବିଗ୍ନେଶ ଶିଭନ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୟନତାରାଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ନୟନତାରା ଏବଂ ବିଗ୍ନେଶ ଦୀର୍ଘ…

ପ୍ରିୟଙ୍କାଙ୍କ ବୋଲ୍ଡ ଅବତାର

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରୁଥିବା ଦେଖାଯାଏ। ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖିବାକୁ ପସନ୍ଦ କରନ୍ତି। ପ୍ରଶଂସକଙ୍କ ବ୍ୟତୀତ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନାସ ମଧ୍ୟ…

ବିକିଙ୍କୁ ମିଳିଗଲା ଆଉ କିଏ;ଫଟୋ ଦେଖି କ୍ୟାଟ୍ରିନା କହିଲେ…

ବି-ଟାଉନ ହ୍ୟାଣ୍ଡସମ ହଙ୍କ୍‌ ବିକି କୌଶଲ ନିକଟରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହେଁ ଫିଲ୍ମ ଶୁଟିଂ କରୁଛନ୍ତି। ବିକି ଏବେ କ୍ୟାଟ୍ରିନାଙ୍କୁ ଛାଡି ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଏହା ଆମେ ନୁହେଁ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri