ମା’ଙ୍କ ଜନ୍ମଦିନରେ ଖାସ୍ ଫଟୋ ଶେୟାର କଲେ ପ୍ରିୟଙ୍କା
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ସେବେଠାରୁ ପ୍ରଶଂସକମାନେ ତାଙ୍କ ଝିଅର ଟିକେ ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ପ୍ରିୟଙ୍କା ମା’ ମାଳତୀ ଚୋପ୍ରାଙ୍କ ଜନ୍ମଦିନ ଅବସରରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ପ୍ରିୟଙ୍କାଙ୍କ…
ଲେଖିକା ହେବାକୁ ମନ ବଳାଇଲେଣି ମଲାଇକା
ମୁମ୍ବାଇ: ବଲିଉଡ୍ ଆଇଟମ୍ ଗର୍ଲ ମଲାଇକା ଆରୋରାଙ୍କୁ କିଏ ବା ନ ଜାଣେ। ତାଙ୍କର ଫିଟ୍ନେଶ ଏବଂ ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହାରି ଭିତରେ ମଲାଇକା ଲେଖିକା ହେବାକୁ ମନ ବଳାଇଛନ୍ତି। ଫିଟ୍ନେଶକୁ ନେଇ ସେ ଏକ ବହି ଲେଖିବାକୁ…
ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ
ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର ଜାମିନ ମିଳିଛି। ଥାନେର ଏକ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ହେଲେ ତାଙ୍କ ନାଁରେ…
ଝିଅକୁ ଏମିତି ମା’ ରୂପରେ ଦେଖିବାକୁ ଚାହାନ୍ତି ଅନିଲ
ମୁମ୍ବାଇ,୧୬ା୬: ବଲିଉଡ୍ ଅଭିନେତା ଅନିଲ କପୁର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯୁଗ୍ ଯୁଗ୍ ଜିଓ’ର ପ୍ରମୋଶନରେ ବ୍ୟସ୍ତ ଥିବାବେଳେ ନାତୁଣୀ କି ନାତିଙ୍କୁ ସ୍ବାଗତ କରିବାକୁ ବି ଅପେକ୍ଷା କରିଛନ୍ତି। କାରଣ ଅନିଲଙ୍କ ଝିଅ ସୋନମ କପୁର ମାଆ ହେବାକୁ ଯାଉଛନ୍ତି।…
ରିଲିଜ୍ ପୂର୍ବରୁ ବୟକଟ ଦାବି
ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଜୁନ୍ ୧୫ରେ ରିଲିଜ୍ ହୋଇଯାଇଛି। ଟ୍ରେଲର ରିଲିଜ୍ ହେବା ପରେ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବିବାଦ ଉପୁଜିଛି। ଏପରିକି ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରାଯାଉଛି।…
ଆମିରଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ଅକ୍ଷୟ
ମୁମ୍ବାଇ: ବ୍ୟାକ ଟୁ ବ୍ୟାକ ୨ଟି ଫ୍ଲପ ଫିଲ୍ମ ଭେଟି ଦେଇଥିବା ଅକ୍ଷୟ କୁମାର ଏବେ ଆମିର ଖାଁଙ୍କୁ ଟକ୍କର ଦେବାକୁ ଆସୁଛନ୍ତି । ନିକଟରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱିରାଜ’ ରିଲିଜ ହୋଇଥିଲେ ବି ଏହା ଦର୍ଶକଙ୍କୁ…
ବଦଳିଲା ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ‘ଓମ- ଦ ବ୍ୟାଟେଲ ୱିଦଇନ୍’ର ଟାଇଟଲ
ମୁମ୍ବାଇ: ଅନେକ ସମୟରେ ବଲିଉଡରେ ଦେଖିବାକୁ ମିଳିଛି କି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଏହାର ଟାଇଟେଲରେ କିଛି ଅଦଳ ବଦଳ କରାଯାଇଥାଏ । ଏମିତି ଏବେ ଘଟିଛି ଆଦିତ୍ୟ ରୟ କପୁରଙ୍କ ଆଗାମୀ ଫିଲ୍ମ ‘ଓମ- ଦ…
ଦୀପିକାଙ୍କୁ ନେଇ ଚିନ୍ତିତ ପ୍ରଭାସ,ଶୁଟିଂ ଘୁଞ୍ଚାଇବା ଲାଗି କଲେ ଅନୁରୋଧ
ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ଅଭିନେତ୍ରୀଙ୍କ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଦୀପିକାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରି ଦିଆଯାଇଥିଲା। ବର୍ତ୍ତମାନ ଦୀପିକାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ। ସେ…
କଶ୍ମୀର ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ କଶ୍ମୀରୀ ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ନିକଟରେ ସାଇ ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋଶନ ସମୟରେ ବଲିଉଡ ଫିଲ୍ମ କଶ୍ମୀର ଫାଇଲ୍ସରେ ପ୍ରଦର୍ଶିତ କଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ଗୋ ସୁରକ୍ଷା…
ସାଦ ଖାଇଲେ ସୋନମ
ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ନିଜ ଗର୍ଭଧାରଣ ସମୟକୁ ଉପଭୋଗ ମଧ୍ୟ କରୁଛନ୍ତି। ସୋନମ ଏବେ ଲଣ୍ଡନରେ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ସମୟ ବିତାଉଛନ୍ତି। ଲଣ୍ଡନରେ ତାଙ୍କ ସାଦଖିଆ ଅର୍ଥାତ୍ ବେବି…
ହସ୍ପିଟାଲରୁ ବାହାରିଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁଟିଂ ସେଟ୍ରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ସେ ହାଇଦ୍ରାବାଦରେ ତାଙ୍କ ପରବର୍ତ୍ତୀ ଫିଲ୍ମ କେର ଶୁଟିଂ ସେଟ୍ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ…
ଅଭିନେତାଙ୍କ ନାଁରେ ଠକେଇ ଅଭିଯୋଗ
ଟିଭି ଧାରାବାହିକର ଜଣାଶୁଣା ଅଭିନେତା କରଣଭୀର ବୋହରାଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ୪୦ ବର୍ଷିୟା ମହିଳା କରଣଭୀରଙ୍କ ସମେତ ୬ ଜଣଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି।…
Archives


