ମନୋରଞ୍ଜନ

ଦୀପିକାଙ୍କ ସହ ନିଜକୁ ତୁଳନା କଲେ ମଲ୍ଲିକା: କହିଲେ ମୁଁ ଚରିତ୍ରହୀନା ଆଉ ସେ…

ବମ୍ବେ: ‘ଜିନା ସିର୍ଫ ମେରେ ଲିଏ’ ଏବଂ ‘ମର୍ଡର’ ଭଳି ଫିଲ୍ମରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ। ହେଲେ ‘ମର୍ଡର’ରେ ବୋଲ୍ଡ ଦୃଶ୍ୟକୁ ନେଇ ସେ ରାତାରାତି ସେନ୍‌ସେଶନ ପାଲଟି ଯାଇଥିଲେ। ଫିଲ୍ମଟି ତାଙ୍କୁ ଖ୍ୟାତି…

ଅଭିନେତା ସୈଫ ଅଲି ଖାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଅଭିନେତା ସୈଫ ଅଲି ଖାନ ବଲିଉଡରେ ଛୋଟେ ନବାବ ଭାବରେ ଜଣାଶୁଣା। ଫିଲ୍ମ ବ୍ୟତୀତ ସୈଫ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାନ୍ତି। ତାଙ୍କୁ ବଲିଉଡର ସବୁଠାରୁ ଧନୀ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ। ସୈଫଙ୍କ ରୋଜଗାରର ମୁଖ୍ୟ ଉତ୍ସ ହେଉଛି…

ବିବାହକୁ ନେଇ ମୁହଁ ଖୋଲିଲେ ଆଥିଆ

ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖୁବଶୀଘ୍ର ସେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିବେ ବୋଲି ଚାରିଆଡେ ଚାଲିଛି ଆଲୋଚନା। ଏସବୁ ନେଇ ଚିଡିଯାଇଛନ୍ତି ଆଥିଆ।…

ସଲମାନ ମାଗିଲେ ୧୦୫୦ କୋଟି !

ବମ୍ବେ: ଟେଲି ପରଦାରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ବିଗ୍‌ବସ୍‌’। ଖୁବ୍‌ଶୀଘ୍ର ଦର୍ଶକ ଏହାକୁ ପରଦାରେ ଦେଖିବାକୁ ପାଇବେ। ଏବେ ଏହି ଶୋ’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେଇଟି ହେଲା ଦବଙ୍ଗ ଖାନ…

ଲଣ୍ଡନରେ ପହଞ୍ଚିଲେ ଏହି ଦମ୍ପତି, ପାଳନ କରିବେ ପ୍ରଥମ ବିବାହ ବାର୍ଷିକୀ

ମୁମ୍ବାଇ: ଅଭିନେତ୍ରୀ ଦିଶା ପରମାର, ସ୍ବାମୀ ତଥା ଗାୟକ ରାହୁଲ ବୈଦଙ୍କ ବିବାହକୁ ଜୁଲାଇ ୧୬ରେ ବର୍ଷେ ପୂରିବ। ସେଥିପାଇଁ ଏହି ଦମ୍ପତି ଲଣ୍ଡନରେ ପହଞ୍ଚିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ଛୁଟି ବିଷୟରେ ସୂଚନା ଦେଇଛନ୍ତି ଦିଶା। ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋରେ ଫଟୋଟି ଉଠାଯାଇଛି।…

ବ୍ରେକ୍‌ଅପ୍‌ ପରେ ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା

ବମ୍ବେ: ଅଭିନେତା ଶାହିଦ କପୁରଙ୍କ ସାନ ଭାଇ ଈଶାନ ଖଟ୍ଟରଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ନୂଆ ସମ୍ପର୍କରେ ଯୋଡ଼ି ହୋଇଛନ୍ତି ଅନନ୍ୟା ପାଣ୍ଡେ। ବଲିଉଡ୍‌ର ହ୍ୟାଣ୍ଡସମ ହଙ୍କ ଆଦିତ୍ୟ ରୟ କପୁରଙ୍କୁ ଏବେ ଡେଟ୍‌ କରୁଛନ୍ତି ସେ। ଦିନକୁ ଦିନ…

ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ରିୟା

ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଅଢୁଆ ଏପର୍ଯ୍ୟନ୍ତ ଶେଷ ହେବା ଭଳି ମନେ ହେଉନାହିଁ। ରିୟା ଏବେବି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ରାଡାରରେ ଅଛନ୍ତି। ସୁଶାନ୍ତଙ୍କୁ ରିୟା…

ବେବିବମ୍ପ ଦେଖାଇ ରାଖୀ କହିଲେ- ‘ବାହୁବଳୀ ଆସୁଛି’

ବମ୍ବେ: ମୁଁ ମା’ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ସେ ଜଣେ ‘ବାହୁବଳୀ’ଙ୍କୁ ଜନ୍ମ ଦେବେ। ଏପରି କହି ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସୋସିଆଲ ମିଡିଆରେ ତାଙ୍କ ବେବିବମ୍ପ ଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି। ପ୍ରଥମେ ପ୍ରଶଂସକ ରାଖୀଙ୍କ…

‘ସଂସାର’ ଜରିଆରେ ଫେରୁଛନ୍ତି ମନ୍ଦିରା

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରୁଛନ୍ତି ମନ୍ଦିରା ବେଦୀ। ଏକତା କପୁରଙ୍କ ଶୋ’ ‘ସଂସାର’ରେ ସେ ନଜର ଆସିବେ। ଏହା ଏକ ପାରିବାରିକ ଡ୍ରାମା। ୧୯୯୪ରେ ରିଲିଜ ହୋଇଥିବା କରିସ୍ମା କପୁର ଏବଂ ଗୋବିନ୍ଦାଙ୍କ ଫିଲ୍ମ ରାଜା ବାବୁର କାହାଣୀ…

ରୋମାଣ୍ଟିକ୍‌ ପୋଜ୍‌ରେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା-ସ୍ବାମୀ ନିକ୍‌ ଜୋନାସ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ଏହି କପଲ ଏକ ହ୍ରଦ ମଧ୍ୟରେ ରୋମାଣ୍ଟିକ୍‌ ପୋଜ ଦେଉଥିବାର ନଜର ଆସିଛନ୍ତି। ପ୍ରିୟଙ୍କାଙ୍କ ସହ ବିତାଇଥିବା ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ…

ମା’ ହେବାକୁ ଯାଉଛନ୍ତି କଟ୍ରିନା !

ବମ୍ବେ: ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେବାକୁ ଲାଗିଛି। ସୋନମ କପୁର ଏବଂ ଆଲିଆ ଭଟ୍ଟଙ୍କ ପରେ ସେ ଖୁବ୍‌ଶୀଘ୍ର ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିପାରନ୍ତି। ୨୦୨୧ ଡିସେମ୍ବର ୯ରେ…

ବ୍ଲେଡ୍‌ରେ ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିଲେ ଉର୍ଫି: କହିଲେ-ପାଖକୁ ଆସିଲେ…

ବମ୍ବେ: ଅଜବଗଜବ ଫ୍ୟାଶନକୁ ନେଇ ଖବର ଶିରୋନାମାରେ ରହୁଥିବା ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। କେତେବେଳେ ଶିକୁଳି ତ କେତେବେଳେ ସେପ୍ଟିପିନ୍‌ରୁ ଡ୍ରେସ୍‌ ତିଆରି କରି ପିନ୍ଧିଥିବା ଉର୍ଫି ଆଉ ଏକ ଆଉଟଫିଟ୍‌ ପିନ୍ଧି ଫଟୋ ଛାଡ଼ିଛନ୍ତି। ଏଥର ସେ ବ୍ଲେଡ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri