‘ଚକଦା ଏକ୍ସପ୍ରେସ’କୁ ନେଇ ଏଭଳି କହିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ବହୁ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି। ସେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବୀମୀଙ୍କ ବାୟୋପିକ୍‌ରେ ନଜର ଆସିବେ। ତେବେ ଫିଲ୍ମର ନାମ ରହିଛି ‘ଚକଦା ଏକ୍ସପ୍ରେସ’। ଯାହାକୁ ନେଇ ଅନୁଷ୍ଖା ବ୍ୟସ୍ତତା ଭିତରେ ରହୁଥିବା ଦେଖିବାକୁ ମିଳୁଛି। ପ୍ରୋସିତ ରାୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଏକ ଭିଡିଓ ଶେୟାର କରି ଅନୁଷ୍କା କହିଛନ୍ତି, ମୁଁ ଅନୁଷ୍କା ଶର୍ମା । ଯିଏକି ବର୍ତ୍ତମାନ ‘ଚକଦା ଏକ୍ସପ୍ରେସ’ ନାମକ ଏକ ସ୍ବତନ୍ତ୍ର ଫିଲ୍ମ ପାଇଁ ୟୁନାଇଟେଡ କିଙ୍ଗଡମ ଲିଡ୍ସର ଏକ କ୍ରିକେଟ ମଇଦାନରେ ପ୍ରଶିକ୍ଷଣ ନେଉଛି । ଭେଟେରାନ ଭାରତୀୟ ବୋଲର ଝୁଲଣ ଗୋସ୍ବାମାୀଙ୍କ ଜୀବନ ଉପରେ ଆଧାରିତ ଫିଲ୍ମରେ ମୁଁ ତାଙ୍କର ଭୂମିକା ନିଭାଉଛି । ମୁଁ ଏହାର ସ୍କ୍ରିପ୍ଟ ଦେଖିବା ପରେ ଚକିତ ହୋଇଯାଇଥିଲି । ଏହା ମୋ ପାଇଁ ମହିଳା କ୍ରିକେଟ୍‌ ଦୁନିଆରେ ଆଖି ଖୋଲିଲା ଭଳି ସ୍ଥିତି ରହିଥିଲା। ଏହା ବାଦ୍‌ ଏହି ଫିଲ୍ମର ଅନୁଷ୍କାଙ୍କର ପ୍ରଥମ ଲୁକ୍‌ ଶେୟାର ହୋଇଛି। ଯାହାକୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍ବି ଡଲ୍‌ ଲୁକ୍‌ରେ ଶେହନାଜ

ମୁମ୍ବାଇ: ବିଗ୍‌ ବସ୍‌ର ସିଜନ-୧୫ର ଗ୍ରାଣ୍ଡ ଫିନାଲ୍‌ରେ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହି ରାଉଣ୍ଡରେ ଶେହନାଜଙ୍କ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଯାହା ସମସ୍ତଙ୍କୁ...

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍‌ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ...

ମା’ଙ୍କ ମୃତ୍ୟୁର ଦିନକ ପରେ କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ମଙ୍ଗଳବାର ହିମାଚଳପ୍ରଦେଶରେ କରୋନାରେ ୧୨ଜଣଙ୍କର...

ଚାଇନାରେ ଫ୍ଲପ୍‌ ହେଲା ରଜନୀକାନ୍ତଙ୍କ ହାଇ ବଜେଟ୍‌ ଫିଲ୍ମ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ହାଇ ବଜେଟ୍‌ ଫିଲ୍ମ ‘୨.୦’ ଚାଇନାରେ ଫ୍ଲପ୍‌ ହୋଇଛି। ଏହା ହିନ୍ଦୀ,...

ସ୍ମୃତି @ ୬୦

ଡ. ରଜନୀ ରଞ୍ଜନ। ପେସା ଅଧ୍ୟାପନା, ହେଲେ ନିଶା ସଂଳାପ ରଚନା। ଓଲିଉଡ୍‌ର ଜଣେ ଆଗଧାଡ଼ିର ସଂଳାପକାର ଭାବରେ ସାଉଁଟିଛନ୍ତି ଅନେକ ପ୍ରଶଂସା। ଚଳିତ ମାସ...

ବଦଳୁଛି ସାମନ୍ଥାଙ୍କ ହାବଭାବ: ବିବାହ ବିଚ୍ଛେଦ ପରେ ହେବ କି …

ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ସାଉଥର ଏହି ସୁପରହିଟ...

ଭାରତ ପାଇଁ ଗୌରବ ଆଣିଲେ ଗାୟକ ଅରମାନ

ଭାରତରେ ଅନେକ ଗାୟକ ଅଛନ୍ତି, ଯେଉଁମାନେ ଗୀତ ମାଧ୍ୟମରେ ନିଜ ସାଙ୍ଗକୁ ଭାରତର ନାମକୁ ମଧ୍ୟ ବହୁତ ଉପରକୁ ନେଇପାରିଛନ୍ତି। ସେମାନଙ୍କ ଗୀତ ଶୁଣିବା ପାଇଁ...

କାଳୀ ବିବାଦ: ମାନିମେକଲାଇଙ୍କୁ କୋର୍ଟ ସମନ, ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୨ା୭: କାନାଡାରେ ଫିଲ୍ମ ‘କାଳୀ’ ପୋଷ୍ଟର ପ୍ରଦର୍ଶନକୁ ନେଇ ବିବାଦୀୟ ଦେଖାଦେଇଛି। ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲିନା ମାନିମେକଲାଇ ଓ ଅନ୍ୟମାନଙ୍କୁ ଦିଲ୍ଲୀର ଏକ କୋର୍ଟ...

Advertisement
Archives

Model This Week