ଟ୍ରୋଲରଙ୍କୁ ଜବାବ ଦେଲେ ବିପାଶା, ବେବି ବମ୍ପକୁ ନେଇ ହୋଇଥିଲେ ଟୋ୍ରଲ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବଂ ସ୍ବାମୀ କରଣ ସିଂ ଗ୍ରୋଭର ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଦୁହେଁ ଏବେ ବେଶ୍‌ ଖୁସି ଅଛନ୍ତି। କିଛି ଦିନର ଡେଟିଂ ପରେ ଏହି ଦମ୍ପତି ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ବିବାହର ୬ ବର୍ଷ ପରେ ବିପାଶା ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ଦମ୍ପତି ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ନିକଟରେ ବିପାଶା ବେବି ବମ୍ପ ଦେଖାଇ ଫଟୋଶୁଟ୍‌ କରିଥିଲେ। ଯାହାକୁ ନେଇ ସେ ଟୋ୍ରଲର ସ୍ବୀକାର ହୋଇଥିଲେ।
ନିକଟରେ ଏକ ସାକ୍ଷାତକାରରେ ବିପାସାଙ୍କୁ ଟ୍ରୋଲ ବିଷୟରେ ପଚରାଯାଇଥିଲା। ଯାହାର ଉତ୍ତରରେ ସେ କହିଛନ୍ତି ଯେ, ନକରାତ୍ମକତା ଅପେକ୍ଷା ସକରାତ୍ମକତା ଉପରେ ଧ୍ୟାନ ଦେବାକୁ ମୁଁ ପସନ୍ଦ କରେ। ସମସ୍ତେ ତ ମତ ଦେବାକୁ ହକଦାର ଏବଂ ସମସ୍ତ ମତକୁ ସମ୍ମାନ ଦିଆଯାଏ। କିନ୍ତୁ
ମୁଁ ମୋ ଜୀବନକୁ ଆଗେଇ ନେଇଛି। ୧% ନକରାତ୍ମକତା ଅପେକ୍ଷା ୯୯% ଭଲ ଉପରେ ଧ୍ୟାନ ଦିଏ। ଏହା ଜୀବନରେ ଆଗକୁ ବଢାଇବାର ରାସ୍ତା। ଆଉ ମୁଁ ଜଣେ ସକରାତ୍ମକ ବ୍ୟକ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଲେ କରିନା

ମୁମ୍ବାଇ: ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ଭିତରେ ଏବେ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଆଲିଆଙ୍କ ଅଭିନୀତ ମଚ ଆୱେଟେଡ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର...

ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ...

ଆସନ୍ତା ୨୫ରେ ଟେଲିଭିଜନରେ ପ୍ରସାରିତ ହେବ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ଏସ୍‌ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳିତ ବର୍ଷ ସୁପରହିଟ୍‌ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ଏହି ଫିଲ୍ମଟି ମାର୍ଚ୍ଚ ୨୪ରେ ପରଦାକୁ...

ପରିନ୍ଦା ଫିଲ୍ମରେ ଅନୀଲଙ୍କୁ ୧୭ ଥର ଚଟକଣି ମାରିଥିଲେ ଜ୍ୟାକି

ମୁମ୍ବାଇ, ୧।୨: ଜଗୁ ଦାଦାରୁ ବଲିଉଡ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫଙ୍କୁ ସୋମବାର ୬୪ ବର୍ଷ ପୂରଣ ହୋଇଛି। ସେ ୬୫ ବର୍ଷରେ ପାଦ ଦେଇଛନ୍ତି।...

ସୁଶାନ୍ତଙ୍କଠୁ ଅଲଗା ହେବା ପରେ ଏହି ଅଭିନେତାଙ୍କୁ ଡେଟ୍‌ କରିଥିଲେ ଅଙ୍କିତା !

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନିତି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି ସମୟରେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ତାଙ୍କ...

ଏହି ହୋଟେଲରେ ବିବାହ କରିବେ ରାଜକୁମାର-ପତ୍ରଲେଖା, ରାତିକୁ ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ରୋମାଣ୍ଟିକ୍‌ କପଲ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। ଉଭୟ ବିବାହର ପ୍ରତ୍ୟେକ ମୁହୂର୍ତ୍ତକୁ...

ମହେନ୍ଦ୍ର ସିଂ ଧୋନୀ ଭୂମିକାରେ ନିଜକୁ ଦେଖି ଖୁସି ହୋଇଥିଲେ ସୁଶାନ୍ତ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ତର୍କ ବିତର୍କ ଚାଲିଛି। ବର୍ତ୍ତମାନ ବଂଶାନୁବାଦକୁ ନେଇ ଆଲୋଚନା ଜୋର୍‌ ଧରିଛି। ଅନ୍ୟପକ୍ଷରେ...

ଇଚ୍ଛାଧାରୀ ନାଗୁଣୀଙ୍କ ବୋଲ୍ଡ ଅନ୍ଦାଜ୍‌

ଟେଲିଭିଜନ୍‌ ଶୋ’ ଇଚ୍ଛାଧାରୀ ନାଗୁଣୀ ଏବଂ ରାମମିଲାଇ ଯୋଡିରୁ ଘରେ ଘରେ ପରିଚିତି ହାସଲ କରିଥିବା ପ୍ରିୟଲ୍‌ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏବେ...

Advertisement
Archives

Model This Week