ଭାଇଜାନ୍ଙ୍କ ଜୀବନ ପ୍ରତି ବିପଦ, ବନ୍ଧୁକ ଲାଇସେନ୍ସ୍ ପରେ ଏବେ କାର୍କୁ କଲେ ଅପଗ୍ରେଡ୍…
ମୁମ୍ବାଇ : ବଲିଉଡ୍ ଅଭିନେତା ଭାଇଜାନ୍ଙ୍କ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ। ତାଙ୍କୁ ହତ୍ୟା ଧମକ ମିଳୁଛି। ଏବେ ସେ ତାଙ୍କ ସୁରକ୍ଷାକୁ ନେଇ ଅତିରିକ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ସେ ତାଙ୍କ ନିରାପତ୍ତାରେ କୌଣସି ଅବହେଳା କରିବାକୁ ଚାହୁଁ…
ମୁଁ କ’ଣ ମେଶିନ୍? ତୃତୀୟ ଥର ମା’ ହେବାକୁ ନେଇ…
ବମ୍ବେ: କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଅଭିନେତ୍ରୀ କରିନା କପୁର ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋ ଦେଖି ଅନେକେ ସେ ମା’ ହେବାକୁ ଯାଉଥିବା ସନ୍ଦେହ କରିଥିଲେ। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି କରିନା। ଏକ ସାକ୍ଷାତକାରରେ…
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଭିନେତାଙ୍କ ପିଲାଦିନର ଫଟୋ, ଚିହ୍ନିଲେ ଦେଖି…
ମୁମ୍ବାଇ: ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାର୍ଙ୍କ ଜୀବନ ବିଷୟରେ ମଧ୍ୟ ଜାଣିବାକୁ ବହୁ ଆଗ୍ରହୀ ଅଟନ୍ତି। ଷ୍ଟାରମାନେ ମଧ୍ୟ ସେମାନଙ୍କର ପିଲାଦିନର ଫଟୋ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ଜଣେ ଅଭିନେତାଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ…
୪୪ କୋଟିରେ ରାଜକୁମାରଙ୍କୁ ଘର ବିକିଲେ ଜାହ୍ନବୀ
ବମ୍ବେ: ଅଭିନେତା ରାଜକୁମାର ରାଓଙ୍କୁ ଘର ବିକିଲେ ଅଭିନେତ୍ରୀ ଜାହ୍ନବୀ କପୁର। ଦୁଇ ବର୍ଷ ତଳେ ଜାହ୍ନବୀ ଆପାର୍ଟମେଣ୍ଟକୁ କିଣିଥିଲେ। ହେଲେ ଏବେ ସେ ୪୪ କୋଟିରେ ତାକୁ ବିକି ଦେଇଛନ୍ତି। ଜାହ୍ନବୀଙ୍କ ଆପାର୍ଟମେଣ୍ଟଟି ୩,୪୫୬ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ଏହା…
ଅଭିନେତା ରସିକ ଦବେଙ୍କ ପରଲୋକ
ମୁମ୍ବାଇ: ଅଭିନେତା ରସିକ ଦବେଙ୍କର ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ରସିକ ଗତ ଦୁଇ ବର୍ଷ ଧରି ଡାୟଲିସିସରେ ପୀଡିତ ଥିଲେ। ଏ ନେଇ କିଡନୀ ବାର ବାର ଖରାପ ହେଉଥିଲା।…
୮ ଅଭିନେତ୍ରୀଙ୍କୁ କରିଥିଲେ ପ୍ରେମ , ବିବାହ କଲେ ୩ଙ୍କୁ
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଫିଲ୍ମ ରକିରୁ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ତାଙ୍କ ବୃତ୍ତିଗତ ଜୀବନ ଠାରୁ ବ୍ୟକ୍ତିଗତ ଜୀବନ ଅଧିକ ଚର୍ଚ୍ଚାରେ ରହିଥାଏ। ବିଶେଷକରି ତାଙ୍କର ପ୍ରେମ…
ହୋସ ଉଡାଇଦେବ ସଞ୍ଜୁବାବାଙ୍କ ନିଟ୍ମୂଲ୍ୟ
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଅଭିନୟରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ସେ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛନ୍ତି। ତେବେ ଆପଣ ଜାଣନ୍ତି କି ସଞ୍ଜୟ ତାଙ୍କ ଗୋଟିଏ ଫିଲ୍ମ ପାଇଁ କେତେ ଚାର୍ଜ…
ରାତି ୨ଟା ୩୦ରେ ଏହି ଅଭିନେତ୍ରୀଙ୍କୁ ଆସିଥିଲା ପ୍ରେମିକଙ୍କ ପ୍ରଥମ ମେସେଜ, ଲେଖାଥିଲା…
ଅଭିନେତ୍ରୀ ସୋନମ କପୁର ୨୦୧୮ରେ ଶିଳ୍ପପତି ଆନନ୍ଦ ଅହୁଜାଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରେମ କାହାଣୀ ବେଶ୍ ରୋମାଞ୍ଚକର। ଆନନ୍ଦ ତାଙ୍କ ସାଙ୍ଗପାଇଁ ସୋନମଙ୍କୁ ବାଛିଥିବା ବେଳେ ଏକଦା ସାଙ୍ଗଙ୍କ ମନ କଥା କହିବାକୁ ସେ ତାଙ୍କ ସହ ଡେଟ୍ରେ ଯାଇଥିଲେ।…
ରଣବୀରଙ୍କ ନ୍ୟୁଡ୍ ଫଟୋଶୁଟ୍କୁ ନେଇ ଏଭଳି କହିଲେ ଅଭିନେତ୍ରୀ
ବଲିଉଡ୍ ଅଭିନେତା ରଣବୀର ସିଂ ଏବେ ତାଙ୍କ ନ୍ୟୁଡ୍ ଫଟୋଶୁଟ୍କୁ ନେଇ ଚର୍ଚ୍ଚାରେ। କେତେକ ରଣବୀରଙ୍କର ଏଭଳି ଫଟୋଶୁଟ୍କୁ ପସନ୍ଦ କରୁଥିବା ବେଳେ ଆଉ କେତେକ ସମାଲୋଚନା କରୁଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ବିଦ୍ୟା ବାଲାନ ରଣବୀରଙ୍କ ନ୍ୟୁଡ୍ ଫଟୋଶୁଟ୍ ନେଇ…
ଏ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ; ପୁଅଙ୍କ ସହ ଫଟୋ ହେଉଛି ଭାଇରାଲ…
ବମ୍ବେ: ଆଗାମୀ ଫିଲ୍ମ ଲାଗି ଶୁଟିଂ କରୁଛନ୍ତି ଅଭିନେତା ବବି ଦେଓଲ। ଏହି ସମୟରେ ସେଟ୍ରେ ପହଞ୍ଚିଥିଲେ ମା’ ପ୍ରକାଶ କୌର। ଏହାପରେ ଅଭିନେତା ତାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋଟି ସମସ୍ତଙ୍କ ହୃଦୟ ଜିତୁଥିବା…
ସାଙ୍ଗର ମନକଥା କହିବାକୁ ଯାଇଥିଲେ, ହେଲେ ନିଜେ ପଡ଼ିଗଲେ ପ୍ରେମରେ…
ଅଭିନେତ୍ରୀ ସୋନମ କପୁରଙ୍କ ସ୍ବାମୀ ଆନନ୍ଦ ଅହୁଜା ଭାରତର ଜଣେ ପ୍ରସିଦ୍ଧ ଫ୍ୟାଶନ ଉଦ୍ୟୋଗୀ। ସେ ପ୍ରତିବର୍ଷ ୨୯ଜୁଲାଇରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ୨୦୧୮ରେ, ଯେତେବେଳେ ସେ ତାଙ୍କ ନାମ ସୋନମଙ୍କ ସହ ଜଡିତ ହେଲା, ସେତେବେଳେ ସେ ଲାଇମଲାଇଟକୁ…
ଜାଣନ୍ତୁ ସଞ୍ଜୟଙ୍କ ପାଖେ ଅଛି ଏ ସବୁ ଦାମୀଗାଡ଼ି
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଏହାକୁ ନେଇ ସେ ଲାଇମ୍ଲାଇଟ୍ରେ ରହିଥାନ୍ତି। ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା। ସେ ବିଳାସପୂର୍ଣ୍ଣ ଜୀବନ…
Archives


