ମନୋରଞ୍ଜନ

ଫିଲ୍ମ ଷ୍ଟାଇଲ୍‌ରେ ଅମିରଙ୍କ ଝିଅଙ୍କୁ ପ୍ରପୋଜ କଲେ ନୁପୁର

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ଝିଅ ଇରା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଖାନ ଇରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇରା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଖବର ପ୍ରଶଂସକଙ୍କ ସହ ଶେୟାର କରନ୍ତି।…

ଏହି ଦିନ ପରଦାକୁ ଆସିବ ସାମନ୍ଥାଙ୍କ ଫିଲ୍ମ ‘ଶକୁନ୍ତଳମ୍‌’

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁ୍‌ଥ୍‌ ପ୍ରଭୁ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଶକୁନ୍ତଳମ୍‌’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଗୁନାସେଖରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ନଭେମ୍ବର ୪ରେ ବଡ ପରଦାରେ…

ଦିଲ୍ଲୀ କ୍ରାଇମ-୨ ପରେ କୌଶଲ ଓଜାଙ୍କ ଫିଲ୍ମରେ ଆସିବେ ନଜର

‘ଦିଲ୍ଲୀ କ୍ରାଇମ-୨’ ପରେ ଏବେ ଅଭିନେତ୍ରୀ ରସିକା ଦୁଗଲ ନିର୍ଦ୍ଦେଶକ କୌଶଲ ଓଜାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଲିଟିଲ ଥୋମାସ’ରେ ସେ ନଜର ଆସିବେ। ଫିଲ୍ମଟି ଡ୍ରାମା-କମେଡି ଉପରେ ଆଧାରିତ। ଏହା ପୂର୍ବରୁ ମଧ୍ୟ ଏକ କ୍ଷୁଦ୍ର ଫିଲ୍ମ ‘ଦ ମିନିଏଚରିଷ୍ଟ ଅଫ…

ଚଳନ୍ତା ବିମାନରେ ଦୀପିକାଙ୍କ ସହ ଏମିତି କାମ କଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ତାଙ୍କର ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ବିମାନରେ ସେ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କୁ ଭେଟିଥିଲେ। ଦୁବାଇରୁ ମୁମ୍ବାଇ ଫେରିବା ବାଟରେ ଦୁହେଁ ସାକ୍ଷାତ ହୋଇଥିବା ଜଣାପଡିଛି। ଚଳନ୍ତା ବିମାନରେ ସାକ୍ଷାତ ସମୟରେ…

ଅଭିନେତା ବାବୁସାନ ଅସୁସ୍ଥ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ଥିବା ତାଙ୍କ ଫ୍ୟାନ୍‌ଙ୍କ ମହଲରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି। ୬ ଦିନ ତଳେ ତାଙ୍କ ଶରୀରର ଅକ୍ସିଜେନ ମାତ୍ରା କମିଯିବାରୁ ସେ ଅସୁସ୍ଥ…

ବିଗ୍‌ବସ୍‌କୁ ଆସିବା ପାଇଁ ଶିଳ୍ପାଙ୍କ ସ୍ବାମୀ ଦାବି କରୁଛନ୍ତି ଏତିକି କୋଟି, ଫି’ ଜାଣିଲେ ଚମକି ପଡ଼ିବେ

ମୁମ୍ବାଇ: ବିଗ୍‌ବସ୍‌- ୧୬ରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଶୋ’ରେ ଭାଗ ନେବା ପାଇଁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଛି। ଏଥି ସହିତ ଅନେକ ପ୍ରତିଯୋଗୀଙ୍କ ନାମ ମଧ୍ୟ ଷ୍ଟାମ୍ପ କରାଯାଇଛି। ତଥାପି ଏପରି…

ଆସନ୍ତା ୨୫ରେ ଟେଲିଭିଜନରେ ପ୍ରସାରିତ ହେବ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ଏସ୍‌ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳିତ ବର୍ଷ ସୁପରହିଟ୍‌ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ଏହି ଫିଲ୍ମଟି ମାର୍ଚ୍ଚ ୨୪ରେ ପରଦାକୁ ଆସିଥିଲା। ଯାହା ବେଶ୍‌ ଲୋକପ୍ରିୟ ହୋଇଥିଲା। ବକ୍ସ ଅଫିସରେ ମଧ୍ୟ ରେକର୍ଡ ସଂଖ୍ୟକ ଆୟ…

ନିର୍ଦ୍ଦେଶନା ଭାର ସମ୍ଭାଳିବେ ରଣଦୀପ

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସବରକରଙ୍କ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମ ‘ ସ୍ବତନ୍ତ୍ର ବୀର ସବରକର’ର ନିର୍ଦ୍ଦେଶନା ଦେବେ ରଣଦୀପ ହୁଡ୍ଡା। ଏହାସହ ସେ ମଧ୍ୟ ଏହି ଫିଲ୍ମରେ ସବରକରଙ୍କ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ…

ଆକ୍ସନ ଅବତାରରେ ପରିଣୀତି

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଦିନ ହେବ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି। ସେ ଆଗାମୀ ଫିଲ୍ମ ‘କୋଡ ନେମ: ତ୍ରିରଙ୍ଗା’ ଜରିଆରେ ପୁଣି ପରଦାକୁ ଫେରୁଛନ୍ତି। ଏହି ଫଇଲ୍ମରେ ସେ ଆକ୍ସନ ଅବତାରରେ ନଜର ଆସିବେ। ଫିଲ୍ମର ଟିଜର୍‌…

ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ସମସ୍ତଙ୍କୁ ହସାଉ ଥିବା ରାଜୁ ଶ୍ରୀବାସ୍ତବ ସବୁଦିନ ପାଇଁ ଚୁପ ହୋଇଯାଇଛନ୍ତି। ଗୁରୁବାର ଦିଲ୍ଲୀର ନିଗମ୍ବୋଡ ଘାଟରେ ତାଙ୍କ ଶବଦାହ କରାଯାଇଛି। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନେ ଅଶ୍ରୁଳ ଆଖିରେ…

ଏତିକି ସମ୍ପତ୍ତି ଛାଡିଯାଇଛନ୍ତି ରାଜୁ ଶ୍ରୀବାସ୍ତବ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ଗତ ଅଗଷ୍ଟ ୧୦ରେ ଜିମ ଯିବା ସମୟରେ ହୃଦଘାତ ହୋଇଥିଲା। ଦୀର୍ଘ ୪୧ ଦିନ ଭେଣ୍ଟିଲେଟରରେ ରହିବା ପରେ ଶେଷରେ ବୁଧବାର ତାଙ୍କ ପରଲୋକ ଘଟିଥିଲା। କମେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?