ନିର୍ଦ୍ଦେଶନା ଭାର ସମ୍ଭାଳିବେ ରଣଦୀପ

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସବରକରଙ୍କ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମ ‘ ସ୍ବତନ୍ତ୍ର ବୀର ସବରକର’ର ନିର୍ଦ୍ଦେଶନା ଦେବେ ରଣଦୀପ ହୁଡ୍ଡା। ଏହାସହ ସେ ମଧ୍ୟ ଏହି ଫିଲ୍ମରେ ସବରକରଙ୍କ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ଫିଲ୍ମର ଦାୟିତ୍ୱ ଜଣାଶୁଣା ଡାଇରେକ୍ଟର ମହେଶ ମଞ୍ଜରେକରଙ୍କୁ ମିଳିଥିଲା। ଆସନ୍ତା ସପ୍ତାହରେ ମହାରାଷ୍ଟ୍ରରେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି। ପୂର୍ବରୁ ମହେଶ ମଞ୍ଜରେକର ଏହି ଫିଲ୍ମରେ ରଣଦୀପଙ୍କ ଫାଷ୍ଟ ଲୁକ୍‌ ଶେୟାର କରିଥିଲେ। ଏଥିରେ ରଣଦୀପ ଅବିକଳ ସବରକରଙ୍କ ଭଳି ଦେଖାଯାଉଛନ୍ତି। ଶେଷଥର ପାଇଁ ରଣଦୀପଙ୍କୁ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ରେ ସଲମାନ୍‌ ଖାନ୍‌ଙ୍କ ସହ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ

ଲକ୍‌ଡାଉନ୍‌ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ।...

ଆହତ ହେବା ସତ୍ତ୍ୱେ ଶଟ୍‌ ଦେଇଥିଲେ ଗୋବିନ୍ଦା

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଥରେ ସେ ‘ଖୁଦ୍ଦାର’ ଫିଲ୍ମର ଶୁଟିଂ ପାଇଁ ଯାଉଥାଆନ୍ତି। ବାଟରେ ତାଙ୍କର କାର୍‌ ଆକ୍ସିଡେଣ୍ଟର ସମ୍ମୁଖୀନ ହେଲା।...

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ।...

ଭଲ ଚରିତ୍ର ଆଶାରେ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତା

ବଲିଉଡ୍‌ର ଚକୋଲେଟ ହିରୋ ଭାବେ ପରିଚିତ ଚନ୍ଦ୍ରଚୁଡ଼ ସିଂହ ୧୯୯୬ରେ ଫିଲ୍ମ ‘ତେରେ ମେରେ ସପ୍‌ନେ’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ...

ଏହି ହୋଟେଲରେ ବିବାହ କରିବେ ରାଜକୁମାର-ପତ୍ରଲେଖା, ରାତିକୁ ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ରୋମାଣ୍ଟିକ୍‌ କପଲ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। ଉଭୟ ବିବାହର ପ୍ରତ୍ୟେକ ମୁହୂର୍ତ୍ତକୁ...

ଦୁଇ ପୁଅଙ୍କ ଇଚ୍ଛା, ପୁଣି ଥରେ ବିବାହ କରନ୍ତୁ ଅଭିନେତ୍ରୀ ମା’

ନୂଆଦିଲ୍ଲୀ,୨୧।୪: ଅଭିନେତ୍ରୀ ଉର୍ବଶୀ ଢୋଲକିଆ ସିଙ୍ଗଲ ମଦର ଭାବେ ଜାଆଁଳା ପୁଅ ସାଗର ଓ କ୍ଷିତିଜଙ୍କୁ ସମ୍ଭାଳୁଛନ୍ତି। କିନ୍ତୁ ତାଙ୍କ ଦୁଇ ପୁଅ ଚାହଁାନ୍ତି ମା’...

ବିଗ୍‌ବସ୍‌କୁ ଆସିବା ପାଇଁ ଶିଳ୍ପାଙ୍କ ସ୍ବାମୀ ଦାବି କରୁଛନ୍ତି ଏତିକି କୋଟି, ଫି’ ଜାଣିଲେ ଚମକି ପଡ଼ିବେ

ମୁମ୍ବାଇ: ବିଗ୍‌ବସ୍‌- ୧୬ରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଶୋ’ରେ ଭାଗ ନେବା ପାଇଁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ନାଁ ସାମ୍ନାକୁ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: କରୋନାରେ ଥିଲେ ଆକ୍ରାନ୍ତ

ଲୋକପ୍ରିୟ ଅଭିନେତା ସତୀଶ କୌଲଙ୍କର ଶନିବାର ପରଲୋକ ଘଟିଛି। ସେ ବି. ଆର୍‌ ଚୋପ୍ରାଙ୍କ ‘ମହାଭାରତ’ରେ ଇନ୍ଦ୍ର ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ...

Advertisement
Archives

Model This Week